ଦେଖନ୍ତୁ Live ଭିଡିଓ – ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲାରେ ମହାଖୁଲାସା ଆଦିତ୍ୟଙ୍କ ପତ୍ନୀ ଶେଷରେ କହୁକହୁ କହିଲେ ଲୁଚି ରହିଥିବା କିଛି କଥା , ଆଦିତ୍ୟ ଙ୍କୁ ନ୍ୟାୟ ପାଇଁ ଏହି ଭିଡିଓ କୁ ଅଧିକରୁ ଅଧିକ ସେୟାର କରନ୍ତୁ

0

ତେବେ ଦିନ ଯେତେ ଗଡି ଗଡି ଚାଲିଛି, ସେତେ ବଢ଼ି ବଢ଼ି ଚାଲିଛି ଆଦିତ୍ୟ ଦାଶଙ୍କ ମୃତ୍ୟୁ ର ରହସ୍ୟ। ଭୁବନେଶ୍ୱର ସମାଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ର ପ୍ରାୟ ପାଞ୍ଚ ଛଅ ମାସ ବିତିଯିବା ପରେ ବାରମ୍ବାର ମାନସିକ ଭାବେ ନିର୍ଯାତିତ ହେଉଥିବା ର ସଂଗୀନ ଅଭିଯୋଗ ଆଣି ବିଦ୍ୟାସ୍ରୀ ଆତ୍ମହତ୍ୟା ର ଉଦ୍ୟମ ମଧ୍ୟ କରିଥିଲେ।

ତାହାର କାରଣ ସେ ଏହା ଦର୍ଶାଇ ଥିଲେ କି ଯେତେବଳେ ଆଦିତ୍ୟଙ୍କ ମୃତ୍ୟୁ ହେଇଥିଲା ତେବେ ତାଙ୍କ ପତ୍ନୀ ବିଦ୍ୟାସ୍ରୀ ମାରିଛନ୍ତି କହି ତାଙ୍କୁ ଦାୟୀ କରାଯାଉଥିଲା। କିନ୍ତୁ ସେ ଏବେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ତାପରେ ପରେ କିଛି ଦିନ ତଳେ ସେ ପୁଣି ତାଙ୍କର ଶାଶୁ ଶଶୁର ଙ୍କ ବିରୋଧ ରେ ଭରଣ ପୋଷଣ ନ ବୁଝିବାର ଅଭିଯୋଗ ଆଣିଥିଲେ। ତେବେ ପ୍ରକୃତ କଥା କଣ ରହିଛି ଆସନ୍ତୁ ଜାଣିବା।

ଗତ କିଛି ମାସ ରୁ ଚର୍ଚ୍ଚା ରେ ରହିଆସିଛି ମାନବ ପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ର ରହସ୍ୟ। ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି ଏବଂ ପ୍ରକୃତ ଦୋଷୀ କିଏ। ପ୍ରକୃତରେ ତାଙ୍କର ହତ୍ୟା ହେଇଥିଲା ନା ସେ ଆତ୍ମହତ୍ୟା କରିଥିଲେ। ବିଭିନ୍ନ ମହଲ ରେ ଚର୍ଚ୍ଚାର ବିଷୟ ଏହିକି, ଯିଏ ଅନ୍ୟର ଜୀବନ କୁ ବୁଝି ପାରୁଥିଲେ, ଯେ ଅନ୍ୟ କୁ ବୁଝାଇ ପାରୁଥିଲେ, ସେ ନିଜେ କେମିତି ହାରିଗଲେ। ଆଦିତ୍ୟ, ବିଦ୍ୟାସ୍ରୀ ଙ୍କୁ ପ୍ରେମ ବିବାହ କରିଥିଲେ ।

