ଖୋଲିଲା ଗୁମର କଥା ମମତା ବାନାର୍ଜୀଙ୍କ ସ୍ଵାମୀଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ –

0

ଭାରତ ଏକ ସାମ୍ବିଧାନିକ ରାଷ୍ଟ୍ର।ଆମ ସମ୍ବିଧାନ ରେ ବିବିଧ ନୀତି ନିୟମ ଧାରା ଅନୁସାରେ ରଖାଯାଇଛି।ମଣିଷ ର ମୌଳିକ ଅଧିକାର ଥିଲେ ମଧ୍ୟ ଆଜିର ସମାଜରେ ସେ ରାଜନୀତି ଚାପରେ ଚାପି ହେଇଯାଉଛି।ସାମ୍ପ୍ରତିକ ସମାଜ କଳୁଷିତ ହେବାରେ ଲାଗିଲାଣି।କାହିକିଁ ନା ରାଜନୀତିଜ୍ଞ ମାନେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି।

ଏହି ରାଜନୀତି ଯୋଗୁ ବହୁ କ୍ଷୟ ହେଉଛି।ଦେଶ ଚଳାଇବା ପାଇଁ ସରକାର ରହିବା ନିହାତି ଆବଶ୍ୟକ ସତ।କିନ୍ତୁ ରାଜନୀତି କୁ ନେଇ ଲୋକେ ଅପବ୍ୟବହାର କରୁଛନ୍ତି।ତେବେ ଏବେ ପଶ୍ଚିମବଙ୍ଗ ର ନିର୍ବାଚନ କଥା ସୋସିଆଲ ମିଡିଆରେ ତଥା ଟିଭି ରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଆସନ୍ତୁ ଜାଣିବା ୨୦୨୧ ପଶ୍ଚିମବଙ୍ଗ ର ନିର୍ବାଚନ ବିଷୟରେ।ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି।ଭୋଟ ତାରିଖ ଶେଷ ହେବା ମଧ୍ୟରେ ଅନେକ ନେତା ନାମାଙ୍କନ ପତ୍ର କ୍ରମନ୍ୱିତ ଭାବେ ଦାଖଲ କରୁଛନ୍ତି।

ଏଥି ସହ ବଙ୍ଗ ର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।ସୂଚନା ଅନୁଯାୟୀ ମମତା ବାନାର୍ଜୀ ପରବ ମେଦିନୀପୁର ର ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରତଦ୍ବନ୍ଦିତା କରୁଛନ୍ତି।ନିର୍ବାଚନ ଏଫିଡେଭାଇଟ ଅନୁସାରେ ସେ ନିଜର ସ୍ଥାବର ସ୍ଥାବର ସମ୍ପତି ବିଷୟରେ ସୂଚନା ଦେଇଛନ୍ତି।

ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ତଥା ତୃଣ ମୂଳ କଂଗ୍ରେସ ର ସଭାପତି ମମତା ବାନାର୍ଜୀଙ୍କ ମୋଟ ୧୬.୭୨ ଲକ୍ଷ ଟଙ୍କା ଅଛି ବୋଲି ମମତା ଦିଦି ନିଜେ ସୂଚନା ଦେଇଛନ୍ତି।ଏବଂ ତାଙ୍କ ସ୍ଵାମୀ ଙ୍କ ନାମ ରଞ୍ଜିତ ଘୋଷ ବୋଲି ସୂଚନା ମିଳିଛି।ନିର୍ବାଚନ ପ୍ରମାଣପତ୍ର ରେ ସୂଚନା ମିଳିଛି ଯେ , ତାଙ୍କ ପାଖରେ ମୋଟ ୯ ଗ୍ରାମ ସୁନା ଅଛି।ଯାହାର ମୂଲ୍ୟ ୪୩,୮୩୭ ବୋଲି ଦର୍ଶାଯାଇଛି।ଏଥି ସହ ମମତା ଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଜଣାପଡିଛି।

ଶିକ୍ଷା ବିଷୟରେ କହିବାକୁ ଗଲେ ମମତା ବାନାର୍ଜୀ L LB ଡିଗ୍ରୀ ରହିଛି।ସେ କୋଲକାତା ବିଶ୍ଵବିଦ୍ୟାଳୟରୁ ଏମ୍.ଏ କରିଛନ୍ତି।ମମତା ବାନାର୍ଜୀ ଶୁଭେନ୍ଦୁ ଆଦିକାରୀ ଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି।ସୂଚନା ଅନୁଯାୟୀ ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀ ସାମ୍ନାରେ ଭାରତୀୟ ଜନତା ପାର୍ଟି ନେତା ଶୁଭେନ୍ଦୁ ଆଦିକରୀ ନିର୍ବାଚନ ଲଢ଼ୁଛନ୍ତି।ଡିସେମ୍ବର ମାସରେ ତ୍ରିନାଥ କଂଗ୍ରେସ ରୁ ଇସ୍ତଫା ଦେଇ ଶୁଭେନ୍ଦୁ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ।ଏହି ଆସନରୁ ମିନାକ୍ଷୀ ମୁଖାର୍ଜୀ ହେଉଛନ୍ତି ସିପିଏମ ପ୍ରାର୍ଥୀ।

ନନ୍ଦିଗ୍ରାମ ନିର୍ବାଚନ ଏପ୍ରିଲ୍ ୧ ରେ ହେବ ,ମଇ ୨ ରେ ଫଳାଫଳ ପ୍ରକାଶ ପାଇବ।ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ପ୍ରକ୍ରିୟାକୁ ୮ ଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି।ଭୋଟିଂ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ୨୭ ମାର୍ଚ୍ଚ ରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ନନ୍ଦିଗ୍ରାମ ଆସନରେ ଏପ୍ରିଲ୍ ୨ ରେ ଭୋଟ ଗ୍ରହଣ କରାଯିବ ତଥା ମଇ ୨ ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।