ସରପଞ୍ଚ ହେଵ ତ ଏମିତି ଏହି ବୁଢୀ ମାଙ୍କର କେହି ନଥିବାରୁ ନିଜ ହାତରେ ତାଙ୍କର ସେବା ଯତ୍ନ କରୁଛନ୍ତି , ଦୟାକରି ଏହି ମହିଳା ସରପଞ୍ଚଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ

0

ଭଗବାନ ତାଙ୍କ ସୃଷ୍ଟି ନିୟମରେ ମଣିଷକୁ ସବୁଠାରୁ ଅଧିକ ବୁଦ୍ଧି , ବିବେକଶୀଳ ବୋନେଇଛନ୍ତି।ତେଣୁ ମଣିଷ କୁ ଶ୍ରେଷ୍ଠ ଜନ୍ମ ବୋଲି କୁହାଯାଏ।ମଣିଷ ଜୀବନରେ ସୁଖ ଦୁଃଖ ସର୍ବଦା ଲାଗିରହିଥିବା କଥା ଶୁଣାଯାଏ।କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯାହାଙ୍କ ଜୀବନରେ ଦୁଃଖ କେବେ ସରିନଥାଏ।କଥାରେ ଅଛି ସୁଖ ର ରାତିର ସମୟ ସୀମା ଅଳ୍ପ,କିନ୍ତୁ ଦୁଃଖ ରାତି କେବେ ସରେନାହି।

ଆଉ ଭଗବାନ ଙ୍କ ର କି କୋପ ଗରିବ ଲୋକଙ୍କ ଭାଗ୍ୟରେ ହିଁ ସବୁ କଷ୍ଟ ଦୁଃଖ ରଖିଥାନ୍ତି।ତେବେ ଏସବୁ ଦୁଃଖ କୁ ସହ୍ୟ କରିବା ପାଇଁ ଭଗବାନ ମଣିଷକୁ ଧୌର୍ଯ୍ୟ ଗୁଣ ଦେଇଛନ୍ତି।ଯୋଡ଼ି ମଣିଷ ନିଜ ଦୁଃଖକୁ ଦୁରେଇବାକୁ ଚେଷ୍ଟା କରିବ ତେବେ ନିଷ୍ଟିତ ଦୂର ହୋଇପାରିବ।ତେବେ ଏହି ଅଭାବ ଦୁଃଖ ଦାରିଦ୍ର୍ୟ ରେ ଦିନ କରୁଥିବା ଏକ ବୁଢ଼ୀ ମାଆ ର ହୃଦୟ ବିଦାରକ ଘଟଣା ବିଷୟରେ ଜାଣିବା।

କଥାରେ କୁହାଯାଏ “ଦୁଃଖ ଦେଇଗଲା ଦରଦୀ ବନ୍ଧୁ”।ଆମ ସମାଜରେ ବିଭିନ୍ନ ଶ୍ରେଣୀର ଗରିବ ଲୋକ ରହିଛନ୍ତି।ଦେଶ ର ପରିସ୍ଥିତି ଆଗକୁ ବଢ଼ିବାରେ ଲାଗିଛି ସତ,କିନ୍ତୁ ଦେଶର ଗରିବ କମିବାର ସ୍ଥିତି ଦେଖାଯାଉନହିଁ।ଆଜିବି ଦେଶର କିଛି ଦୁଃଖୀ ଲୋକଙ୍କ ପାଇଁ ଘର,ଆଲୋକ ସବୁ ସ୍ବପ୍ନ।ଆଉ କିଛି ଲୋକଙ୍କ ପରିସ୍ଥିତି ଏମିତି ଯେ ଦି ପଇସା ଆୟ ନକଲେ ଘରେ ଚୁଲି ଲାଗୁନାହିଁ।ତେବେ ଆଜିର ସମାଜରେ ମଣିଷ ମାନଙ୍କର ଚିନ୍ତାଧାରା ଧୀରେ ଧୀରେ ପରିବର୍ତ୍ତିତ ହେଲାଣି।

ସେହିଭଳି କିଛି ଲୋକ ନିଜେ ସମାଜରେ ଭଲରେ ରହିବେ ତଥା କେବଳ ନିଜ ଖୁସି କଥା ଚିନ୍ତା କରିଥାନ୍ତି ।ତେବେ ଏଭଳି ପରିସ୍ଥିତି ରେ ଲୋକଙ୍କ ଭିତରେ ଦୟାର ଗୁଣ ମଧ୍ୟ ଭଗବାନ ଦେଇଛନ୍ତି।ଅଧିକ ଗରିବ ବର୍ଗର ଲୋକ ଆମ ଓଡ଼ିଶାରେ ଦେଖିବାକୁ ମିଳିଥାଏ ।ମଣିଷ ନିଜ ଖୁସି ପାଇଁ ସ୍ୱାର୍ଥପର ହେବାରେ ଲାଗିଛି କିନ୍ତୁ ସେମାନଙ୍କ ବ୍ୟତୀତ କିଛି ଲୋକ ଗରିବ କୁ ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି।

ତାହେଲେ ଆସନ୍ତୁ ଜାଣିବା କେନ୍ଦୁଝର ଜିଲ୍ଲାର ଏକ ସହୃଦୟ ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ବିଷୟରେ।କେନ୍ଦୁଝର ଜିଲ୍ଲାର ମୁକୁନ୍ଦପୁର ପାଟଣା ଗ୍ରାମପଞ୍ଚାୟତ ର ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଯିଏ କି ନିଜ ଅଞ୍ଚଳର ସମସ୍ତ ବ୍ୟକ୍ତିଙ୍କ ସୁଖ ଦୁଃଖ କଥା ନିଜେ ଯାଇ ବୁଝିଥାନ୍ତି।ଏବଂ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ନିଜେ ସେବା ଶୁଶ୍ରୁଷା କରିଥାନ୍ତି।

ତେବେ ଏଭଳି ଏକ ମହିଳା ସରପଞ୍ଚ ଯେ କି ଅନ୍ୟ ସେବାରେ ନିଜକୁ ନିୟୋଜିତ କରି ସମସ୍ତଙ୍କର ଗୌରବ ହୋଇପାରିଛନ୍ତି।ଆଜିବି ଅନ୍ନପୂର୍ଣ୍ଣା ଙ୍କ ଭଳି ବହୁ ଲୋକ ଅଛନ୍ତି ଯେଉଁ ମାନେ କି ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି।ତେଣୁ ଦେଶ ର ଗରିବ ଭାବ ଦୂର କରିବାକୁ ହେଲେ ପ୍ରତ୍ୟେକ ମଣିଷ ଏଭଳି ଦୟାବାନ୍ ହେବ ଦରକାର।ଏହି ସରପଞ୍ଚ ଙ୍କ ପାଇଁ ଆମେ ଆଜି ଗର୍ବିତ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।