ତେବେ ବିବାହ ର ବର୍ଷେ ନା ପୁରୁଣୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା। ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ ଲାଇନ କଡ଼ରୁ ମିଳିଥିଲା ତାଙ୍କ ମୃତ ଦେହ । ତେବେ ତାଙ୍କର ପତ୍ନୀ ବିଦ୍ୟାସ୍ରୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଲୋକମାନେ ତାଙ୍କର ପତ୍ନୀ ବିଦ୍ୟାସ୍ରୀ ତାଙ୍କୁ ମାରିଥିବା ର ଅଭିଯୋଗ ଆଣିଥିଲେ। ପ୍ରକୃତରେ କଣ ପାରିବାରିକ କଳହ ଥିଲା କି ମୃତ୍ୟୁ ପଛର କାରଣ ଏହିପରି ବିଭିନ୍ନ ପ୍ରଶ୍ନ ଉଠିଥିଲା।

ଆଜି ପର୍ଯ୍ୟନ୍ତ ପ୍ରମାଣ ହୋଇ ନ ଥିଲେ ଭି, ଆଦିତ୍ୟଙ୍କ ମୃତ୍ୟୁ ପଛରେ ଯେ ତାଙ୍କର ପତ୍ନୀ ବିଦ୍ୟାସ୍ରୀ ଙ୍କ ହାତ ଅଛି ଲୋକ ମାନଙ୍କ ବିଶ୍ୱାସ। ସେଥିପାଇଁ ବହୁତ ଲୋକ ତାଙ୍କୁ ଚରିତ୍ରହୀନା, ଉଦ୍ଧତ କହି ଅସଭ୍ୟ ଭାଷାରେ ସୋସିଆଲ ମିଡ଼ିଆରେ ଗାଳି ଗୁଲଜ କରୁଛନ୍ତି। ଯାହାକୁ ନେଇକି ବିଦ୍ୟାଶ୍ରି ସବୁବେଳେ ଲାଇଭ୍ ଆସି ଲୋକଙ୍କ କଥାକୁ ବିରୋଧ କରି ଆସିଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଆଉ ଜଣେ ସମାଜସେବୀ ପପୁ ଦଳ ବେହେରା ଭାଇ ବିରୋଧ ରେ। ଯେ କି ବହୁତ ବଡ଼ ସଂଗଠନ ମାରୁତି ସେନା ଗଠନ କରିଛନ୍ତି।

ସେ ବିଦ୍ୟାସ୍ରୀ ଙ୍କ ପରିବାର ଲୋକଙ୍କୁ ଆଦିତ୍ୟଙ୍କ କେଶ ଲଢ଼ିବା ପାଇଁ ୪/୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ତେବେ ବିଦ୍ୟାସ୍ରୀ ଙ୍କ ବାପା ନ ଥିବାରୁ ଓ ତାଙ୍କର ମା ଘର ର ସବୁ ଦାୟିତ୍ଵ ବୁଝୁଥିବାରୁ ସେ ଏତେ ଟଙ୍କା ଦେବାକୁ ଅକ୍ଷମ ବୋଲି ବିଦ୍ୟାସ୍ରୀ ନିଜର ଯୁକ୍ତି ବାଢ଼ିଥିଲେ। ତେବେ ବିଦ୍ୟାସ୍ରୀ ଙ୍କ ମୁହଁରୁ ଗୋଟେ ବଡ଼ କଥା ସାମ୍ନା କୁ ଆସିଲା ଯେ ଆଡଭୋକେଟ୍ ବ୍ୟୋମୋକେଶ୍ ତ୍ରିପାଠୀ ନିଜ ଇଛାରେ ଆଦିତ୍ୟ ଙ୍କ କେଶ ମାଗଣା ରେ ଲଢ଼ୁଛନ୍ତି। ଯାହା ପାଇଁ ବିଦ୍ୟାସ୍ରୀ ଏବଂ ତାଙ୍କ ପରିବାର ଆଡଭୋକେଟ୍ ବ୍ୟୋମୋକେଶ୍ ତ୍ରିପାଠୀ ଙ୍କ ଠାରେ କୃତଜ୍ଞ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।