ସାମ୍ନାକୁ ଆସିଲା ଏକ ଗୁରୁତ୍ୱପୂର୍ଣ୍ଣ ଖବର ଓଟିଭି ବିରୋଧରେ ମାନହାନୀ ମୋକଦ୍ଦମା କରିଛନ୍ତି ସାଂସଦ ଅନୁଭବ ମହାନ୍ତି ଆସନ୍ତୁ ଜାଣିବା କଣ ପାଇଁ ଘଟିଲା ଏଭଳି ଘଟଣା……..,

0

ଓଲିଉଡ଼ ର ସୁପର ଷ୍ଟାର ଭାବେ ଜଣା ଶୁଣା କଳାକାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ,ତେବେ ଏମାନଙ୍କ ଫିଲ୍ମ ଲୋକ ମାନେ ଦେଖିବାକୁ ବହୁତ ପସନ୍ଦ କରନ୍ତି। ସେମାନେ ଓଲିଉଡ଼ ରେ ସବୁଠୁ ସୁନ୍ଦର ଯୋଡି , ତାଙ୍କର ସବୁ ଫିଲ୍ମ ସୁପର୍ ହିଟ ହୁଏ।ତେବେ ସେମାନେ ମିଳିମିଶି ଅନେକ ଫିଲ୍ମ କରିଛନ୍ତି। ତେବେ ଗତ ୬ ବର୍ଷ ଆଗରୁ ସେମାନେ ପରସ୍ପର ବିବାହ କରିଥିଲେ। ହେଲେ ଏବେ ତାଙ୍କର ବୈବାହିକ ଜୀବନ ରେ ଏକ୍ ପ୍ରକାର ଝଡ଼ ସୃଷ୍ଟି ହୋଇଛି। ତେବେ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ଅନୁଭବ ଙ୍କ ନାମ ରେ କିଛି ଅଭିଯୋଗ ଆଣିଥିଲେ। କି ଅନୁଭବ ତାଙ୍କୁ ଶାରୀରିକ ଓ ମାନସିକ ୟନ୍ତ୍ରଣା ଦେଉଥିଲେ। ଅନୁଭବ ଜଣେ ମଦ୍ଯପ ଥିଲେ। ବର୍ଷା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦେଉ ନ୍ ଥିଲେ, ଯାହା ପାଇଁ ସେ ବହୁତ ଚିନ୍ତା ରେ ରହୁ ଥିଲେ। ତେବେ ଏଭଳି ଅଭିଯୋଗ ଦୁଇ ଜଣ ବହୁତ ଭାଇରଲ ହୋଇ ଥିଲେ।

 

ତେବେ ଅନୁଭବ କେନ୍ଦ୍ରାପଡା ରେ ସାଂସଦ ହେବା ପରେ ସେ ଅନେକ କାର୍ଯ୍ୟ ପାଇଁ ଗଣ ମାଧ୍ୟମ ରେ ଚର୍ଚ୍ଚା କୁ ଆସନ୍ତି। ତେବେ ଏହା ତାଙ୍କର ଭଲ କାମ ପାଇଁ ହଉ ବା ଖରାପ କାମ ପାଇଁ ହେଉ।ତେବେ ସେ ବିଜେଡି ରେ ସାଂସଦ ହୋଇ ଥିଲେ। ତେବେ ସେ ସବୁବେଳେ ତାଙ୍କର କିଛି ଭୁଲ ପାଇଁ ସେ ଚର୍ଚ୍ଚା କୁ ଆସନ୍ତି। ଲୋକ ମାନେ ତାଙ୍କର ନିନ୍ଦା କରନ୍ତି। ତେବେ ତେବେ ଏହା ପରେ ବର୍ଷା ତାଙ୍କ ନାମ ରେ ଏଭଳି ଅଭିେଯାଗ ଆଣିଲା ପରେ । ସେ ପୁରା ବ୍ୟସ୍ତ ହୋଇ ପଡିଛନ୍ତି। ତେବେ ଶୁଣିବାକୁ ମିଲୁଛୁ କି ଅନୁଭବ ଙ୍କୁ ସାଂସଦ ପାଦ ରୁ ବାହାର କରି ଦିଆ ଯିବ। ତେବେ ପୁଣି କିଛି ଦିନ ହେଲା ଅନୁଭବ ଙ୍କୁ ନେଇ କିଛି କଥା ଚର୍ଚ୍ଚା କୁ ଆସିଛି। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

 

ପୁଣି ଥରେ ଅନୁଭବ ଚର୍ଚ୍ଚା କୁ ଆସିଛନ୍ତି, ହେଲେ ଏଥର ସେ ଓଟିଭି ଉପରେ ଏକ ପ୍ରକାର ଅଭିଯୋଗ ଆଣିଛନ୍ତି। ତେବେ ଅନୁଭବ ଓଡିଶା ର ନମ୍ବର ୧ ନିୟୁଜ ଚେନାଲ ନାମ ରେ ମହାମାନି ମକଦମା କରିଛନ୍ତି। ତେବେ ସେ ଦିଲ୍ଲୀ କୋର୍ଟ ରେ ଏହା ଦାଏର୍ କରିଛନ୍ତି। ତେବେ ଓଟିଭି ତାଙ୍କ ନାମ ରେ ମିଛ ଖବର ପ୍ରସାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି,ତେବେ ଏଥି ପାଇଁ ଓଟିଭି ଏମଡି ଜଗି ପଣ୍ଡା ଙ୍କ ନାମ ରେ ମାମଲା ରାଜୁ କରିଛନ୍ତି।

ତେବେ ଜାଣି ଶୁଣି ଏହା ପ୍ରସାର କରା ଯାଉଛି ବୋଲି ସେ କହିଛନ୍ତି, ଆଉ ଏହା କରିବା ଦ୍ୱାରା ତାଙ୍କର ଭାବନା କୁ ଆଞ୍ଚ୍ ଆସିଛି ବୋଲି କହିଛନ୍ତି ଅନୁଭବ। ତେବେ ଜାଗି ପଣ୍ଡା ସ୍ୱାମୀ ବୈଜନ୍ତ୍ ପଣ୍ଡା ଙ୍କୁ ହରାଇବା ପରେ ଓଟିଭି ଓ ଅନୁଭବ ଙ୍କ ଭିତରେ ବିବାଦ ଲାଗି ରହି ଥିଲା ତେବେ ଏଥି ପାଇଁ ଏହାର ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ୍ ପଣ୍ଡା କୁ ନୋଟିସ ପଠାଇ ଥିଲେ। ତେବେ ମିଛ ଖବର ପ୍ରସାର ହେବା ଦ୍ୱାରା ତାଙ୍କ ରେପୁଟେସନ୍ ଉପରେ ଆଞ୍ଚ୍ ଆସିଛି। ଆଉ ଏହା ତାଙ୍କ ବିରୋଧ ରେ ଚକ୍ରାନ୍ତ କରା ଯାଉଛି ବୋଲି ଅଭିଯୋଗ କରିଛନ୍ତି ଅନୁଭବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।