ଜଙ୍ଗଲ କୁ ବୁଲିବାକୁ ଯାଇ ହଠାତ୍ ପ୍ରକୃତି ମିଶ୍ରଙ୍କ ସହ ଏଭଳି ଘଟିଲା ସୋସିଆଲ ମିଡ଼ିଆରେ ଏଭଳି ଫୋଟୋ ଭାଇରାଲ ହେଉଛି ସତକଥା ଜାଣିଲେ ଅବାକ୍ ହୋଇଯିବେ

0

ଟିଭି ର ପଛ ପରଦା ରେ ଅଭିନୟ କରି ଦର୍ଶକ ଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସହାୟତା କରିଥାନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।।

ଓଳିଓଡ଼ ଇଣ୍ଡଷ୍ଟ୍ରି ରୁ ଅନେକ ଖବର ଶୁଣା ଯାଏ। ତେବେ ଆପଣ ମାନେ ଅନେକ ଖବର ଶୁଣିବାକୁ ପାଉ ଥିବେ। ତେବେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ପରିଶ୍ରମ ଓ ଅଭିନୟ ଦ୍ୱାରା ଖୁବ୍ କମ ଦିନ ନରେ ସଫଳ ହୋଇ ପାରିଛନ୍ତି।

ତେବେ ଆପଣ ମାନେ ପ୍ରକୃତି ମିଶ୍ର ଙ୍କୁ ଜାଣିଥିବେ। ଆଜି ତାଙ୍କ ବିଷୟ ରେ କିଛି ଖବର ଜାଣିବା।ସୋସିଆଲ ମିଡ଼ିଆରେ ଭାଇଆରାଲ୍ ହେବାକୁ ଲାଗିଛି ପ୍ରକୃତି ମିଶ୍ର ଙ୍କ ବିଚିତ୍ର ଫୋଟୋ। ଫୋଟୋ ଗୁଡିକୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି ପ୍ରକୃତି ମିଶ୍ର। ତେବେ ଘଟଣା ହେଉଛି ଫୋଟୋ ଗୁଡ଼ିକ ରେ ପ୍ରକୃତି ମିଶ୍ର ଙ୍କ ଦେହ ରକ୍ତ ରେ ଯୁଡୁବୁଡୁ ଥିଲା।

ହଠାତ୍ ଏପରି ଅବସ୍ଥା ରେ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ସମସ୍ତ ଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ତେବେ ରକ୍ତାତ ଶରୀର ରେ ନଜର ଆସିଥିବାରୁ ସେ ଖୁବ୍ ଚର୍ଚ୍ଚା ରେ। ଫୋଟୋ ଗୁଡ଼ିକ ଜଙ୍ଗଲ ରେ ସୁଟ୍ ହୋଇଛି ବୋଲି ଜଣା ପଡ଼ୁଛି।

ସତ୍ୟ ଘଟଣା ହେଉଛି ତାଙ୍କର କିଛି ହୋଇ ନାହି । ଏହା ଆଗାମୀ ଚଳଚ୍ଚିତ୍ର ର ସୁଟିଂ ସେଟ୍ ରେ ଉଠାଇ ଥିବା କିଛି ଫୋଟୋ। ଆଗାମୀ ଦିନ ରେ ଏକ ନୂଆ ଚଳଚ୍ଚିତ୍ର ରେ ନଜର ଆସିବେ ପ୍ରକୃତି ମିଶ୍ର ଯାହାର ନାମ ରହିଛି ପ୍ରତ୍ୟାଘାତ। ଏହି ଚଳଚ୍ଚିତ୍ର ରେ ଅନେକ ସୁଟିଂ ଜଙ୍ଗଲ ରେ ହୋଇ ଥିଲା। ଏକ ନିଆରା ଭୂମିକା ରେ ନଜର ଆସିବେ ଏହି ଚଳଚ୍ଚିତ୍ର ରେ ।

ତେବେ ଜାଣିବାକୁ ପାଇଛୁ ଏହି ଚଳଚ୍ଚିତ୍ରରେ ପ୍ରକୃତି ବହୁତ୍ ପରିଶ୍ରମ କରିଛନ୍ତି। ଖୁବ୍ ଶୀଘ୍ର ଏହା ସିନେମା ହଲ୍ ରେ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଦମଦାର ଅଭିନୟ ରେ ନଜର ଆସିବେ ସେ। ତେବେ ପ୍ରକୃତି ମିଶ୍ର ଘରେ ଘରେ ପରିଚିତ। ଓଡ଼ିଆ ସିନେମା ରେ ସେ ବେଶ୍ ନାମ କମେଇ ପାରିଛନ୍ତି। ଏହା ସହିତ ଅନେକ ହିନ୍ଦୀ ସିରିଏଲ୍ ରେ ମଧ୍ୟ କାମ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।