ସୀମା ଭିତରେ ଯବାନ ମାନେ ସହ୍ୟ କରିଥାନ୍ତି ଏପରି କଷ୍ଟ ,ଏହି କଷ୍ଟ ବିଷୟରେ ଜାଣିଲେ ଆଖିରୁ ଲୁହ ଆସିଯିବ ! ଦୟାକରି ଆମ ସେନାଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ଲେଖନ୍ତୁ ବନ୍ଦେ ମାତରଂମ୍..

0

ଏଠାରେ ଭାରତ ବର୍ଷର ପ୍ରତ୍ୟେକ ଲୋକ ଏଠିକାର ସିପାହୀ ମାନଙ୍କୁ ବହୁତ୍ ଇଜ୍ଜତ ଦେଇଥାନ୍ତି, ଯାହାର ସେ ହକଦାର ମଧ୍ୟ। ସବୁ ଦେଶର ସୁରକ୍ଷା ରେ ସେଠାକାର ସୈନିକଙ୍କ ବହୁତ ବଡ଼ ଯୋଗଦାନ ରହିଥାଏ। କିନ୍ତୁ ଭାରତୀୟ ସେନା ବ୍ୟବସ୍ଥା ବହୁତ ହି ଅଦ୍ଭୁତ ଏବଂ ଏହା ବିଶ୍ୱରେ ସର୍ବ ଶ୍ରେଷ୍ଠ ସେନା ବାହିନୀ ଅଟେ।

ଏମାନଙ୍କର ହୌସଲା ଆଉ ବାହାଦୂରୀ ପ୍ରଶଂସା ଯୋଗ୍ୟ ଅଟେ। ଯଦି ଆଜି ଆମେମାନେ ସମସ୍ତେ ରାତିରେ ଭୟ ହୀନ ହୋଇ ଶାନ୍ତି ରେ ଶୋଇ ପାରୁଛେ ତାହା କେବଳ ଆମ ଦେଶର ବିର ଜୱାନ୍ ମାନଙ୍କ ପାଇଁ। କଣ ବର୍ଷା, କଣ ଖରା, ଶୀତ ହେଉ କାକର ହେଉ ଯେକୌଣସି ପରିସ୍ଥିତିରେ ମଧ୍ୟ ଦିନ ରାତି ନ ମାନି ଭାରତ ସୀମାରେ ରହି ନିଜ ମାଟି ମା ଆଉ ତାର ସନ୍ତାନକୁ ଶତ୍ରୁ କବଳରୁ ଦମ୍ଭ ହୋଇ ରକ୍ଷା କରି ଚାଲିଛନ୍ତି।

ଆମକୁ କିଛି ସମୟ ପାଇଁ ନିଜ ଘର ଛାଡ଼ିବାକୁ ଦୁଃଖ ହୋଇଥାଏ, କିନ୍ତୁ ଆମର ସେହି ବୀର ଯବାନ ମାନେ ନିଜ ଘର, ବାପା ମା ସମସ୍ତ ଆତ୍ମୀୟ ସ୍ୱଜନ ଙ୍କୁ ବିନା କ୍ଲେଶ ରେ ଛାଡି ଦେଇ ନିଜ ମାଟି ମା’ର ରକ୍ଷା ପାଇଁ ହଁସିହଁସି ନିଜ ଜୀବନ ଉତ୍ସର୍ଗ କରି ଦେଉଛନ୍ତି।ସବୁ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ନିଜ ମାଟି ମା ପାଇଁ ଯଦି କେବେ ଜୀବନ ଦେବାକୁ ମଧ୍ୟ ପଡ଼େ ତେବେ ସେମାନେ ପଛ ଘୁଞ୍ଚା ଦିଅନ୍ତି ନାହିଁ। ଛାତି ଫୁଲାଇ ଆଗକୁ ବଢନ୍ତି। ଆମ ଦେଶରେ ସୀମା ବିବାଦ ପାଇଁ ଯୁଦ୍ଧ ସବୁବେଳେ ଲାଗି ରହେ। ପଡେ଼ାଶୀ ଦେଶ ଚୀନ୍ ହେଉ ବା ପାକିସ୍ଥାନ,

