ଭିଡିଓ ଦେଖନ୍ତୁ ବାହାଘରର ପ୍ରଥମ ରାତି ଅଧରେ ଅର୍ଚ୍ଚିତା ସବ୍ୟସଚୀଙ୍କୁ ଏମିତି କିଛି କହିଲେ ଭିଡିଓ ହେଲା ଭାଇରାଲ

0

ଓଲିଉଡ଼ ର ସବୁ ଠାରୁ ହିଟ୍ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଏହି ଯୋଡ଼ି ର କମାଲ କୁ ଆମେ ମାନେ ସମସ୍ତେ ବହୁତ ଥର ପରଦା ଉପରେ ଦେଖିଛେ। ଦୁଇଜଣ ଯାକ ଆମ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟରିଆଲ ର ଏକ ସଫଳ ଏବଂ ବହୁତ ପରିଚିତ ଚେହେରା। ଦୁଇ ଜଣଙ୍କ ସାଙ୍ଗରେ କିଛି ସିନେମା ଯେମିତିକି ୨୦୦୮ ରେ ପ୍ରଥମ ଥର ପାଇଁ ମୁଁ ସପନ ର ସୌଦାଗର ଫିଲ୍ମ ରେ ଏକାଠି ଆସିଥିଲେ ସବ୍ୟ – ଅର୍ଚ୍ଚିତା।

ଏହାପରେ ମୋତେ ଆଣିଦେଲ ଲକ୍ଷେ ଫଗୁଣ, ପାଗଳ କରିଛି ପାଉଁଜି ତୋର, କେଉଁ ଦୁନିଆ ରୁ ଆସିଲ ବନ୍ଧୁ, ଆଦି ସବୁ ସିନେମା ରେ ସବ୍ୟ ଅର୍ଚ୍ଚିତା ଯୋଡ଼ି ଦେଖିବାକୁ ମିଳିଥିଲା। ତେବେ ତୋର ମୋର ଯୋଡ଼ି ସୁନ୍ଦର ସିନେମାଟିକୁ ବେଶି ଦର୍ଶକ ପସନ୍ଦ କରିଥିଲେ, ଦର୍ଶକଙ୍କ ଦ୍ଵାରା ଆଦୃତ ହୋଇଥିଲା।

ଓଲିଉଡ଼ କୁ ଏପରି ବହୁତ ହିଟ୍ ସିନେମା ଦେଉ ଦେଉ ସେମାନେ ନିକଟତର ହୋଇ ଏତେ ବର୍ଷ ପରେ ସର୍ବ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେବେଳ ଅନ୍ ସ୍କ୍ରିନ୍ ନୁହଁ ସତ ଲାଇଫ ରେ ମଧ୍ୟ ଏହି ଯୋଡ଼ି ହିଟ୍ ଏବଂ ଲୋକ ମାନେ ଏହି ସଫଳ ଯୋଡ଼ି କୁ ବେଶ ଭଲ ମଧ୍ୟ ପାଆନ୍ତି। ଏବେ ଏହି ରିଲ୍ ଲାଇଫ ଯୋଡ଼ି ରିଅଲ ଲାଇଫ ରେ ପରସ୍ପର ର ହାତ ଧରିଛନ୍ତି।

ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ରାଜସ୍ଥାନ ଉଦୟପୁର ସହରର ଏକ ବିଳାସମୟ ପାଲେସ୍ ରେ ଅତି ନିକଟ ସମ୍ପର୍କୀୟ ଏବଂ ଦୁଇ ପରିବାରର ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ସେଠାରେ ସେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ। ଖବର ଅନୁସାରେ ରିସେପ୍ସନ୍ ପାର୍ଟିରେ ଏକାଠି ହୋଇ ନାଚିଥିଲେ।

ତା ପରେ ରାଜସ୍ଥାନ ରୁ ଓଡ଼ିଶାକୁ ଫେରିଥିଲେ ସୁପର ହିଟ୍ ଯୋଡି ସବ୍ୟସାଚୀ ଆଉ ଅର୍ଚ୍ଚିତା। ଓଡ଼ିଶା ଫେରିବା ପରେ ଓଡ଼ିଶାର ରୀତି ନୀତି ଓ ପରମ୍ପରା ଅନୁସାରେ ସବ୍ୟ ଙ୍କ ଘରେ ତାଙ୍କର ସମସ୍ତ ପରିବାର ଙ୍କ ଉପସ୍ଥିତି ରେ ଗୃହ ପ୍ରବେଶ କରିଥିଲେ। ଗୃହ ପ୍ରବେଶ ପରେ ଅର୍ଚ୍ଚିତା ସବ୍ୟସାଚୀ ମିଶ୍ରଙ୍କ ବଧୂ ରାଣୀ ସାଜି ଥିଲେ।

ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଜାଣିଥିବେ ସବ୍ୟସାଚୀ କେବଳ ରିଲ ହେରୋ ନୁହଁ ବରଂ ସେ ହେଉଛନ୍ତି ରିଅଲ ହିରୋ ମଧ୍ୟ। କରୋନା ମହାମାରୀ ସମୟରେ ସେ ଅନେକ ଅସୁବିଧା ରେ ପଡ଼ିଥିବାଙ୍କୁ ସହାୟତା କରିଥିଲେ। ଅନେକ ଙ୍କୁ ଘରକୁ ଆଣିଥିଲେ ଖାଦ୍ୟ ଯୋଗାଇ ଦେଇଥିଲେ। ଅନେକ ଦୁଃଖୀ ଦୂର୍ଧାଷ ଲୋକ ମାନଙ୍କୁ ସାହାଯ୍ୟ କରିଥିଲେ। ସେଥିପାଇଁ ତାଙ୍କୁ ଓଡ଼ିଶାର ସୋନୁ ସୁଦ୍ ବୋଲି ମଧ୍ୟ କୁହାଯାଉଥିଲା।

ଅନେକ ହିରୋ ହିରୋଇନ୍ ବିବାହ ପରେ ଫିଲ୍ମ୍ ଜଗତ ଛାଡ଼ି ଦେଉଛନ୍ତି। ଯେମିତିକି ଅନୁଭବ ଓ ବର୍ଷା, ସିଦ୍ଧାନ୍ତ ଓ ମାମା ମିଶ୍ର, ବିବାହ ପରେ ଆଉ ଏକାଠି ସିନେମା କରୁ ନାହାନ୍ତି। ଅଭିନୟ କଥା ତୋ ଜଣା ନାହିଁ କିନ୍ତୁ ହଁ ବନ୍ଧୁ ଯେଉଁଭଳି ସବ୍ୟସାଚୀ ସମାଜସେବା କରୁଥିଲେ ଆଗକୁ ସେମିତି ହିଁ ଜାରି ରଖିବେ ବୋଲି ସେ କହିଛନ୍ତି ଓ ତାଙ୍କ ସହିତ ଏବେ ଅର୍ଚ୍ଚିତା ମଧ୍ୟ ସମାଜସେବାରେ ତାଙ୍କ ସହ ଯୋଡ଼ି ହୋଇଯିବେ ବୋଲି ଖବର ମିଳିଛି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।