ହେୟାରକୁ ସ୍ମୁଥ ,ଷ୍ଟ୍ରଙ୍ଗ ଓ ଲଙ୍ଗ କରିବାପାଇ ଚାହୁଥିଲେ ବ୍ୟବାହର କରନ୍ତୁ ଏହିସବୁ ଜିନିଷକୁ ଆପଣଙ୍କର ଚୁଟି ଝଡିବା ,ବଢିବା ରେ ସାହାର୍ଯ୍ୟ କରିଥାଏ ।

0

ହେୟାରକୁ ସ୍ମୁଥ ,ଷ୍ଟ୍ରଙ୍ଗ ଓ ଲଙ୍ଗ କରିବାପାଇ ଚାହୁଥିଲେ ବ୍ୟବାହର କରନ୍ତୁ ଏହିସବୁ ଜିନିଷକୁ ଯାହା ଆପଣଙ୍କର ହେୟାରର ସମସ୍ତ ଦୂର କରିବ ।
ନମ୍ୱର – 1 ରସୁଣର ପେଷ୍ଟ – ଆବଶ୍ୟକ ଅନୁସାରେ କିଛି ରସୁଣର ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାକୁ ଚୁଟିରେ ଆପ୍ଲାଏ କରନ୍ତୁ ଯାହା ଦ୍ୱାରା ଆପଣଙ୍କର ହେୟାର ଫୋଲକୁ ସମ୍ପର୍ଣ୍ଣ ଭାବରେ ଦୂର କରିବ । ତା ସହିତ ଏହି ପେଷ୍ଟ ବ୍ୟବହାର କରିବା ଦ୍ୱାରା ମୁଣ୍ଡରେ ବ୍ଲଡ ସାରକୁଲେସନ ଭଲ ଭାବରେ ହୋଇଥାଏ ଏହାକୁ 20 ରୁ 30 ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ ।


ନମ୍ୱର – 2 ଲରିଆଲ ପ୍ୟାରିସ ଅଏଲ – ଏହି ତେଲକୁ ଏକ ବୁନ୍ଧା ନେଇ ଚୁଟିରେ ଲଗାନ୍ତୁ ଏହା ଲଗାଇବା ଦ୍ୱାରା ଚୁଟି ସାଇନ କରିବା ସହିତ ସ୍ମୁଥନେସ ମଧ୍ୟ ଆସିଥାଏ । ଏହି ଅଏଲରେ ବିଭିନ୍ନ ପ୍ରକାର ପ୍ରଡକ୍ଟରେ ପ୍ରସ୍ତୁତ କରାଯାଇଥାଏ ଏହକୁ ବ୍ୟବହାର କରିବା ଦ୍ୱାରା ଚୁଟିରେ ଡ୍ରାକନେସ ଦୂର ହୋଇଥାଏ । ଏହା ଚୁଟି ପାଇ ବହୁତ ଲାଭ ଦାୟକ ହୋଇଥାଏ ।

ନମ୍ୱର – 3 କଣ୍ଡିସନିଙ୍ଗ ଟ୍ରିଟମେଣ୍ଟ – ଚୁଟିରେ ସେମ୍ପ କରିବା ପରେ ଏହାକୁ ବ୍ୟବହାର କରାଯାଏ ଓ ଏହି କଣ୍ଡିସନିଙ୍ଗ ପ୍ରସ୍ତୁତି ବିଷୟରେ ଜାଣିବା । ପ୍ରଥମେ ଏକ ଯଗରେ ଏକ ବାଉଲ ଦହି , ଏକ ବାଉଲ ନଡିଆତେଲ ଓ 2 ବୁନ୍ଦା ଗ୍ଲିସରିନ ଏହାକୁ ଭଲ ଭାବରେ ଗ୍ରାଇଡିଙ୍ଗ କରିସାରିବା ପରେ ସେଥିରେ ଏକ ଡଭ ସାବୁନର ପେଷ୍ଟ ପ୍ରସ୍ତୁତ କରି ସେଥିରେ ମିଶାନ୍ତୁ । ଏହାକୁ ସୋପ ମଲ୍ଡରେ ପକାଇ ଏକ ସୋପ ପ୍ରସ୍ତୁତ କରନ୍ତୁ ଏବଂ ସେମ୍ପ କରିସାରିବା ପରେ ଏହି ସୋପକୁ ବ୍ୟବହାର କରନ୍ତୁ । ଏହାକୁ ସପ୍ତାହରେ 2ରୁ 3 ଥର ବ୍ୟବହାର କରନ୍ତୁ ଯାହା ଆପଣଙ୍କର ହେୟାରକୁ ସ୍ମୁଥ ଏବଂ ସାଇନ ମଧ୍ୟ କରାଇବ ।


ନମ୍ୱର – 4 ହେୟାର ସ୍ପ୍ରେ – ଏହାକୁ ଚୁଟିରେ ସ୍ପ୍ରେ କରିବା ଅଧିକ ଜରୁରୀ ହୋଇଥାଏ ଏବଂ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ ଯାହା ଆମ ଚୁଟିକୁ ସୁନ୍ଦର ଓ ସାଇନି କରିଥାଏ । ପ୍ରଥମେ ଏକ ବାଉଲରେ ଅଳ୍ପ ପାଣି ନିଅନ୍ତୁ ସେଥିରେ ଶୁଖିଯାଇଥିବା ଗୋଲାପ ଫୁଲକୁ ପକାନ୍ତୁ । ଅନ୍ୟ ଏକ ବାଉଲରେ 1 ଚାମଚ ଏଲୋବିରା ଜେଲ ଓ 1 ଚାମଚ ନଡିଆତେଲ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଗୋଲାପ ଜଳ ସେଥିରେ ମିଶାଇ ଭଲ ଭାବରେ ଏହାକୁ ମିଶାଇ ଦିଅନ୍ତୁ ଏବଂ ଏକ ସ୍ପ୍ରେ ବୋଟଲରେ ଏହାକୁ ପୂରାଇ ଧୋଇ ସାରିବା ଚୁଟିରେ ସ୍ପ୍ରେକରନ୍ତୁ


ନମ୍ୱର – 5 ହେୟାର ମାକ୍ସ – ପ୍ରଥମେ କରି ଲିଭିସ୍ ଏହାକୁ ଭଲ ଭାବରେ ଭାଜି ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ଏକ ବାଉଲରେ 3 ଚାମଚ ଦହି ଓ 2 ଚାମଚ ଗୁଣ୍ଡ ମିଶାଇ ଭଲ ଭାବରେ ମିକ୍ସ କରିସାରିବା ପରେ ଏହାକୁ ହେୟାରରେ ଆପ୍ଲାଏ କରନ୍ତୁ ଏହା ଦ୍ୱାରା ଚୁଟିର ସମସ୍ତ ସମସ୍ୟା କରିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।