Pregnancy Tips – ଏହିସବୁ ଲକ୍ଷଣରୁ ଜାଣନ୍ତୁ ନର୍ମାଲ ଡେ଼ଲିଭରି ହିଁ ହବ 100 % ଗ୍ୟାରେଣ୍ଟି

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ ।

ଖାଲି ଏତିକି ନୁହେଁ ବରଂ ତାଙ୍କର ଏହି ଡର ମଧ୍ୟ ରହିଥାଏ କି ତାଙ୍କର ପ୍ରଥମ ପିଲାଟିର ଜନ୍ମ ନରମାଲ ରେ ହେବ କି ସିଜେରିଂ ରେ ହେବ ବୋଲି ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଗର୍ଭବତୀ ସମୟରେ କେତେକ ଲକ୍ଷଣ ବିଷୟରେ ଜଣେଇବୁ ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କ ପେଗନେଟସି ନରମାଲ ହେବ କି ସିଜେରିଂ ।ଏକ ଗବେଷଣା ଅନୁସାରେ, ଏହି ସବୁ ଲକ୍ଷଣ ଗର୍ଭଧାରଣ ର ୮ ମାସ ପରେ ଦେଖା ଯାଇଥାଏ ।ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡ଼ିକ ବିଷୟରେ।

୧.ଯଦି ଗର୍ଭଧାରଣ ର ୮ ମାସ ପର ଠାରୁ ଆପଣଙ୍କ ର ପେଟରେ ପିଲାଟି ଗତି ଧୀରେ ଧୀରେ କମ ହେବାରେ ଲାଗିଛି ଅର୍ଥାତ ପିଲାଟି ମୁଭ କରୁଛି କିନ୍ତୁ ପୂର୍ବ ଅପେକ୍ଷା କମ ତେବେ ଆପଣଙ୍କ ର ନରମାଲ ଡେରିଭରି ହେବ ନିଶ୍ଚିତ ।

୨.ଏହି ସମୟରେ ଯଦି ଆପଣ ଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ।ତେବେ ଆପଣଙ୍କ ର ନରମାଲ ଡେରିଭରି ହେବ ।ସାଧାରଣ ଭାବରେ ଜଣେ ମହିଳା ଗର୍ଭବତୀ ହେବା ଦିନ ଠାରୁ ହିଁ ତାଙ୍କୁ ଅଧିକ ପରିସ୍ରା ଲାଗିଥାଏ। କିନ୍ତୁ ୮ ମାସ ପର ଠାରୁ ଏହା ଅଧିକ ହେଲେ ନରମାଲ ଡେଲିଭରି।

୩.ସାଧାରଣ ଭାବରେ ଗର୍ଭଧାରଣ ଦିନରୁ ହିଁ ମହିଳାଙ୍କ ର ଦେହ ହାତ ରେ ହାଲକା ଯନ୍ତ୍ରଣା ଅନୁଭବ ହୋଇଥାଏ। କିନ୍ତୁ ଯଦି ଗର୍ଭବତୀ ହେବାର ୮ ମାସ ପରେ ଆପଣଙ୍କ ର କମର ର ତଳ ଭାଗରେ ଅଧିକ ଯନ୍ତ୍ରଣା ବା କଷ୍ଟ ଅନୁଭବ ହୋଇଥାଏ ତେବେ ଆପଣ ନିଶ୍ଚିତ ରୁହନ୍ତୁ କି ଆପଣଙ୍କ ର ନରମାଲ ଡେଲିଭରି ହେବ ।

୪.ଯଦି ଜଣେ ମହିଳା ଗର୍ଭବତୀ ହେବାର ୮ ମାସ ପରେ ଜାଣିପାରୁଛନ୍ତି କି ତାଙ୍କର ତଳ ଭାଗ ଓଜନ ଓଜନ ଲାଗିଛି ବା ପିଲାଟି ଯେପରି ପେଟର ତଳ ଭାଗକୁ ଆସିଗଲାଣି ତେବେ ଆପଣଙ୍କ ର ନରମାଲ ଡେରିଭରି ହେବ।ଏହି ସବୁ ଲକ୍ଷଣ ଦେଖାଯାଇଥିଲେ ଆପଣଙ୍କ ନରମାଲ ଡେଲିଭରି ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ। ମାତ୍ର ଯଦି କୌଣସି ପରିବର୍ତ୍ତନ ହୁଏ ତେବେ ସିଜେରିଂ କରିନେବା ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।