Pregnancy Tips – ଶିଶୁ କୋଉଦିନ ଜନ୍ମହବ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ନିଜେ କେମିତି ହିସାବ କରିବା

0

ଆମେ ଆପଣଙ୍କ ପାଇଁ ଆଣିଛୁ ଏମିତି ଏକ ପୋଷ୍ଟ ଯାହା ସାହାଯ୍ୟ ରେ ଆପଣ ନିଜେ ଘରେ ବସି ଜାଣିପାରିବେ କେଉଁ ଦିନ ହେବ ଆପଣଙ୍କର ଡେଲିଭରି ତାହା ଡାକ୍ତର ପାଖକୁ ଯିବା ପୂର୍ବରୁ ଆପଣ ଜାଣି ପାରିବେ ।ଡେଲିଭରିର ତାରିଖ ଜାଣିବା ପାଈଁ ଆପଣଙ୍କ ଦୁଇଟି ଜିନିଷ ଜାଣିବାକୁ ନିହାତି ଦରକାର ହାଇଥାଏ ।

ପ୍ରଥମରେ ଦରକାର ହାଇଥାଏ ଆପଣଙ୍କର ଲାଷ୍ଟ ପିରିୟଡ଼ ଯେବେ ଅପଣଙ୍କ ର ହେଇଥିବ ସେହି ଲଷ୍ଟ ପିରିୟଡ଼ ର ପ୍ରଥମ ଦିନ ନିହାତି ଭାବେ ମନେ ରଖିଥିବେ । ଆମେ ଆପଣଙ୍କ ଏକ ଉଦାହରଣ ଦେଇଛୁ ଆମେ ନବା ଆମର ଲଷ୍ଟ ପିରିୟଡ଼ ହେଉଛି ୧୦ ନଭେମ୍ବର ୨୦୨୦ ମସିହା ଏହା ହେଉଛି ଆମର ଲଷ୍ଟ ପିରିୟଡ଼ ତାରିଖ ଟେଷ୍ଟ କରିବା ପରେ ଫଳ pasitive ଆସିଥିଲା ଏଥିରୁ ଆମେ ଜାଣିଲୁ ଯେ ଆମେ ପ୍ରେଗନାଣ୍ଟ ଅଛୁ ବୋଲି।

ଯଦି ଏହି ତାରିଖ ଉପରେ ଅମଙ୍କୁ ହିସାବ କରିବାର ଅଛି ଯେ ଆମ ଡେଲିଭରି ତାରିଖ କେବେ ବୋଲି ତାହାଲେ ଆମକୁ ଏ କଥା ବି ଜାଣିବାକୁ ପଡିବ ଯେ ପିଲା ର ପୁରା developement ହେବ ପାଇଁ ୪୦ ସପ୍ତାହ ଲାଗି ଥାଏ।ମାନେ ଯେତେବେଳେ ଶିଶୁ ଗର୍ଭ ରେ ଥାଏ ତାକୁ ୪୦ ସପ୍ତାହ ଲାଗିଥାଏ ତାର ପୁରା ବିକାଶ ପାଇଁ ତାହେଲେ ୧୦ ନଭେମ୍ବର ୨୦୨୦ ହିସାବରେ ଆମର edd ହେବ ଯେଉଁ ତାରିଖରେ ଅପଣଙ୍କ ର ଲଷ୍ଟ ପିରିୟଡ଼ ।

ଏଠି ହେଉଛି ୧୦ ତାରିଖ ତୋ ଏହି ତାରିଖରେ ଆପଣ ୭ କୁ ମିଶଇବେ ଏହା ସହିତ ଅପଣଙ୍କ ର ଯେଉଁ ଲଷ୍ଟ ମାସ ରେ ଆପଣ ୯ କୁ ମିଶଇବେ ତ ଏଠି ଆମର ହେଉଛି ୧୦ ଥିଲା ଆମ ଲଷ୍ଟ ପିରିୟଡ଼ ୧୦ ରେ ଆମେ ୭ ମିସାଇଲେ ୧୭ ହେଲା ଏଠି ଆମର ଲଷ୍ଟ ମାସରେ ମିସାଇଲେ ୯ ଆମେ ଦେଖିବୁ ଆମର ଅଗଷ୍ଟ ମାସ ହେଉଛି।

ଏଠି ଆମର ହେଉଛି ୧୭ ଅଗଷ୍ଟ ୨୦୨୦ ମସିହା ଅଛି ମନେ ଆମେ ୯ ମାସ ଆଗକୁ ଯିବା ମନେ ଆମର ହେବ ୨୦୨୧ ମସିହା ଆସିବ ତ ଆମର ଏଇଟା ହେଉଛି edd ମନେ ଆମର expected ତାରିଖ। ତ ଆମେ ପୁଣିଥରେ କହୁଚୁ ଯେ ୧୭ ଅଗଷ୍ଟ ୨୦୨୧ ମସିହା କିନ୍ତୁ ଏହି ମସିହା ସେମାନଙ୍କ ଠାରେ ଠିକ ହେବ ଯେଉଁ ମାନଙ୍କର ଠିକ ସମୟରେ ପିରିୟଡ଼ ଆସୁଥିବ ।

ଯେଉଁ ମାନଙ୍କ ର ପିରିୟଡ଼ ୨୧ ଦିନ ରୁ ୩୫ ଦିନ ମଧ୍ୟରେ ହାଇଥିବ ତେବେ ଯେତେବେଳେ ଆମେ ସେମାନଙ୍କର edd କାଢ଼ିବା ସେହି ତାରିଖରେ ତାଙ୍କର ଡେଲିଭରି ହେବାର ବହୁତ ସୁଯଗ ରହିଥାଏ । ତା ମାନେ ଏହା ନୁହେଁ ଯେ ଯେଉଁ ମାନଙ୍କ ର edd ବହାରିଥିବ ପାର୍ଟିକୁଲର ସେହି ତାରିଖରେ ଡେଲିଭରି ହେବ । ସେମିତି ବିଲକୁଲ ବି ନୁହେଁ କାହିଁକିନା ଏହା expected ଡେଲିଭରି ତାରିଖ ମାନେ ଏହି ତାରିଖ ସୁଧା ତାଙ୍କର ଡେଲିଭରି ହାଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।