ଦେଖନ୍ତୁ Live ଭିଡିଓ – ଭାଇରାଲ ହେଲା ଯୁବତୀଙ୍କର ଗୋଟିଏ ଜିଦ୍ ସେ ବିଧାୟକଙ୍କୁ ବିବାହ କରିବେ, ତେବେ ସେ ଏମିତି ଜିଦ ଧରି ବସିବା ପଛରେ କାରଣ କ’ଣ ଜାଣିଲେ କହିବେ କ’ଣ ସତରେ

0

ଧୀରେ ଧୀରେ ଆମ ସମାଜରେ ବଢ଼ି ଚାଲିଛି ଅଭାବନୀୟ ତଥା ଅତ୍ୟନ୍ତ ଲଜ୍ୟା ଜଣକ ଘଟଣା ସବୁ ପୂର୍ବ ସମୟରେ ଲୋକୋମାନେ ନିଜର ମାନ ସମ୍ମାନ ବଞ୍ଚେଇବାକୁ ଯାଇ ନିଜର ଜୀବନ ଦେବାକୁ ମଧ୍ୟ ପଛଉ ନଥିଲେ। କିନ୍ତୁ ବର୍ତ୍ତମାନ ଏହି ଅତ୍ୟାଧୁନିକ ଯୁଗରେ ସବୁକିଛି ବିପରୀତ ହେବାରେ ଲାଗିଛି।

ଲୋକୋମାନେ ନିଜର ଚରିତ୍ର ଆଉ ମାନ ସମ୍ମାନକୁ ପଛରେ ପକାଇ କେବେ କେବେ ଏତେ ଲଜ୍ୟାକର କାର୍ଯ୍ୟ ସବୁ କରୁଛନ୍ତି ଯେ ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର। ଏହା ଆମ ସମାଜ ଆଉ ପିଲାଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣେ ଶିକ୍ଷିତ ମହିଳାଙ୍କର ଏପରି ଏକ ଲଜ୍ୟା ଜଣକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମଧ୍ୟ ଚକିତ ହୋଇଯିବେ।

ତେବେ ଘଟଣା ଟା ଘଟିଛି, ପାଲହଡା ଠାରେ। ତେବେ ଆମ ସମାଜରେ ବିବାହ କୁ ଏକ ପବିତ୍ର ବନ୍ଧନ ଭାବରେ ଗ୍ରହଣ କରାଯାଇଥାଏ। ମାତ୍ର ଆଜି କାଲିର ପୁଅ ଝିଅ ମାନଙ୍କ ପାଇଁ ଏହା ଏକ ଖେଳ ଘର କଥା ପାଲଟି ଯାଇଛି। ଏପରି କି ଏମାନେ ଏତେ ପରିମାଣରେ ଅଲାଜୁକ ହୋଇଗଲେଣି ଯେ ବିବାହ ପାଇଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି।

ତେବେ ସୂଚନା ଅନୁସାରେ ଭୁବନେଶ୍ୱରର ଜଣେ ଆଇନ୍ ଛାତ୍ରୀ ଗତକାଲି ପଲହଡା ବିଜେଡ଼ି ବିଧାୟକ ମୁକେଶ କୁମାର ପାଲ୍ ଙ୍କୁ ବିବାହ କରିବାକୁ ଜିଦ୍ କରି ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଧାୟକ ରହିଥିବା ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। କିନ୍ତୁ ବିଧାୟକ ଜଣଙ୍କ ମନା କରିବାରୁ ସେ ଆଇନ୍ ର ସାହାଯ୍ୟ ଲୋଡି ଥିଲେ।

ପ୍ରାଥମିକ ସୂଚନା ଅନୁସାରେ, ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ ବିଧାୟକ ମୁକେଶ କୁମାର ପାଲ୍ ପୂର୍ବରୁ ତାଙ୍କ ସହ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେଉଥିଲେ ଏବଂ ପ୍ରେମ କରୁଛନ୍ତି ବୋଲି କହୁଥିଲେ କିନ୍ତୁ ଏବେ ବିବାହ କରିବାକୁ ମନା କରୁଛନ୍ତି। ତେବେ ବିଧାୟକ ଜଣକ ଏହାର ଉତ୍ତରରେ କହିଛନ୍ତି ଯେ ତାଙ୍କର ପରିବାର ଲୋକ ଝିଅଟିକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ତେଣୁ ସେ ଝିଅଟି ସହ କଥା ହେଉଥିଲେ। ହେଲେ ପରେ ମତାନ୍ତର ହେବାରୁ ସେ ତାଙ୍କୁ ବିବାହ କରିବାକୁ ଏବେ ଚାହୁଁନାହାନ୍ତି। କିନ୍ତୁ ମହିଳା ଜଣକ ଏହାକୁ ବୁଝିବାକୁ ନାରାଜ,

ତାଙ୍କର ଗୋଟିଏ ଜିଦ୍ ଯେ ସେ ସେହି ବିଧାୟକ ଙ୍କୁ ବିବାହ କରିବେ। ତେବେ ଦୁହିଁଙ୍କ ମଧ୍ୟରେ କେଉଁ କାରଣରୁ ମତାନ୍ତର ହୋଇଥିଲା ଏହା ଜଣା ପଡ଼ିନାହିଁ। ତେବେ ଯୁବତୀ ଏପରି ଜିଦି କରିବା ପରେ ବିଧାୟକ ବାରମ୍ବାର ମନା କରିବା ପରେ ଯୁବତୀ ଜଣଙ୍କ ନିଜ ଘରକୁ ଫେରିଥିଲେ। କିନ୍ତୁ ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।