ମେଡିକାଲରେ ୪ ବର୍ଷର ଛୋଟ ଛୁଆ ନିଜେ ଠେଲି ଠେଲି ଷ୍ଟ୍ରେଚରକୁ ନେଇ ଯାଉଛି, କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ! ଦୟାକରି ଏହି ପିଲା ପାଇଁ ଗୋଟିଏ ସେୟାର କରନ୍ତୁ….

0

ଆଜି ଆମେ ଆପଣ ମାନଙ୍କୁ ଏମିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଭାବିବେ କି ସମାଜରେ ମାନବିକତା ଭଳି ଗୋଟିଏ ଜିନିଷ ଆଉ ନାହିଁ। ସ୍ଵାର୍ଥର ବଶବର୍ତ୍ତୀ ମଣିଷ। କାରଣ ନିଜର ସ୍ୱାର୍ଥ ପାଇଁ ଲୋକମାନେ ଏମିତି କରିବା କେତେଦୂର ଠିକ ତାହା କେହି ବୁଝିପାରୁନାହାନ୍ତି। ଏମିତି କହିବାର ଅର୍ଥ ଏହା କି,

ଏବେ ସେହିପରି ଏକ ମାମଲା ଆମମାନଙ୍କ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଇଛି କି ଜଣେ ୪ ବର୍ଷର ଛୋଟ ପିଲାଟି ନିଜର ପରିବାର ଲୋକଙ୍କୁ ଡାକ୍ତରଙ୍କ ପାଖକୁ ନେବା ପାଇଁ ଷ୍ଟେଚରକୁ ଠେଲି ଠେଲି ନେଇ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ଏସବୁ ଦେଖିକି କଣ କହିବୁ ଏ ଜନ ସମାଜ ବିଷୟରେ। ଗୋଟେ ଲୋକ ବିପଦରେ ପଡ଼ିଲେ ଅନ୍ୟ ଲୋକୋମାନେ ସାହାଯ୍ୟ କରିବା ବଦଳରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରୁଛନ୍ତି। ତେବେ ପ୍ରକୃତ ଘଟଣା ଟା କଣ।

ଆମେ ଆପଣମାନଙ୍କୁ ଯେଉଁ ଘଟଣା ସଂପର୍କରେ କହୁଛୁ ତାହା ହେଉଛି ଦେବରୀୟା ଜିଲ୍ଳାର ସ୍ୱାସ୍ଥ୍ୟ କେନ୍ଦ୍ରର। ଯେଉଁଠି ଜଣେ ମହିଳା ଓ ତାହାର ଚାରି ବର୍ଷର ପୁଅ ନିଜ ପରିବାରର ଜଣେ ବୟସ୍କ ସଦସ୍ୟଙ୍କୁ ଷ୍ଟ୍ରେଚରେ ଠେଲି ଠେଲି ନେଇ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ପିଲାଟିର ମା ଟି ଆଗପଟୁ ସେହି ଷ୍ଟେଚରକୁ ଟାଣୁଥିବା ବେଳେ ପିଲାଟି ପଛପଟୁ ତାହାକୁ ଠେଲି କରି ନେଉଛି ।

ସୂଚନାଯୋଗ୍ୟ କି ବରେଲୀ ଜିଲ୍ଳାର ବରହଜ ଥାନା ନିକଟସ୍ଥ ଗୌରା ଗ୍ରାମରେ ଛେଦୀ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଗ୍ରାମ ଲୋକମାନଙ୍କର କିଛି ଝଗଡା ହୋଇଥିଲା । ତାହା ପରେ ଗ୍ରାମର ଲୋକମାନେ ଛେଦୀ ଯାଦବକୁ ବହୁତ ମାରିଥିଲେ ଯେଉଁଥିପାଇଁ ତାର ଗୋଡ ହାତରେ ବହୁତ ଖଣ୍ଡିଆ ଖାବରା ହୋଇଯାଇଥିଲା।

ଏପରି ଘଟଣା ଘଟିବା ପରେ ଛେଦୀ ଯାଦବର ଘର ଲୋକମାନେ ପୋଲିସ ପାଖକୁ ଯାଇ ଅଭିଯୋଗ ଦେଇଥିଲେ ମାତ୍ର ପୋଲିସ୍ ତାଙ୍କର ଅଭିଯୋଗର କିଛି ପ୍ରତିକ୍ରିୟା ନରଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଦେଇଥିଲେ।

ତେବେ ହସପିଟାଲରେ ଭର୍ତ୍ତି କରିବା ପରେ ପ୍ରତ୍ୟେକ ଦିନ ତାଙ୍କର କ୍ଷତ ଜାଗାରେ ପଟି ବନ୍ଧା ଯାଇଥାଏ ଏବଂ ସେହି ହସ୍ପିଟାଲର କର୍ମଚାରୀ ମାନେ ସେହି ବ୍ୟକ୍ତିଙ୍କୁ ଷ୍ଟେଚରରେ ପକେଇ ନେଇ ଯାଆନ୍ତି,ମାତ୍ର ସେଦିନ କେହି ହେଲେ ମଧ୍ୟ ଆସିଲେ ନାହିଁ ତେଣୁ ବାଧ୍ୟ ହୋଇ ସେହି ମହିଳା ଏବଂ ଛୋଟ ପିଲାଟି ସେହି ବୃଦ୍ଧଙ୍କୁ ଷ୍ଟେଚରରେ ପକେଇ ଠେଲି କରି ନେଇଯାଇଥିଲେ ପଟି ବାନ୍ଧିବା ପାଇଁ ।

ଏହି ଭିଡିଓଟି ଭାଇରାଲ ହେବା ପରେ ଦେବଋୟା ଜିଲ୍ଳା ଅଧିକାରୀଙ୍କ ତରଫରୁ ଟ୍ୱିଟ କରି କୁହାଯାଇଛି କି ଏହି ମାମଲାର ତଦନ୍ତ କରାଯାଇ ବହୁତ ଶୀଘ୍ର ଏହା ଉପରେ ଶକ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ଏହା ସହିତ ସେହି ଦୋଷୀ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଟାନ ମଧ୍ୟ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ କେବଳ ଏତିକି ହିଁ କହିବି ଯେ ଏହା ହେଉଛି ସମାଜ ର ବିକୃତ ମାନବିକତା ର ଛବି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।