ଭିଡିଓ ଦେଖନ୍ତୁ – ସ୍ଵାତିକ ରାଧିକା(swatik radhika) ଙ୍କ ଘରକୁ ଆସିଲା ବହୁତ ବଡ ଖୁସି ଖବର ଭିଡିଓ ହେଲା ଭାଇରାଲ

0

ଓଡ଼ିଆ ଚଳଚ୍ଚିତ୍ର ଜଗତ ପରେ ଓଡ଼ିଆ ଧାରାବାହିକ ଲୋକଲୋଚନକୁ ଆସିଥାଏ।ଚଳଚ୍ଚିତ୍ର ବ୍ୟତୀତ ସିରିଏଲ୍ ଦେଖିବାକୁ ପ୍ରାୟତଃ ବହୁ ଦର୍ଶକ ପସନ୍ଦ କରିଥାନ୍ତି।ଏହି ଧାରାବାହିକ ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ।ତେବେ ଟେଲିଭିଜନ ରେ ପ୍ରସାରିତ ହେଉଥିବା ବିଭିନ୍ନ ଓଡ଼ିଆ ଧାରାବାହିକ ଲୋକ ମାନଙ୍କର ବେଶ୍ ପସନ୍ଦ।ତେବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା “ନୂଆ ବୋହୂ” ଧାରାବାହିକ ଓଡ଼ିଶାର ପ୍ରତି କୋଣ କୋଣ ରେ ପରିଚିତ।

ଏହି ଧାରାବାହିକ ରେ ନାୟକ ନାୟିକା ଭୂମିକାରେ ଅଭିନୟ କରୁଥିବା ସତ୍ୱିକ ଓ ରାଧିକା ଖୁବ୍ ପରିଚିତ। ସତ୍ୱିକ୍ ଓ ରାଧିକା ନିଜର ଅଭିନୟ ଯାଦୁ ରେ ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି।ଉଭୟଙ୍କ ଯୋଡିକୁ ମଧ୍ଯ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।ଏହି ନୂଆ ବୋହୂ ଧାରାବାହିକ ରେ ଅଭିନୟ କରି ଉଭୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ତାଙ୍କ ଅଭିନୟ ମାଧ୍ୟମରେ ଧାରାବାହିକ ନମ୍ବର ୱାନ ଭାବେ ଖ୍ୟାତି ଲାଭ କରିଛି।

ଉଭୟଙ୍କର ବହୁ ଫଟୋ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।ଲୋକେ ଉଭୟଙ୍କୁ ସ୍ଵାମୀ ସ୍ତ୍ରୀ ଭାବରେ ଗ୍ରହଣ କରିଥାନ୍ତି।କିନ୍ତୁ ଚର୍ଚ୍ଚାର ବିଷୟ ଏହି କି ଯେ ସୋସିଆଲ ମିଡିଆରେ ସତ୍ଵିକ୍ ଓ ରାଧିକା ଙ୍କ ସହ ଏକ ଛୋଟ ପିଲାର ଫୋଟ ମଧ୍ୟ ଭାଇରଲ୍ ହେବାରେ ଲାଗିଛି।ତେବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପିଲାଟି କାହାର।

ତେବେ ଆମେ କହିରଖୁଛୁ ଯେ ସେ ପିଲାଟି ତାଙ୍କ ଭଉଣୀ ଙ୍କ ଝିଅ।ମାନେ ତାଙ୍କ ଭାଣିଜୀ। ସତ୍ଵିକ ଓ ରାଧିକା ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି ଲୋକେ ଆଶା କରୁଛନ୍ତି। ତେବେ ବିବାହ ଏକ ପବିତ୍ର ବନ୍ଧନ । ଏଠି ମନ ସହ ମନ ,ଆତ୍ମା ସହ ଆତ୍ମା ର ମିଳନ ହେଲେ ଯଦି ଯୋଡ଼ି ସ୍ଵର୍ଗରୁ ବନିଥିବ ତେବେ ନିଶ୍ଚିତ ଉଭୟଙ୍କର ବିବାହ ହେବ।

ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଏହି ଧାରାବାହିକ ନୂଆ ବୋହୂ ନମ୍ବର ୱାନ ଭାବେ ଖ୍ୟାତି ଲାଭ କରିବାରେ ଲାଗିଛି। ସତ୍ବିକ ଏବଂ ରାଧିକା ଙ୍କ ଅଭିନୟର କୌଶଳ ମାଧ୍ୟମରେ ଏସବୁ ହୋଇ ପାରିଛି।ତଥା ଏହି ଧାରାବାହିକ ର ସମସ୍ତ ଆକ୍ଟର୍, ଏକ୍ଟ୍ରୀସ ଭଲ ଅଭିନୟ କରିଥାନ୍ତି। ଯଦ୍ଦ୍ୱାରା ସିରିଏଲ ଟି ଖ୍ୟାତି ଲାଭ କରିବାରେ ଲାଗିଛି।ତେବେ ପରଦାରେ ପ୍ରସିଦ୍ଧ ଯୋଡ଼ି ସତ୍ବିକ୍ ଓ ରାଧିକା ବାସ୍ତବରେ ବିବାହ କରୁଛନ୍ତି କି ନାହିଁ ଏହା ଦେଖିବାକୁ ହେବ ।

ଉଭୟଙ୍କ ଅଭିନୟ ବଳ ରେ ଧାରାବାହିକ ଟି ବହୁ ଆୱାର୍ଡ଼ ମଧ୍ୟ ଲାଭ କରିଛି। ସତ୍ୱୀକ୍ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳରେ ଉଭୟ ଦର୍ଶକ ଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି।ଏହି ଧାରାବାହିକ ଟିକୁ ଓଡ଼ିଶାରେ ପ୍ରତ୍ୟେକ ଘରେ ଘରେ ଦେଖିଥାନ୍ତି।ତେବେ ଏମାନଙ୍କ ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୁଅନ୍ତୁ ବୋଲି ଦର୍ଶକ ମାନେ ମତ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।