ଦେଖନ୍ତୁ ଭିଡ଼ିଓ – ଝିଅର ବେଡ ରୁମ ଭିତରେ CCTV କ୍ୟାମେରା, ଲଗେଇଲେ ମା’ ରେକର୍ଡ ହେଲା ତାପରେ ଯାହା ଘଟିଲା ଏବେ ସୁଦ୍ଧା ୫୬ ହଜାର ଲୋକ ଦେଖି ସାରିଲେଣି….

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ ।

ଖାଲି ଏତିକି ନୁହେଁ ବରଂ ଗୋଟିଏ ମା ତାର ପିଲାଙ୍କ ର ଖୁସି ଓ ଭଲ ପାଇଁ କିଛି ବି କରିଥାନ୍ତି। ଆଉ ବର୍ତ୍ତମାନ ର ପୋଷ୍ଟ ମର୍ଡନ ମା ମାନେ ତ ପିଲାଙ୍କୁ ଖୁସି କରିବାକୁ ଯାଇ ଅନେକ ପ୍ରକାରର ଟେକ୍ନୋଲୋଜିକାଲ ଖେଳଣା ମଧ୍ୟ ଆଣି ଦେଇଥାନ୍ତି। କିନ୍ତୁ ଏହା ସବୁବେଳେ ପିଲାଙ୍କ ପାଇଁ ଉଚିତ ହୋଇନଥାଏ। କେବେ କେବେ ଏହାର ପ୍ରଭାବ ରୁ ପିଲାଙ୍କ ଉପରେ ବିପଦ ମଧ୍ୟ ଆସିଥାଏ। ତେବେ ଏହି ଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ ।

ଘଟଣା ଟି ଥିଲା ଇଂଲଣ୍ଡ ର ଜଣେ ମହିଳାଙ୍କ ର ୪ ପିଲାଙ୍କ ସହ। ତେବେ ଇଂଲଣ୍ଡ ର ଏଲି ନାମକ ଜଣେ ମହିଳା ତାଙ୍କର ୪ ଜଣ ଝିଅ ଙ୍କୁ ଏକ କୋଠରୀ ରେ ରଖିବାର ନିଷ୍ପତ୍ତି ନେଇଥିଲେ। ଏବଂ ସେ ସେହି କୋଠରୀ ରେ ଭିନ୍ନ ଭିନ୍ନ ଟେକ୍ନୋଲୋଜି ର ଖେଳନା ପିଲାଙ୍କ ପାଇଁ ରଖିଥିଲେ। ତେବେ ଗୋଟିଏ ଦିନ କିଛି ଏପରି ହେଲା ତାଙ୍କର ୮ ବର୍ଷ ର ଝିଅ ଆଲିସା ଙ୍କ ସହ ଯାହା ଜାଣିଲେ ଆପଣ ଚକିତ ହୋଇଯିବେ।

ତେବେ ଏକଦା ଏଲି ବାହାରେ ଥିବା ସମୟରେ ଆଲିସା ତାଙ୍କର କୋଠରୀ ରେ ଥିଲେ। ଏବଂ ତାଙ୍କୁ ଏକ ଆଜିବ ଶବ୍ଦ ଶୁଣାଗଲା ଏବଂ ସେ ବହୁତ ଡରିଗଲେ ।ତେବେ କେହି ଜଣେ ତାଙ୍କୁ ବାରମ୍ବାର ଅଲଗା ପ୍ରକାରର ସ୍ୱରରେ ଡାକୁଥିଲା ଏବଂ ତାଙ୍କର ମା ଙ୍କୁ ଖରାପ ଭାଷାରେ ଗାଳି କରିବାକୁ କହୁଥିଲା। ଏହା ଶୁଣି ଆଲିସା ବହୁତ ଡରି ଗଲା ଏବଂ ସେ କାନ୍ଦିବାକୁ ଲାଗିଲା। ତେବେ ସେ ପଚାରିଲା କି ତୁମେ କିଏ ସେତେବେଳେ କେହିଜଣେ ଆବାଜ ଦେଲା କି ତ ବେଷ୍ଟ ଫ୍ରେଣ୍ଡ ବୋଲି। ଆଲିସା ଆହୁରି ଡରିଗଲା ଏବଂ ରୁମ ରୁ ବାହାରି ପଳେଇଲା। ସେ ଯାଇ ତାର ମା ଙ୍କୁ ସବୁ କଥା କହିଲେ ଏବଂ ମା ମଧ୍ୟ ଚିନ୍ତାରେ ପଡିଗଲେ।

ତେବେ ସେ ଯେତେବେଳେ ଜାଣିବାକୁ ଚାହିଁଲେ ଏହାର ପ୍ରକୃତ କାରଣ କଣ ବୋଲି ସେତେବେଳେ ସେ ଜାଣିପାରିଲେ କି ତାଙ୍କର ଟେକ୍ନୋଲୋଜିକାଲ ଖେଳଣା କୁ କେହି ଜଣେ ହ୍ୟାକ କରିଛନ୍ତି ଏବଂ ପିଲାଙ୍କୁ ଡରୁଛି ତେବେ ସେ ଏହା ଜାଣିବା ପରେ ଖେଳଣା କୁ ରୁମରୁ ବାହାର କରିଦେଲେ। ତେବେ ଆପଣ ମାନେ ମଧ୍ୟ ଯେତେବେଳେ ଟେକ୍ନୋଲୋଜି ର ଜିନିଷ ବ୍ୟବହାର କରୁଛନ୍ତି ସାବଧାନତାର ସହ କରିବା ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।