Love Quiz Game – ବାଛନ୍ତୁ ନିଜ ପସନ୍ଦ ର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଚେହେରାର କେଉଁ ଜିନିଷ ତାଙ୍କୁ ଇମ୍ପ୍ରେସ କରିଥାଏ ?

0

ବନ୍ଧୁଗଣ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଗୋଟେ ବହୁତ୍ ସୁନ୍ଦର ଆକର୍ଷଣୀୟ ଲଭ୍ କୁଇଜ ଗେମ୍। ଏହି ଖେଳ ର ନିୟମ ଅନୁସାରେ ଆପଣ ମାନଙ୍କୁ ଏଠାରେ କିଛି ନମ୍ୱର୍ ଦିଆଯାଇଛି। ଯେଉଁଥିରୁ ଆପଣଙ୍କୁ କୌଣସି ଗୋଟିଏ ନମ୍ବର ବାଛିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ମିଳିବ ଟୋଟାଲ୍ ୫ ସେକେଣ୍ଡ। ଏହା ପରେ ଆମେ ଆପଣଙ୍କ ବଛା ଯାଇଥିବା ନମ୍ୱର୍ କୁ ଦେଖି କହିବା, ଆପଣଙ୍କ ମୁହଁ ର କେଉଁ ଜିନିଷ ଟି ତାଙ୍କୁ ବେଶୀ ପ୍ରଭାବିତ କରୁଛି।

ତେବେ ଆସନ୍ତୁ ଆମେ ଏହି ଖେଳ ଟିକୁ ଏବେ ଆରମ୍ଭ କରିବା। ଆପଣ ମାନେ ସବୁ ରେଡ୍ଡୀ ତୋ ଏହି ଲଭ୍ ଗେମ୍ ଟିକୁ ଖେଳିବା ପାଇଁ। ଏଠାରେ କିଛି ନମ୍ୱର୍ ଦିଆ ଯାଇଛି ଯଥା ୧, ୨, ୩, ୪, ୫, ୬, ୭, ୮, ୯, ଏବଂ ୧୦। ଏବେ ବାଛନ୍ତୁ ଏହା ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ୱର୍। ଆମେ ଆପଣଙ୍କୁ ଦେଉଛୁ ୫ ସେକେଣ୍ଡ। ଏବଂ ଆପଣଙ୍କ ସମୟ ଆରମ୍ଭ ହେଉଛି ଏବେ….

୧- ପ୍ରଥମେ କଥା ହେବା ୧ ନଂ ବାଛିଥିବା ବ୍ୟକ୍ତି ଙ୍କ ବିଷୟରେ। ଯଦି ଆପଣ ୧ ନଂ ଟି ବାଛିଛନ୍ତି ତେବେ ଆପଣଙ୍କ ଉତ୍ତର ହେଉଛି ହଁସ। ଆପଣଙ୍କ ହଁସ ହିଁ ଅନ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ।

୨- ଏବେ ଯେଉଁ ବ୍ୟକ୍ତି ମାନେ ୨ ନଂ ଟିକୁ ବାଛିଛନ୍ତି, ସେମାନଙ୍କ ର ପାଇଁ ଉତ୍ତର ହେଉଛି ସୁନ୍ଦରତା। ଅନ୍ୟକୁ ଆକୃଷ୍ଟ କରିବା ପଛରେ ଆପଣଙ୍କ ସୁନ୍ଦରତା ହିଁ କାରଣ।
୩- ଏବେ ଯେଉଁ ବ୍ୟକ୍ତି ବିଶେଷ ମାନେ ବାଛିଛନ୍ତି ୩ ନଂ ଟିକୁ, ସେମାନଙ୍କ ପାଇଁ ଆମର ଉତ୍ତର ହେଲା ଉଚ୍ଚତା। ଏମାନଙ୍କ ଉଚ୍ଚତା ହିଁ ଆକର୍ଷକ ହୋଇଥାଏ।

୪- ଏବେ କଥା ହେବା ୪ ନଂ ବାଛିଥିବା ବ୍ୟକ୍ତିଙ୍କ ବିଷୟରେ। ଯଦି ଆପଣଙ୍କ ମଧ୍ୟରୁ କେହି ନମ୍ୱର୍ ୪ କୁ ବାଛିଛନ୍ତି, ତେବେ ଆପଣଙ୍କ ଉତ୍ତର ହେଉଛି ସ୍ୱର।

୫- ଏବେ ଯେଉଁ ବ୍ୟକ୍ତି ମାନେ ୫ ନଂ ଟିକୁ ବାଛିଛନ୍ତି, ସେମାନଙ୍କ ର ପାଇଁ ଉତ୍ତର ହେଉଛି ଆପଣଙ୍କ ଆଖି। ଅନ୍ୟକୁ ଆକୃଷ୍ଟ କରିବା ପଛରେ ଆପଣଙ୍କ ସୁନ୍ଦର ଆଖି ହିଁ କାରଣ ଅଟେ।

୬- ଏବେ ଯେଉଁ ବ୍ୟକ୍ତି ବିଶେଷ ମାନେ ବାଛିଛନ୍ତି ୬ ନଂ ଟିକୁ, ସେମାନଙ୍କ ପାଇଁ ଆମର ଉତ୍ତର ହେଲା ଆପଣଙ୍କ ସୁନ୍ଦର ଓଠ। ଏହା ଅନ୍ୟ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥାଏ।

୭- ଏବେ କହିବି ୭ ନଂ ଟିକୁ ବାଛିଥିବା ବ୍ୟକ୍ତି ଙ୍କ ବିଷୟରେ। ଏମାନଙ୍କର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହେଉଛି ତାଙ୍କର ଅଭିମାନ କରିବା ଯଥା ଟିକେ ଟିକେ କଥାରେ ମୁହଁ ଫୁଲାଇବା।

୮- ଏବେ ଯେଉଁ ବ୍ୟକ୍ତି ବିଶେଷ ମାନେ ବାଛିଛନ୍ତି ୮ ନଂ ଟିକୁ, ସେମାନଙ୍କ ପାଇଁ ଆମର ଉତ୍ତର ହେଲା ଆପଣଙ୍କ ମନୋଭାବ। ଆପଣଙ୍କର ଏହି ସ୍ୱଚ୍ଛ ମନୋଭାବ ହିଁ ଅନ୍ୟକୁ ଆକର୍ଷିତ କରିଥାଏ।

୯- ଏବେ ଯେଉଁ ବ୍ୟକ୍ତି ବିଶେଷ ମାନେ ବାଛିଛନ୍ତି ୯ ନଂ ଟିକୁ, ସେମାନଙ୍କ ପାଇଁ ଆମର ଉତ୍ତର ହେଲା ଆପଣଙ୍କ ସତେଜତା। ଆପଣଙ୍କ ହଁସ ହଁସ ଚେହେରା ହିଁ ଏହା ପଛର କାରଣ।

୧୦- ସର୍ବ ଶେଷରେ ୧୦ ନଂ ବାଛିଥିବା ବ୍ୟକ୍ତି ମାନଙ୍କ ପାଇଁ ଆମ ଉତ୍ତର ହେଉଛି ଆପଣଙ୍କ ଚାହାଣୀ। ଆପଣ ଯେମିତି ଢଙ୍ଗରେ ଅନ୍ୟ ମାନଙ୍କୁ ଦେଖିଥାନ୍ତି, ଏହା ସେମାନଙ୍କୁ ଆକୃଷ୍ଟ କରିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।