ନଡିଆ ରାଣୀ କେଉଁ ମା’ ଙ୍କୁ କୁହାଯାଏ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କଣ ହେବ କମେଣ୍ଟ କରି ଜଣାନ୍ତୁ….

0

ଆଜି ର ସମାଜ ବହୁତ ଆଗକୁ ଗଲାଣି । ସମସ୍ତେ ବହୁତ ଶିକ୍ଷିତ ହେଲେଣି। ତେବେ ପାଠ ପଢିବାକୁ ସମସ୍ତେ ଆଗ୍ରହ କରୁଛନ୍ତି। ଆଗରୁ ସମସ୍ତେ ପଢ଼ା ପ୍ରତି ଧ୍ୟାନ ଦେଉ ନଥଲେ। କିନ୍ତୁ ବର୍ତ୍ତମାନ ସମୟ ରେ ବିଦ୍ୟା ଓ ଜ୍ଞାନ ଉଭୟ ରହିବା ଦରକାର। ତେଣୁ ବିଭିନ୍ନ ଉପାୟ ରେ ଜ୍ଞାନ ଅର୍ଜନ କରି ହେବ। ଆଜି ର ଦୁନିଆ ପ୍ରତିଯୋଗିତା ର ଦୁନିଆ ।

ଯୁବପିଢୀ ମାନେ ଚାକିରି ପାଇଁ ବ୍ୟସ୍ତ। ଗୋଟିଏ ଚାକିରି ପାଇଁ କଠିନ ପରିଶ୍ରମ କରିବାକୁ ହୋଇ ଥାଏ। ଚାକିରି ପାଇଁ ବିଭିନ୍ନ ପ୍ରତିଦ୍ବନ୍ଦ୍ବିତା ର ସାମ୍ନା କରିବାକୁ ହେବ। ପ୍ରବେଶ ପରୀକ୍ଷା ଠାରୁ ଆରମ୍ଭ କରି ଇଂଟର୍ଭ୍ୟୁ ପର୍ଯ୍ୟନ୍ତ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ।

ଏହି ସବୁ କୁ ପାସ୍ କରିବାକୁ ହେଲେ ଅନେକ ନଲେଜ୍ ଦରକାର ହୋଇ ଥାଏ। ଏହି ସବୁ ଜିନିଷ ରେ ଅନେକ ପ୍ରଶ୍ନ ପଚରା ଯାଇ ଥାଏ। ତେବେ ଆଜି ସେହି ବିଷୟ ରେ ଜାଣିବା।ତେବେ ଆପଣ ମାନେ ଶୁନିଥିବେ IAS ଓ OS ଭଳି ପରୀକ୍ଷା ରେ ଅନେକ ପ୍ରଶ୍ନ ପଚରା ଯାଇ ଥାଏ। ପ୍ରଶ୍ନ ଶୁଣିଲେ ଅଶ୍ଟର୍ଯ୍ୟ ହେବେ। ତେବେ ଆଜି ସେହି ପ୍ରଶ୍ନ ବିଷୟ ରେ ଜାଣିବା।

୧- ପୁଅ ମାନେ ଝିଅ ମାନଙ୍କର ଗୋଡ଼ ଟେକି କଣ କରନ୍ତି?
ଉତ୍ତର- ପାଦ ରୁ କଣ୍ଟା ବାହାର କରି ଥାନ୍ତି।

୨-ରାମାୟଣ ରେ ଦଶରଥ ଙ୍କ ମାତା ଙ୍କ ନାମ କଣ?
ଉତ୍ତର-ଇନ୍ଦୁମତି।

୩- ସହିଦ ଲକ୍ଷ୍ମଣ ନାୟକ କେଉଁ ସ୍ଥାନ ରେ ଜନ୍ମ ଗ୍ରହଣ କରି ଥିଲେ?
ଉତ୍ତର- ତେନ୍ତୁଳି ଗୁମା।

୪-ଓଡ଼ିଆ ମାସ ର ଗଣନା ରେ ଷଷ୍ଠ ମାସ ଟି କଣ?
ଉତ୍ତର- ଆଶ୍ୱିନ।

୫- ଓଡ଼ିଶା ର ଜନ ସଂଖ୍ୟା ଗଣନା ରେ ଓଡ଼ିଶା ର ସ୍ଥାନ କେଉଁଠି?
ଉତ୍ତର- ୧୧ ତମ।

୬- ଅରୁଣାଚଳ ପ୍ରଦେଶର ରଜଧନୀ କିଏ?
ଉତ୍ତର- ଇଟା ନଗର।

୭- କେତେ ଫର୍ଦ୍ଦ କାଗଜ ରେ ଏକ ଦିସ୍ତା ହୁଏ।
ଉତ୍ତର- ୨୪

୮- କଂସାରି କେଉଁ ଦେବତା ଙ୍କୁ କୁହା ଯାଏ।
ଉତ୍ତର – କୃଷ୍ଣ।

୯- ପ୍ରଜାପତି କେଉଁ ଦେବତା ଙ୍କ ଅନ୍ୟ ନାମ।
ଉତ୍ତର – ବ୍ରହ୍ମା।

୧୦-ମହାଭାତରେ ‘ ଦୃଷ୍ଟଦୁମ୍ନ’ କେଉଁ ରାଜ୍ୟ ର ରାଜ କୁମାର ଥିଲେ।
ଉତ୍ତର – ପାଞ୍ଚାଳ।

୧୧- ଚୁଲି ରୁ ଯେଉଁ କାଠ ପାତ୍ର ରେ ପାଉଁଶ କଢା ଯାଏ , ତାକୁ କଣ କୁହା ଯାଏ।
ଉତ୍ତର- ସରା।

୧୨-ପୁରାଣ ରେ ଜୟନ୍ତ କାହାର ପୁତ୍ର?
ଉତ୍ତର- ଇନ୍ଦ୍ର।

୧୩- ବୈଶାଖ ଶୁକ୍ଳ ସପ୍ତମୀ ରେ ଶ୍ରୀ ମନ୍ଦିର ରେ କେଉଁ ଉତ୍ସବ ପାଳନ କରା ଯାଏ।
ଉତ୍ତର – ଶ୍ରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ।

୧୪- ସୋମବାର ଦିନ ଯଦି ଏକାଦଶୀ ପଡେ ତେବେ ଏହା କେଉଁ ଏକାଦଶୀ ଭାବରେ ପରିଚିତ।
ଉତ୍ତର – ସମ୍ଭୁ ଏକାଦଶୀ।

15 – ନଡିଆ ରାଣୀ କେଉଁ ମା’ ଙ୍କୁ କୁହାଯାଏ ?

ଉତ୍ତର – ତାରିଣୀ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।