ଢକ ଢମାଳି ପ୍ରଶ୍ନ – ଗାଁ କନିଆଁ —ନାକି ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଜ୍ଞାନ ର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ ।

ତେବେ ଢଗ ଢମାଳି କଥା ଆପଣ ଜାଣିଥିବେ। ତାହା ଆମେ କଥା କହୁଥିବା ବେଳେ କହୁତୁହଳ ର ସହିତ ଅନ୍ୟ ଆଗରେ ପ୍ରକାଶ କରି ଥାଉ। ତେବେ ସେହିପରି କିଛି ଢଗ ଢମାଳି ର ପ୍ରଶ୍ନ ନେଇ ଆପଣଙ୍କ ପାଖରେ ପହଞ୍ଚିଛୁ। ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡ଼ିକ ବିଷୟରେ।

୧-ସାଗର ରୁ ଆସିଲା ଟୋକା ଟୀଏ ,ତ ମୁଣ୍ଡ ରେ ଟୋପି ଟି ଏ। ଏହା କଣ ଅଟେ?
ଉତ୍ତର- ତାଳ

୨-ଚାରି ଅକ୍ଷର ନାମ ମୋହର, ଚାରି ଅକ୍ଷରେ ହର୍ଶେଇ କାର, କହିଲ ଦେଖି ନାମ ମୋହର?
ଉତ୍ତର- ଝିଟିପିଟି।

୩-ଗୋଟିଏ ଘର ବାର ଦୁଆର, ତିନି ଲୋକ ଚଳ ପ୍ରଚଳ, ତାହା କଣ ଅଟେ?
ଉତ୍ତର-ଘଣ୍ଟା

୪-ଗରମ ପାଇଲେ ଉପରେ ଉଡେ଼, ଶୀତଳ ପାଇଲେ ତଳକୁ ପଡେ ତାହା କଣ?
ଉତ୍ତର-ବାଷ୍ପ।

୫-ଦେଖିବାକୁ ଗୋଲ୍ କିନ୍ତୁ ବଲ୍ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ , ତଥାପି କନ୍ଦେନି କୁହ ସେ କିଏ?
ଉତ୍ତର – ବେଲୁନ।

୬-କେଉଁ ଜିନିଷ ପ୍ରଥମ ଦୁଇ ଥର ମାଗଣା ମିଳେ , କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡି ଥାଏ ତାହା କଣ?
ଉତ୍ତର- ଦାନ୍ତ।

୭-ଗୋଟିଏ ଫଳ ରେ ଅନେକ କଣ୍ଟା, ପାଚିଲା ଖାଇଲେ ହାତରେ ଅଠା ତାହା କଣ ଅଟେ?
ଉତ୍ତର-ପଣସ।

୮- ବଣରୁ ଆସିଲା କୁତି , ଖାଇବା ରେ ଦେଲି ମୁତି। କହିଲ ଦେଖି ଏହା କଣ?
ଉତ୍ତର-ଲେମ୍ବୁ।

୯-ତିନି ଅକ୍ଷର ମୋର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କିଲେ ଫଳ ର ନାମ ଏହାର ଉତ୍ତର କଣ?
ଉତ୍ତର-ଆରାମ।

୧୦-କେଉଁ ଜୀବ ଖାଦ୍ୟ ଖାଏ ନାହିଁ , କିମ୍ବା ପାଣି ପିଏ ନାହି?
ଉତ୍ତର- ନିର୍ଜୀବ।

୧୧-ତାହା କଣ ଯେଉଁ ଠାରୁ ଆପଣ ସବୁ ନେଇ ଯିବେ ତଥାପି କିଛି ରହିଯିବ?
ଉତ୍ତର- ସବୁକିଛି।

୧୨- ଯଦି ରମୁ ର ବଗିଚା ରେ ମିଶ୍ର ବାବୁ ଙ୍କ କୁକୁଡ଼ା ଅଣ୍ଡା ଦିଏ ତେବେ ଅଣ୍ଡର ଟି କାହାର ହେବ?
ଉତ୍ତର- କୁକୁଡ଼ା ର ଅଣ୍ଡା।

୧୩-ମୁଁ ଲେଖା ପଢ଼ା କାମ ରେ ଆସେ କିନ୍ତୁ ବହି , ଖାତା ,କଲମ ନୁହେଁ ମୁଁ କିଏ?
ଉତ୍ତର- ଚସମା।

୧୪- ଜଣେ ବ୍ୟକ୍ତି ୩୦ ଦିନ ନ ଶୋଇ କେମିତି ବଞ୍ଚି ପାରିବ?
ଉତ୍ତର- ଦିନ ରେ ଶୋଇବାର କୌଣସି ଆବଶ୍ୟକତା ନାହିଁ।

15 – ଗାଁ କନିଆଁ ———ନାକି ?

ଉତ୍ତର – ସିଙ୍ଗାଣି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।