Odia jokes – ସ୍ୱାମୀ ସ୍ତ୍ରୀଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ

0

ବନ୍ଧୁଗଣ ପ୍ରତିଦିନ କିଛି ସମୟ ହୃଦୟ ଖୋଲା କରିକି ହଂସିବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ବିଶେଷ କରି ହୃଦରୋଗ ପାଇଁ। ନିଜ କାମ ଚିନ୍ତାକୁ ଦୁର କରି କିଛି ସମୟ ପାଇଁ ମନୋରଞ୍ଜନ କରିବା ନିହାତି ଆବଶ୍ୟକ। ତେବେ ପ୍ରିୟ ବନ୍ଧୁଗଣ ଆପଣମାନଙ୍କ ମୁହଁରେ ହଁସ ଆଣିବା ପାଇଁ ଆଜି ଆମେ ଆପଣମାନଙ୍କ ପାଇଁ କିଛି ମଜାଦାର ଓଡ଼ିଆ ଜୋକ୍ସ୍ ନେଇ ଆସିଛୁ। ଏହି ଜୋକ୍ସ୍ କୁ ପଢିବା ପରେ ଆପଣମାନେ ନିଶ୍ଚୟ ବହୁତ ହସିବେ।

୧. ଗୋଟିଏ ଝିଅ ବଗିଚାରେ ବେଞ୍ଚ ଉପରେ ବସିଥିଲା।
ଭିକାରି: ଆଉ.. ଜାନୁ କିପରି ଅଛ?
ଝିଅ: ତୁମର ସାହାସ କେମିତି ହେଲା ମୋତେ ଜାନୁ ଡାକିବାକୁ?
ଭିକାରି: ମାଡ଼ାମ୍ ଆପଣ ମୋର ବେଡ଼ରେ ବସିଛନ୍ତି, ଏବେ ଜାନୁ କହିବିନି ତୋ ଆଉ କଣ କହିବି? ମୁଁ ଏହି ବେଡ଼ରେ ଶୋଉଛି।

୨. ବଡ଼ ବାବୁ: (ହୋଟେଲ୍ ରେ ରାଗିକି) ଆରେ ଘଣ୍ଟା ଟେ ହେଲାଣି ବସିଲିନି ମୋ ଖାଇବା କୁଆଡେ ଗଲା ଶଳା।
ୱେଟର: ସାର୍, ପ୍ରଥମେ ଆପଣ ନମ୍ରତା ସହ କଥା ହୁଅନ୍ତୁ।
ବାବୁ: ( ଗୋଟେ ଦୀର୍ ନିଶ୍ଵାସ ନେଇ ଶାନ୍ତ ହୋଇ) ଠିକ୍ ଅଛି ନମ୍ରତା କୁ ଡାକନ୍ତୁ।

୩. ସ୍ତ୍ରୀ ବାଥରୁମ୍ ରେ ଗାଧୋଉଥିବା ବେଳେ ସ୍ଵାମୀ ଚାଲି ଆସି ପଚାରିଲା
ସ୍ବାମୀ: କୋଉଠି ରଗଡ଼ି ଦେବି କୁହ?
ସ୍ତ୍ରୀ: ଅଧିକ ମୁଣ୍ଡ ଲଗାଅ ନାହିଁ, କପଡ଼ାରେ ସାବୁନ୍ ଲଗେଇଛି ଏଇ ଦୁଇଟା ଭଲରେ ରଗଡ଼ି ଦେଇକି ଧୋଇଦିଅ।

୪. ଅଜୟ: ଆପଣଙ୍କ ପୁଅ ପ୍ରସ୍ତାବ ସୁନିଶ୍ଚିତ ହୋଇଯାଇଥିଲା ଫୁଣି ଭାଙ୍ଗିଲା କେମିତି?
ବିଜୟ: କଣ ଆଉ କହିବି ପୁଅ ଇଂଜିନିୟର ଅଛି କିନ୍ତୁ ସେ ନିଜ ଫେସବୁକରେ ପକେଇଥିଲା ମୁଁ ଗୋଟେ ଦ୍ଵାରପାଳ।

୫. ଗୋଟିଏ ପାଗଳ ଆଇନାରେ ନିଜକୁ ଦେଖି ଭାବିବାକୁ ଲାଗିଲା…
ଆରେ ମୁଁ ୟାକୁ କଉଠି ଦେଖିଛି।
ବହୁତ ସମୟ ଧରି ଭାବି ଭାବି…
ଧେତ୍ ତେରି କି ଇଏ ତୋ ସେଇ ଲୋକ ଯିଏ ସେଦିନ ମୋ ସହିତ, ସେଲୁନ ରେ ବାଳ କାଟୁଥିଲା।

6 . ସ୍ୱାମୀ ସ୍ତ୍ରୀ ପାର୍କରେ ବୁଲୁଥିଲେ
ସ୍ୱାମୀ – ଇଁ ହିଁ.. କି ଗନ୍ଧ… ସତ କୁହ ତମେ ପାଡିଲ ନା..?
ସ୍ତ୍ରୀ – ନାଇଁ ତ.. ମିଶ୍ର ବାବୁଙ୍କ ସ୍ତ୍ରୀ ପାଡ଼ିଲେ ବୋଧେ..
ସ୍ୱାମୀ – ଆଃ ସେଥିପାଇଁ ଟିକେ ଟିକେ ବାସ୍ନା ହେଉଛି.. କାଲି ରାତିରେ ମଟନ ଖାଇଥିଲେ ବୋଧେ
ସ୍ତ୍ରୀ- ପ୍ରକୃତରେ ସେଟା ମୁଁ ପାଡ଼ି ଥିଲି 😜🤣😜

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।