ସେଠିକାର ସୀମାରେ ଅହରହ ଯୁଦ୍ଧ ର ଭୟ ଲାଗିଥାଏ। କେତେବେଳେ ବି ଯୁଦ୍ଧ ହେବାର ସମ୍ଭାବନା ଥାଏ। ସେଥିପାଇଁ ସେମାନେ ସର୍ବଦା ପ୍ରସ୍ତୁତ ଥାନ୍ତି। ତେବେ ଆସନ୍ତୁ ଜାଣିବା ଆମ ବୀର ଯବାନ ମାନେ କିପରି କଷ୍ଟରେ ଓ କିଭଳି ପରିସ୍ଥିତିରେ ରୁହନ୍ତି ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ପାଣି ଆସିଯିବ।

ଚୀନ୍ ଏବଂ ଆମ ଦେଶ ସୀମା ରେ ଅଛି ଗୋଟେ ଜାଗା ଯାହାର ନାମ ହେଉଛି “ସିଆଚିନ୍ ଗ୍ଲେଶିଆର୍”। ଯାହା ସମୁଦ୍ର ତଟ ଠାରୁ ୬୭୦୦ ମିଟର ଉଚ୍ଚ ରେ ରହିଛି। ଏହି ଅଞ୍ଚଳ ର ଦିନବେଳା ର ତାପମାତ୍ରା ମାଇନସ୍ ୩୦ ଡ଼ିଗ୍ରୀ ଓ ରାତି ବେଳର ତାପମାତ୍ରା ମାଇନସ୍ ୭୦ ଡିଗ୍ରୀ ଥାଏ। ଏ ସ୍ଥାନରେ ଅମ୍ଳଜାନ ର ମାତ୍ରା ମଧ୍ୟ ବହୁତ କମ୍ ହୋଇଥାଏ। ସେପାଇଁ ଯଦି ଏଠାରେ ଶ୍ୱାସ ରଦ୍ଧ ହୁଏ ତୋ ତାକୁ ବଞ୍ଚାଇବା ବହୁତ କଷ୍ଟକର ହୋଇଯାଏ। ଏଠାରେ ପବନର ବେଗ ମଧ୍ୟ ଅତ୍ୟନ୍ତ ପ୍ରଖର ଥାଏ ଯାହା ୧୬୦ କିଲୋମଟର ହୋଇଥାଏ। ଯାହା ଫଳରେ ସେଠାରେ ହେଲିକପ୍ଟର ମଧ୍ୟ ପହଞ୍ଚି ପାରେ ନାହିଁ।

ସେ ପାଇଁ ସୈନିକ ମାନେ ସାଙ୍ଗରେ ଗୋଟେ ବର୍ଷର ଖାଦ୍ୟ ନେଇକି ଯାଇଥାନ୍ତି। ତେବେ ଏଠାରେ ରହୁଥିବା ସମସ୍ତ ଯବାନ ମାନଙ୍କୁ ପର୍ବତ ଚଢିବା ଆଉ ଏପରି ଥଣ୍ଡା ସ୍ଥାନରେ ରହିବାର ପ୍ରଶିକ୍ଷଣ ଦିଆଯାଇଥାଏ। ତେଣୁ କରି ଏଠାରେ ଜଵାନ୍ ମାନେ କେବଳ ଶତ୍ରୁ ର ଗୁଳିରେ ନୁହଁ ବରଂ ଅତ୍ୟଧିକ ଥଣ୍ଡା କାରଣରୁ ମଧ୍ୟ ସହିଦ୍ ହୋଇଯାଉଛନ୍ତି। ଏସବୁ କଷ୍ଟ ହେଉଥିଲେ ମଧ୍ୟ ସବୁକୁ ସହି ବିନା ଗ୍ଲାନିରେ ଦେଶ ପାଇଁ ଲଢେଇ କରିଚାଲିଛନ୍ତି। ତେଣୁ ସେହି ସୈନିକ ମାନଙ୍କୁ ଆମର ସଲାମ୍।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।