ସ୍କୁଲରୁ ଘରକୁ ଫେରିଲେ ଝିଅ ହଟାତ ଗୁପ୍ତାଙ୍ଗରେ ହେଲା କଷ୍ଟ, ମା ପଚାରିଲେ ତ କହିଲେ ଏପରି କଥା ଜାଣିଲେ ଆପଣଙ୍କର ଲୋକ ତାଙ୍କୁରି ଉଠିବ…

0

ଭାରତରେ ମୁଖ୍ୟତଃ ନାରୀ କୁ ଦେବୀ ବୋଲି ମନଯାଇଥାଏ।ଦେଶର ଉନ୍ନତି ବିକାଶ ନିମନ୍ତେ ସମସ୍ତେ ବହୁ ପ୍ରଚେଷ୍ଟା କରୁଛନ୍ତି।ଦେଶ ଆଗକୁ ବଢୁଛି ସତ କିନ୍ତୁ ଦେଶରେ ରହୁଥିବା ମଣିଷ ମାନଙ୍କର ଚିନ୍ତାଧାରା ବଦଳୁନାହି।ସବୁ କ୍ଷେତ୍ରରେ ଉନ୍ନତି ଘଟିଲେ ମଧ୍ୟ ନାରୀ ମାନଙ୍କର ସ୍ଵାଧୀନତା ସବୁବେଳେ ତଳ ସ୍ତରରେ ରହିଯାଇଥାଏ।ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ନାରୀ କୌଣସି ସ୍ଥାନରେ ବି ସୁରକ୍ଷିତ ନୁହେଁ।

ଛୋଟ କନ୍ୟା ଠାରୁ ଆରମ୍ଭ କରି ଯୁବତୀ ପର୍ଯ୍ୟନ୍ତ ସବୁ ଅସୁରକ୍ଷିତ ଅଛନ୍ତି।ସେ ବିଦ୍ୟାଳୟ ଛାତ୍ରୀ ହେଉ କି ସରକାରୀ , ବେସରକାରୀ କର୍ମଚାରୀ ହେଉ ସବୁ ମହିଳା ଦୁଷ୍କର୍ମ ର ଶିକାର ହେଉଛନ୍ତି।ଆମ ଦେଶ ପ୍ରଗତି ପଥରେ ବଢୁଥିବା ବେଳେ ଦେଶରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି।ତେବେ ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ପ୍ରତିଦିନ ଖବରକାଗଜରେ କିଛି ନା କିଛି ଦୁଷ୍କର୍ମ ଘଟଣା ଘଟୁଛି।

ଭାରତରେ କାଶ୍ମୀର ଠୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଅଧିକାଂଶ ନାରୀ ଗଣ ଦୁଷ୍କର୍ମ ର ଶିକାର ହେଉଛନ୍ତି। ସବୁ ଝିଅ ନିର୍ଭୟା, ଛବିରାନୀ ,ଝରାଫୁଲ ଭଳି ନିନ୍ଦନୀୟ ଦୁଷ୍କର୍ମ ର ଶିକାର ହେଉଛନ୍ତି।ଆଜିର ସମାଜରେ ମଣିଷ ଶିକ୍ଷିତ ବିବେକ ଶୀଳ ହେଲେ ମଧ୍ୟ ନିଜର ମାନବିକତା ହରାଇ ପଶୁ ସଦୃଶ ଦୁଷ୍କର୍ମ କାର୍ଯ୍ୟ କରୁଛି।ତେବେ ନିକଟରେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି।

ତେବେ ଆସନ୍ତୁ ଜାଣିବା ସେହି ଦୁଃଖଦ ଘଟଣା ବିଷୟରେ।ଦିଲ୍ଲୀର ବାହାର ବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜ୍ୟା ଜନକ ଘଟଣା ଘଟିଛି,ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।ସେହି ବିଦ୍ୟାଳୟରେ ଏକ ଛାତ୍ର ତାଙ୍କ ଶ୍ରେଣୀର ଗୋଟିଏ ଛାତ୍ରୀ ଦୁଷ୍କର୍ମ କରିଛି। ଏ ସମ୍ବନ୍ଧ ନେଇ ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି।

ଝିଅ ଟିର ମାଆ ର ତଥ୍ୟ ଅନୁଯାୟୀ ଜଣାଯାଇଛି ଯେ ବୁଧବାର ଦିନ ତାଙ୍କ ଝିଅ ବିଦ୍ୟାଳୟରୁ ଫେରିବା ପରେ ଝିଅର ଗୁପ୍ତାଙ୍ଗ ରେ ଯନ୍ତ୍ରଣା ହୋଇଥିଲା।ତେବେ ଅଧିକ କଷ୍ଟ ହେବାରୁ ଝିଅ ଟି ତ ମାଆ କୁ କହିଥିଲା।ପରେ ପରିବାର ଲୋକ ଝିଅଟିକୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଚିକିତ୍ସା ହେବା ପରେ ଝିଅ ଟିକୁ ଦୁଷ୍କର୍ମ କରାଯାଇଛି ବୋଲି ଡାକ୍ତର କହିଥିଲେ।ଏ କଥା ଶୁଣି ପରିବାର ଲୋକ ଙ୍କ ହସ୍ ଉଡ଼ିଯାଇଥିଲ।ତେବେ ପରେ ଝିଅ ଟିକୁ ସବୁ କଥା ପଚାରିବାରୁ ସେ ତା ଶ୍ରେଣୀର ଏକ ଛାତ୍ର ଦୁଷ୍କର୍ମ କରିଥିବା କଥା କୋହିଥିଲା।

ଏହା ଜାଣିବା ପରେ ପରିବାର ଲୋକ ସମେତ ଅନ୍ୟ ୫୦ ଜଣ ଅଭିଭାବକ ସେହି ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ମୁଖ୍ୟ ଙ୍କୁ ଏ ବିଷୟରେ ପ୍ରଶ୍ନ କରିଥିଲେ।ପରେ ଥାନାରେ ଅଭିଯୋଗ କରିଥିଲେ।ଏବେ ପୋଲିସ ସେହି ଘଟଣା ବିଷୟରେ ତଦନ୍ତ ଆରମ୍ଭ କରାଯାଇଛି।ଏନେଇ ପୋଲିସ ବିଦ୍ୟାଳୟ ର ସିସି ଟିଭି କ୍ୟାମେରା କୁ ଯାଞ୍ଚ କରିବ ବୋଲି ଜଣାପଡିଛି।ତେବେ ବିଦ୍ୟାଳୟରେ ପଢୁଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ନିଜର ପିଲାଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।