Ajira anuchinta – ଯେଉଁ ନାରୀର ବାଳ କୁଞ୍ଚି କୁଞ୍ଚି ହୋଇଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ

0

ଏବେ ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛୁ ଯାହାର ଜୀବନ୍ତ ଉଦାହରଣ ହେଉଛି ଆମ ଡାକ୍ତରୀ ବିଜ୍ଞାନ ର ଅଗ୍ରଗତି ଏବଂ ପ୍ରଯୁକ୍ତି ବିଦ୍ୟାର ଅବଦାନ । ମାତ୍ର ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହାକୁ ଆମ ପରିବେଶ ଆଗରେ ମୁଣ୍ଡ ନୁଆଁଇ ବାକୁ ପଡିଥାଏ। କେବେକେବେ ଏମିତି କିଛି ରୋଗ ଆମ ଶରୀରରେ ହୋଇଥାଏ ଯାହାକି ଡାକ୍ତରଙ୍କର ଔଷଧ ଦ୍ୱାରା ଭଲ ହୋଇନଥାଏ କିନ୍ତୁ ଆମ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ ହୋଇଥାଏ।

ତେବେ ଆଜି ଆମେ ଆପଣଂକୁ ଗୋଲମରିଚ ର କେତେକ ଔଷଧୀୟ ଗୁଣ ବିଷୟରେ ଜଣେଇବୁ ଯାହା ଉପଯୋଗ କରିବା ଦ୍ୱାରା ଆପଣ କେତେକ ରୋଗରୁ ମୁକ୍ତ ହୋଇପାରିବେ।ତେବେ ଆସନ୍ତୁ ଜାଣିବା ତାହା ଉପରେ।

୧.ଯଦି ଆପଣଙ୍କ ର ମୁଣ୍ଡ ବହୁତ ଜୋର ରେ ବିନ୍ଧୁଅଛି ତେବେ ଆପଣ କେତେକ ଗୋଲମରିଚ କୁ ନିଆଁରେ ପୋଡି ତାର ଧୂଆଁ କୁ ନାକ ମାଧ୍ୟମରେ ମସ୍ତିଷ୍କ କୁ ନିଅନ୍ତୁ ।ଏହା ସଙ୍ଗେ ସଙ୍ଗେ ଭଲ ହୋଇଯିବ।

୨.ଗୋଲମରିଚ ସହ ସୁଣ୍ଟି ଓ ପିପଲିକୁ ଗୁଣ୍ଡ କରି ସେହି ଗୁଣ୍ଡକୁ ସୋରିଷ ତେଲରେ ମିଶାଇ ଦିନକୁ ଦୁଇ ଥର ଗର୍ଭବତୀ ମହିଳାମାନେ ସେବନ କରିବା ଦ୍ୱାରା ପ୍ରସବ ସମୟରେ କଷ୍ଟ କମ ହୋଇଥାଏ।

୩.ଯଦି ଆପଣଙ୍କ ର କୌଣସି ପ୍ରକାରର ଦାନ୍ତ ରୋଗ ରହିଥାଏ ତେବେ ଗୋଲମରିଚ ଗୁଣ୍ଡ ସହ ଲୁଣ ମିଶାଇ ଦାନ୍ତ ଘୋଷନ୍ତୁ ।ଏହାଦ୍ବାରା ଦାନ୍ତ ରୋଗ ଭଲ ହୋଇଥାଏ।

୪.ଯଦି ଆପଣଙ୍କୁ ଥଣ୍ଡା ରେ କାଶ ତଥା ଶୁଖିଲା କାଶଜ଼ ହୋଇଥାଏ ତେବେ ଆପଣ ଗୋଲମରିଚ ସହ ମହୁ ମିଶାଇ କିଛି ଦିନ ସେବନ କରନ୍ତୁ ।କାଶ ଭଲ ହୋଇଯିବ ।

୫.ଯଦି ଆପଣ ଗୋଳା ସଂକ୍ରମଣ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଉଷୁମ ପାଣିରେ ଗୋଲମରିଚ କୁ ପକାଇ ସେହି ପାଣିରେ ଗରଗଲିଙ୍ଗ କରନ୍ତୁ ।ଏହା ବହୁତ ଉପାଦେୟ ହୋଇଥାଏ।

୬.ଯଦି ଆପଣଙ୍କ ର ଚୁଟି ଝଡ଼ିବା ଲାଗିରହିଥାଏ ତେବେ ଗୋଲମରିଚ ସହ ପିଆଜ ରସ୍ ଏବଂ ଲୁଣ ମିଶାଇ ତାହାକୁ କେଶ ରେ ଲଗାନ୍ତୁ ଓ କିଛି ସମୟ ପରେ ଧୋଇନିଅନ୍ତୁ ।କେଶ ଉପଡିବା ବନ୍ଦ ହୋଇଯିବ।

୭.ଖାଦ୍ୟ ରେ କଞ୍ଚା ଲଙ୍କା ବା ଶୁଖିଲା ଲଙ୍କା ପରିବର୍ତ୍ତନ ରେ ଗୋଲମରିଚ ଗୁଣ୍ଡ ର ବ୍ୟବହାର କରନ୍ତୁ ଏହା ଶରୀରକୁ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିଥାଏ ।

୮.ଅଣ୍ଟା ବିନ୍ଧା ବା ଦରଜ ହେଉଥିଲେ , ସାତ ଟି ଗୋଲମରିଚ ସହ କିଛି ଗଙ୍ଗ ଶିଉଳି ପତ୍ର କୁ ବାଟି ଗୋଟିଏ ଦିନରେ ତିନି ଥର ସେବନ କରନ୍ତୁ ।ଏହା ମାତ୍ର ତିନି ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ଆପଣଙ୍କ ଅଣ୍ଟା ଦରଜ ଭଲ ହୋଇଯିବ।

୯.ଅନେକ ସମୟରେ ଶରୀରରେ ଥିବା ଯାଦୁ ଭଲ ହୋଇନଥାଏ ।ତେଣୁ ଏହି କେସ ରେ ଆପଣ କେତେକ ଗୋଲମରିଚ କୁ ବାଟି ଏକ ପାଣି ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଯାଦୁରେ ଲଗାଇବା ଦ୍ୱାରା ଏହା ଭଲ ହୋଇଥାଏ।

୧୦.ରାତ୍ରି ଅନିଦ୍ରା ଦୋଷ ଥିଲେ ଆପଣ ପାଟିର ଲାଳରେ ଗୋଟିଏ ଗୋଲମରିଚ କୁ ରଖି ତାହାର ରସ କୁ ସେବନ କରନ୍ତୁ। ସୁଖ ନିଦ୍ରା ଆସିବ ଆପଣଂକୁ ।

11. ଯେଉଁ ମହିଳା ମାନଙ୍କର ମୁଣ୍ଡରେ କେଶ କୁଞ୍ଚି କୁଞ୍ଚି ରହିଥାଏ ସେମାନେ ଅତି ସୌଭାଗ୍ୟବର୍ତ୍ତି ହୋଇଥାନ୍ତି

12 . ଯେଉଁ ପୁରୁଷ ମୁଣ୍ଡ ଚୁଟିରେ କେଶ କୁଞ୍ଚି କୁଞ୍ଚି ରହିଥାଏ ସେମାନେ ସରଳାମନା ଏବଂ ଜିଦିଆ ପ୍ରକୃତିର ହୋଇଥାନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।