ଦେଖନ୍ତୁ ଭିଡ଼ିଓ – ହଠାତ୍ ମନ୍ଦିର ର ଦେଖିବାକୁ ମିଳିଲା ନାଗସାପ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ 50,000 ରୁ ଅଧିକ ଲୋକ ଦେଖି କରି ସାରିଲେନି

0

ଭାରତ ଏକ ଦେବ ଭୂମି।ଭାରତରେ ହିଁ ପ୍ରାୟତଃ ସମସ୍ତେ ଦେବଦେବୀ ଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି।ଭାରତବାସୀ ମୁଖ୍ୟତଃ ଧାର୍ମିକ ସ୍ଵଭାବ ସମ୍ପନ୍ନ ହୋଇଥାନ୍ତି।ତେବେ ଆମର ୩୩କୋଟି ଦେବା ଦେବୀ ଙ୍କୁ ଆରାଧନା କରାଯାଏ।ମୁଖ୍ୟତଃ ଈଶ୍ୱର ଏକ ରୂପ ଅନେକ।ସ୍ଵର୍ଗର ସବୁ ଦେବା ଦେବୀ ମାନଙ୍କର ବାହନ ଅଛନ୍ତି।ଲୋକେ ଦେବତା ଙ୍କୁ ପୂଜା କରିବା ସହ ତାଙ୍କ ବାହନ ମାନଙ୍କୁ ମଧ୍ୟ ପୂଜା କରିଥାନ୍ତି।

ସାପ ନାମ ଶୁଣିଲେ ସମସ୍ତଙ୍କ ମନରେ ଡର ଉଠେ।ତେବେ ଏହି ସାପ ବିଭିନ୍ନ ପ୍ରକାରର ବିଷଧର ସ୍ୱଭାବର ହୋଇଥାନ୍ତି।ଆନକୋଣ୍ଡା,କୋବ୍ରା ଆଦି ବିଷଧର ସାପ ଆମ ଭାରତରେ ପ୍ରାୟ ଦେଖିବାକୁ ମିଳେ।ସେହିପରି ସବୁ ସାପ ମଧ୍ୟରୁ ଲୋକେ ନାଗ ସାପ କୁ ଭଲ ଭାବରେ ଚିହ୍ନି ପାରିଥାନ୍ତି।ତେବେ ଏହି ନାଗ ସାପ ଦେବ ଦେବା ମହାଦେବ ଶଙ୍କର ଙ୍କ ର ବାହନ।

ନାଗ ସାପ କୁ ଦେଖିଲେ ଲୋକେ ପ୍ରାୟତଃ କ୍ଷୀର ପାନ କରାଇ ଥାଆନ୍ତି।ନାଗସାପ ପ୍ରାୟତଃ ବିଭିନ୍ନ ଶୈବପୀଠ ମାନଙ୍କରେ ଦେଖିବାକୁ ମିଳେ।ତେବେ ଏଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।କୌଣସି ଏକ ଶୈବ ପୀଠରେ ନାଗ ସାପ ଟି ବୁଲୁଥିବାର ଦେଖିବାକୁ ମିଳିଛି।ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିବା ସହ ଭିଡ଼ିଓ ଟି ବହୁ ପରିମାଣରେ ଭୈରାଲ୍ ହେବାରେ ଲାଗିଛି।

ନାଗ ସାପର ଏକ ନିର୍ଦ୍ଧିଷ୍ଟ ଚିହ୍ନ ଥାଏ।ଯାହା ଦ୍ଵାରା ଲୋକେ ସହଜରେ ଜାଣିପାରନ୍ତି।ତେବେ ଭିଡିଓ ରେ ନାଗସାପ ମନ୍ଦିର ଭିତରକୁ ଯାଇ ଶିବ ଲିଂଗରେ ବିରାଜମାନ ହେବାର ଲକ୍ଷ୍ୟ କରାଯାଇଛି।ଏହି ଦୃଶ୍ୟ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳର ସବୁ ଲୋକ ଭିଡ ଜମାଇଥିଲେ।ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଘଣ୍ଟ ହୁଳହୁଳୀରେ ପୂଜା ଅର୍ଚ୍ଚନା କରିଥିଲେ।

ସ୍ୱର୍ଗରେ ସମୁଦ୍ର ମନ୍ଥନ ସମୟରେ ହଳାହଳ ବିଷ ଉତ୍ପନ୍ନ ହୋଇଥଲା।ଆଉ ସେହି ହଳାହଳ ବିଷ କୁ ଭଗବାନ ଶିବ ସୃଷ୍ଟି ର କଲ୍ୟାଣ ପାଇଁ ସ୍ଵୟଂ ପାନ କରିଥିଲେ।ଏବଂ କିଛି ବିଷ ସବୁ ସର୍ପ ମାନଙ୍କୁ ବାଣ୍ଟିଥିଲେ।ସର୍ପ ବିଷଧର ହେଲେ ମଧ୍ୟ ଶାନ୍ତ ଅଟେ।କିନ୍ତୁ ସମାଜର ଲୋକ ମାନଙ୍କ ହିଂସାତ୍ମକ କାର୍ଯ୍ୟ ପାଇଁ ସାପ ଦଂଶନ ର ଶିକାର ହେଉଛନ୍ତି।ଭଗବାନ ଶିବ ନିଜ କଣ୍ଠ ରେ ବିଷ କୁ ଧାରଣ କରିଥିବାରୁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ।ଏବଂ ସେହି କଣ୍ଠ ପ୍ରଦେଶରେ ତାଙ୍କ ବାହନ ନାଗସାପ ବିରାଜିତ ହୋଇଅଛନ୍ତି।

ଲୋକେ ମୁଖ୍ୟତଃ ସର୍ପ ଦେଖିଲେ କ୍ଷୀର ପାନ କରିବାକୁ ଦିଅନ୍ତି।କିନ୍ତୁ ଏହି କ୍ଷୀର ସର୍ପର ବିଷ ବର୍ଦ୍ଧନ କରିବାରେ ସାହାଯ୍ୟ କରିଥାଏ।ସମାଜରେ ଲୋକମାନେ ବିନା କାରଣରେ ସର୍ପ ମାନଙ୍କୁ ଆଘାତ ପ୍ରଦାନ କଲେ ମହାଦେବ ଶଙ୍କର ଋଷ୍ଟ ହୋଇଯାଆନ୍ତି।ଯାହାକି ସେହି ଲୋକର ଅମଙ୍ଗଳ ହୋଇଥାଏ।ତେଣୁ ସର୍ପ ମାନଙ୍କୁ ଆଘାତ ଦେବା ଉଚିତ୍ ନୁହଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।