ଦେଖନ୍ତୁ ଭିଡିଓ ! ଭାଇରାଲ ହେଲା ଓଡିଆ ଅଭିନେତ୍ରୀଙ୍କର ପାଟିରୁ ବାହାରୁଛି ଅସଭ୍ୟ ଭାଷା,ଏହି ଅଭିନେତ୍ରୀଙ୍କ ର ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି

0

ଆଜିର ଯୁବ ସମାଜ ଶିକ୍ଷିତ ହେଲେ ମଧ୍ୟ ପ୍ରତି କ୍ଷେତ୍ର ରେ ଅଶିକ୍ଷିତ ପରି କାର୍ଯ୍ୟ କରୁଛନ୍ତି।ସମାଜ ଧୀରେ ଧୀରେ ବିଶୃଙ୍ଖଳିତ ହେବାର ଲାଗିଛି।ଏସବୁ ର ମୁଖ୍ୟ କାରଣ ହେଉଛି ଆଜିକାଲି ର ଯୁବ ସମାଜ।ତେବେ ନିକଟରେ ଏକ ଲଜ୍ଜ୍ୟା ଜନକ ଭିଡିଓ ଦେଖିବାକୁ ମିଳିଛି।ଏହି ଘଟଣା ପାଇଁ ପୁରା ଶିକ୍ଷିତ ସମାଜ ନିଜକୁ ଛୋଟ ମନେ କରୁଛି।

ଆଜିର ଶିକ୍ଷିତ ସମାଜ ଅବକ୍ଷୟ ଅବସ୍ଥା ରେ ପହଞ୍ଚିଲାଣି।କେବଳ ଯୁବ ସମାଜ ହିଁ ଏହାର ଉତ୍ତରଦାୟୀ ଅଟେ।ତେବେ ଏପରି ଏକ ଲଜ୍ଜ୍ୟା ଜନକ ଭିଡିଓ ସୋସିଆଲ ମିଡିଆରେ ଭୈରାଲ ହେବାରେ ଲାଗିଛି।

ଏହି ଭିଡିଓ ରେ ଜଣେ ଅଭିନେତ୍ରୀ ମଦ୍ୟ ପାନ କରି ନିଶାରେ ମଜଗୁଲ ହୋଇ ଅସଭ୍ୟ ଭାଷାରେ ଗାଳଗୁଲଜ କରୁଛନ୍ତି।ଯାହାକି ଯୁବ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା।ଏହି ଭିଡିଓ ଅନୁଯାୟୀ ସେଠାରେ ୪/୫ ଜଣ ମହିଳା,ପୁରୁଷ ବନ୍ଧୁ ଉପସ୍ଥିତ ରହି ସେଭଳି ଅପ୍ରୀତିକର କାର୍ଯ୍ୟରେ ନିବୃତ ରହି ଅଭିନେତ୍ରୀ ଜଣକୁ ଅସଭ୍ୟ ଭାଷା କହିବାକୁ ଉସ୍କାଉଛନ୍ତି।

ଭିଡିଓ ଦେଖିବା ଅନୁଯାୟୀ ଏ ଦୃଶ୍ୟ ଏକ ହୋଟେଲ ମଧ୍ୟରେ ହୋଇଛି।ଆପଣ ମାନେ ମଧ୍ୟ ଏହି ଭିଡିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ କିଭଳି ଅସଭ୍ୟ କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନେ।ତେବେ ଏହି ଭିଡିଓ ଟି ଜଣେ ମହିଳା ସୁଟିଂ କରୁଥିବାର ଜଣାପଡ଼ୁଛି ଏବଂ କିଛି ପୁରୁଷ ସାଙ୍ଗ ଅସଭ୍ୟ ଭାଷା କହିବାକୁ ଉଷ୍କାଉଛନ୍ତି ।

ଏଥି ସହ ଅଭିନେତ୍ରୀ ଜଣକ ନିଶାରେ ସେମାନଙ୍କ କଥାରେ ପଡି ଅସଭ୍ୟ କଥାରେ ଗାଳି କରିବା ସହ ଧୁମ୍ରପାନ ରେ ମଧ୍ୟ ଲିପ୍ତ ରହିବାର ଦେଖାଯାଉଛି।ଏପରିକି ନିଶାରେ ଅଭିନେତ୍ରୀ ଜଣକ ଇଂରାଜୀ,ହିନ୍ଦୀ,ଓଡ଼ିଆ ଆଦି ଭାଷାରେ କଥା ହୋଇଥିବାର ଲକ୍ଷ୍ୟ କରାଯାଇଛି।ନାୟିକା ଜଣକ ଅତ୍ୟନ୍ତ ଅଶ୍ଳୀଳ ଭାଷା ବ୍ୟବହାର କରି ନିଜ ପୁରୁଷ ବନ୍ଧୁ ମାନଙ୍କ ସହ କଥା ହେଉଛନ୍ତି।

ଅଭିନେତ୍ରୀ ଜଣକ ଏଭଳି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିଲେ ଯେ ଏହାକୁ ଶୁଣିବା ଅତ୍ୟନ୍ତ ଲଜ୍ଜ୍ୟଜନକ ଅଟେ।ତେବେ ମଦ୍ୟ ପାନ ଦ୍ଵାରା ଅଭିନେତ୍ରୀ ଜଣକ ନିଜର ହିତାହିତ ଜ୍ଞାନ ଭୁଲିଯାଇ ଅନର୍ଗତ ଅଶ୍ଳୀଳ ଭାଷା ତଥା ଦୁର୍ବ୍ୟବହାର କରୁଛନ୍ତି।ନିଶାରେ ମଜଗୁଲ୍ ରହି କୁକର୍ଯ୍ୟ ରେ ଲିପ୍ତ ରହିଛନ୍ତି।ଏହା ସହିତ ବଲିଉଡ ସଙ୍ଗୀତ ରେ ତାଳେ ତାଳେ ନୃତ୍ୟ କରୁଥିବାର ମଧ୍ୟ ଭିଡିଓ ରେ ଦେଖିବାକୁ ମିଳିଛି।

ଓଲିଉଡ ଇଣ୍ଡଷ୍ଟ୍ରି ର ଏହି ନାୟିକା ଜଣକ ନବାଗତା।ତାଙ୍କର କାର୍ଯ୍ୟକ୍ରମ ଏକ ୱେବସେରିଜ ଘୋରାଇ ଟେଲିଭିଜନ ପ୍ରସାରିତ ହେଉଛି।ଆଉ ସେହି ୱେବ ସିରିଜ୍ ରେ ସେ ଚର୍ଚ୍ଚିତ ନାୟିକଙ୍କ ସାନ ଭଉଣୀ ଭୂମିକାରେ ଲୋକଲୋଚନକୁ ଆସୁଛନ୍ତି।ଅଭିନେତ୍ରୀ ଙ୍କ ର ୧ ମିନିଟ୍ ୮ ସେକେଣ୍ଡ ର ଭିଡିଓ ଟି ବହୁ ପରିମାଣରେ ସୋସିଆଲ ମିଡିଆରେ ଭୈରଲ ହେବାରେ ଲାଗିଛି।ଏଭଳି ଅଶ୍ଳୀଳ କାର୍ଯ୍ୟ ପାଇଁ ସମାଜ ଆଜି ନିନ୍ଦିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।