ସରକାର ଙ୍କ ନୂଆ ନିୟମ ଶାଶୁ ଘରେ ବୋହୂ ଙ୍କୁ ଟିକେ ବି ଆଘାତ ଲାଗିଲେ ଦାୟୀ ହେବେ ସ୍ବାମୀ

0

ନାରୀ ମାନେ ସବୁବେଳେ ଅବହେଳିତ। ଆଜି ର ସମାଜ ରେ ମଧ୍ୟ ନାରୀ ମାନଙ୍କୁ ଅବହେଳିତ ମନେ କରା ଯାଉଛି। ଯେତେବେଳେ କି ନାରୀ ମାନେ ବର୍ତ୍ତମାନ ଯୁଗ ରେ ପୁରୁଷ ମାନଙ୍କ ଠୁ ବହୁତ୍ ଆଗରେ। ଆଜି ବି ନାରୀ ମାନେ ନିର୍ଯାତନା ସହୁଚନ୍ତି। ଯୌତୁକ ପାଇଁ ଅତ୍ୟାଚାର ସହୁଛନ୍ତି। ମାତ୍ର ବର୍ତ୍ତମାନ ତାହାର ପରି ସମାଇପ୍ତି ଘଟିଛି। ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ।

ଘୋରୋଇ ହିଂସା ନେଇ ଘଟିଲା ଅଘଟଣ। ଯେଉଁଠି ପାଇଁ ସୁପ୍ରିମ କୋର୍ଟ ନୂଆ ନିୟମ ଲଗାଇଲେ। ନିୟମ ହେଉଛି ଶାଶୁ ଘରେ ସ୍ତ୍ରୀ କୁ ଆଘାତ ଲାଗିଲେ ସ୍ବାମୀ ହେବେ ଦାୟୀ। ସୁପ୍ରିମ କୋର୍ଟ ରେ ନିଆ ଯାଇଛି ଏମିତି ଏକ ଯାହା ଇତିହାସ ରେ କେବେ ବି ହୋଇ ନାହିଁ।

ଶାଶୁ ଘରେ ବୋହୂ ଉପରେ ସାମାନ୍ୟ ବି ଅଞ୍ଚ ଆସିଲେ ଦାୟୀ ହେବେ ସ୍ବାମୀ। ଅର୍ଥାତ୍ ଯଦି ଶଶୁର ଘରେ ବୋହୂ ଙ୍କୁ କୌଣସିି ବି କାରଣ ରୁ ଆଘାତ ଲାଗେ ତାହେଲେ ଏଥି ପାଇଁ ସ୍ବାମୀ ହିଁ ଦାୟୀ ରହିବେ। ଏକ ମାମଲା ର ଶୁଣାଣି କରି ଏଭଳି ଏକ ଐତିହାସିକ ରାଏ ଶୁଣାଇ ଛନ୍ତି ସର୍ବୋଚ୍ଚ ଅଦାଲତ। ମୁଖ୍ୟ ବିଚାର ପତି ଏସେ ବୋବୋଡଲ ଙ୍କ ଦ୍ଵାରା ଗଠିତ ଖଣ୍ଡ ପୀଠ ରେ ଏ କଥା ସ୍ପଷ୍ଟ କରାଯାଇଛି କି ଶଶୁର ଘରେ ମହିଳା ଙ୍କ ଉପରେ ଅନ୍ୟ ସମ୍ପର୍କୀୟ ଆତ୍ମଗନ କରିଲେ ବି ଏଥି ପାଇଁ ସ୍ବାମୀ ଙ୍କୁ ଦାୟୀ କରା ଯିବ।

ସୂଚନା ଅନୁଯାୟୀ ଜଣେ ମହିଳା ଅଭିଯୋଗ କରି ଥିଲେ।ତାଙ୍କ ସ୍ବାମୀ ତାଙ୍କ ଉପରେ ଅମାନବୀୟ ଅତ୍ୟାଚାର କରୁଥିଲେ । ଏପରି କି ସେ ଗର୍ଭବତୀ ଥିବା ସତ୍ବେ ବି ତାଙ୍କୁ ତାଙ୍କ ସ୍ବାମୀ କ୍ରିକେଟ୍ ବେଟ୍ ରେ କବାଡା ଉ ଥିଲେ। ଖାଲି ସେତିକି ନୁହଁ ତଣ୍ଟି ଚିପି ହତ୍ୟା କରିବାକୁ ମଧ୍ୟ ପଛାଇ ନଥିଲେ। କେବଳ ସ୍ବାମୀ ନୁହନ୍ତି ନିଜର ଶଶୁର ଓ ଶାଶୂ ତାଙ୍କୁ ଅମାନବୀୟ ମାନସିକ ଓ ଶାରିରୀକ ନିର୍ଯାତନା ଦେଉ ଥିଲେ। ଏହି ସବୁ ସେ ବହୁତ୍ ଦିନ ସହି ଥିଲେ। ମାତ୍ର ସହିବା ଏ ସୀମା ଉଲଙ୍ଘନ ହେବାରୁ ମହିଳା ଜଣଙ୍କ ଥାନା କୁ ଯାଇଥିଲେ।

ପୋଲିସ୍ ଙ୍କ ପାଖରେ ଯାଇ ଅଭିଯୋଗ କରିବା ସହିତ ନିଜ ସହିତ ଘଟିଥିବା ଅତ୍ୟାଚାର କୁ କହିଥିଲେ। ପୋଲିସ୍ ତଦନ୍ତ ଆରମ୍ଭ କରି ମହିଳା ଙ୍କ ଅଭିଯୋଗ ଆଧାର ରେ ପୋଲିସ୍ ତାଙ୍କ ସ୍ବାମୀ ଙ୍କ ସମେତ ଶାଶୁ ଓ ଶାଶୂର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିଲା। ପରେ ଅଭିଯୁକ୍ତ ଙ୍କ ଓକିଲ ଜାମିନ ପାଇଁ ଅଭିଯୋଗ କରିଥିଲେ। ମାତ୍ର କୋର୍ଟ ଏହାକୁ ଖାରଚ କରିଥିଲେ।

ତେବେ ଓକିଲ ଙ୍କ କହିବା କଥା ହେଉଛି ମହିଳା ଜନକ ନିଜେ ଅଭିଯୋଗ କରିଛନ୍ତି କି ତାଙ୍କୁ ତାଙ୍କ ଶଶୁର ଵେଟ୍ ରେ ମାରିଥିଲେ ବୋଲି। ହେଲେ ଓକିଲ ଙ୍କ ଏଭଳି ଯୁକ୍ତି କୁ ପ୍ରତ୍ୟାଖାନ କରି କୋର୍ଟ କହିଛନ୍ତି କି ଏଥିରେ କିଛି ଫରକ୍ ପଡେ ନାହିଁ କି ଆପଣ କି ଆପଣ ଙ୍କ ବାପା କେହି ବି ବେଟ ରେ ପିଟିଥିଲେ। କାରଣଶାଶୁ ଘରେ ବୋହୂ କୁ ଟିକେ ବି ଆଞ୍ଚ ଆସିଲେ ସ୍ବାମୀ ଙ୍କୁ ଦାୟୀ କରା ଯିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।