Ajira Anuchinta – ଜାଣନ୍ତୁ ପୂଜା କରୁଥିବା ସମୟରେ ଆଖି ରୁ ଲୁହ ବାହାରିଲେ କଣ ସଙ୍କେତ ଦେଇଥାଏ ଜାଣନ୍ତୁ ଭୟଙ୍କର କଥା

0

ଘର ର ପ୍ରତ୍ୟେକ ବସ୍ତୁ କୋଣ ଅନୁକୋଣ ଗୋଟିଏ ବ୍ୟକ୍ତି ର ଜୀବନ ଶୈଳୀ ନିର୍ଭର କରି ଥାଏ। ବାସ୍ତୁ ଶାସ୍ତ୍ରର ଅନେକ ନିୟମ କୁ ଅନୁସରଣ କରି ଘର ପ୍ରସ୍ତୁତି ହେବା ସହିତ ଘର ର ବସ୍ତୁ ମାନେ ମଧ୍ୟ ରହିଥାନ୍ତି। ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଲାଗି ରହି ଥାଏ। ଠିକ୍ ସେହପରି ଘର ଭିତରେ କିମ୍ବା ବାହାରେ ଘଟୂ ଥିବା କାର୍ଯ୍ୟ ରୁ ଶୁଭ ଅଶୁଭ ର ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ବିଷୟରେ।

୧- ଘଣ୍ଟା ସମସ୍ତ ଙ୍କ ଘରେ ସବୁବେଳେ ରହିଥାଏ। ସମୟ ଅନୁଯାୟୀ କାର୍ଯ୍ୟ କରିବା ଜଣେ ସୁସ୍ଥ ବ୍ୟକ୍ତି ର ଲକ୍ଷଣ। ଯଦି ଆପଣ ଙ୍କ ଘରେ ବାରମ୍ବାର ଘଣ୍ଟା ଖରାପ୍ ହେଉ ଥାଏ କିମ୍ବା ବନ୍ଦ ହେଉ ଥାଏ ତେବେ ଆପଣ ଙ୍କ ପରିବାର ଉପରେ ଗମ୍ଭୀର ସଙ୍କଟ ଆସିବାର ସୂଚନା ଦେଇ ଥାଏ। ତେବେ ଏଥି ପ୍ରତି ସତର୍କ ହୋଇ ରୁହନ୍ତୁ।

୨- କୁହା ଯାଏ ଘର ର ମୁଖ୍ୟ ଘର ରୋଷେଇ ଘର। ଲକ୍ଷ୍ମୀ ସବୁବେଳେ ଏଠାରେ ରୁହନ୍ତି। ତେବେ ରୋଷେଇ ଘରେ ଜିନିଷ ପତ୍ର ସାଇତି ରଖା ଯାଏ। ତେବେ ସେହି ରୋଷେଇ ଘରେ ଯଦି ବାରମ୍ବାର ହାତ ରୁ ଖସି ହେଉ କିମ୍ବା ଅନ୍ୟ କୌଣସି ବାଟେ କାଚ ପାତ୍ର ଭାଙ୍ଗି ଯାଉଥାଏ ତେବେ ଆର୍ଥିକ ସଙ୍କଟ ଆସିବାର ସୁଚନା ଦେଇ ଥାଏ।

୩- ଘରେ ସବୁବେଳେ ଶୁଭ କାର୍ଯ୍ୟ ହୋଇ ଥାଏ। ତେବେ ସେହି ଶୁଭ କାର୍ଯ୍ୟ ରେ ଯଦି ବାରମ୍ବାର ବାଧା ଉପୂଜୁ ଥାଏ ତେବେ ତାହା ଆସନ୍ତା ସମୟ ରେ କିଛି ବିପଦ ପଡିବାରେ ସୂଚନା ଦେଇ ଥାଏ।

୪- ଯଦି ଘର ର ଛାତ ଉପରେ କିମ୍ବା ଅଗଣା ରେ କାଉ କିମ୍ବା ଚିଲ ହାଡ଼ ପକାଏ ତେବେ କିଛି ଅଶୁଭ ଖବର ମିଳିବାର ସୂଚନା ମିଳିଥାଏ।
୫- ଯଦି ଘର ର ଛାତ ରୁ ଅଚାନକ ପ୍ଲାଷ୍ଟର ଖସି ପଡେ କିମ୍ବା ଘର ର କାନ୍ଥ ଫାଟି ଯାଏ ତେବେ ଏହା କିଛି ଅଶୁଭ ଘଟିବାର ସୂଚନା ଦେଇ ଥାଏ।

୬- ଦିନ ହେଉ କିମ୍ବା ରାତି ହେଉ ଯଦି କୌଣସି ସମୟ ରେ ଆପଣଙ୍କୁ କୁକୁର କାନ୍ଦିବାର ଶୁଣା ଯାଏ ତେବେ ଜାଣିବେ କିଛି ଅଶୁଭ ଘଟିବାର ସମ୍ଭାବନା ରହିଛି।
୭- ଯଦି ଘର ର ଚାବି ପେନ୍ଥା ରେ ବାରମ୍ବାର ଜଙ୍କ ଲାଗେ ତେବେ ଜାଣିବେ କିଛି ଜିନିଷ ମିଳିବାର ସୂଚନା ଦେଇ ଥାଏ।

୮- ଯଦି ଡ୍ରେସ୍ ପିନ୍ଧିବା ବେଳେ ବଟନ୍ ଓଲଟା ଲାଗି ଯାଏ ତେବେ ଏହା ଅଶୁଭ ସଂକେତ ଦେଇ ଥାଏ । ତେଣୁ ଡ୍ରେସ୍ ବଦଳି ପିନ୍ଧା ଯାଏ।
୯- ଯଦି ଆପଣ ନିଜ ନାକ କୁ ନିଜେ ଦେଖି ପାରୁ ନାହାଁନ୍ତି ତେବେ ଏହା କୌଣସି ଗମ୍ଭୀର ରୋଗ ରେ ପଡ଼ିବାର ସୂଚନା ଦେଇ ଥାଏ।

୧୦-ଯଦି ସିଧା ଠିଆ ହେବା ପରେ ଆପଣ ଙ୍କୁ ଆପଣଙ୍କର ଆଣ୍ଠୁ ଦେଖା ଯାଏ ନାହି ତେବେ ଜାଣିବେ ଆପଣଙ୍କ ସ୍ଥିତି ଠିକ୍ ନାହି।

11- ପୂଜା କରିବା ସମୟରେ ଆଖିରୁ ଲୁହ ବାହାରି ଆସେ ତାହେଲେ ଜାଣିବେ ଯେ ଭଗବାନ ଆପଣଙ୍କ ପ୍ରାର୍ଥନା ଗ୍ରହଣ କରିଛନ୍ତି।

12 -ଯଦି ଆକାଶରେ ଉଲ୍କା ଖସୁ ଥିବାର ଦେଖନ୍ତି ତେବେ ଏହା ସ୍ବାସ୍ଥ୍ୟ ଖରାପ ହେବାର ଏବଂ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ସୂଚନା ଦେଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।