Ajira Anuchinta – ସ୍ତ୍ରୀ ଶରୀରର ଏହି ୬ ଟି ଚିହ୍ନ ସ୍ୱାମୀ ଓ ପରିବାରକୁ କରିଥାଏ ଭାଗ୍ୟବାନ କେଉଁ ନାରୀ ଭାଗ୍ୟଶାଳୀ

0

ମଣିଷ ଶରୀର ର ଗଠନ ବିଭିନ୍ନ କାରଣ ଦର୍ଶାଇ ଥାଏ। ପୁରୁଷ ଙ୍କ ଠାରୁ ନାରୀ ର ଗଠନ ଉପରେ ଅଧିକ ଗୁରୁତ୍ବ ଦିଆଯାଇ ଥାଏ। କାରଣ ନାରୀ ଟି ଦୁଇ କୂଳ ର ହିତା ସେ ନିଜ ଘରେ ଓ ଶାଶୂ ଘର ର ଲକ୍ଷ୍ମୀ ହୋଇ ଥାଏ। ଭାରତ ରେ ନାରୀ ଙ୍କୁ ଦେବୀ ଙ୍କ ସମ୍ମାନ ମିଳି ଥାଏ। ପ୍ରକୃତି ଅନୁଯାୟୀ ନାରୀ ମାନଙ୍କୁ ସଂସାର ର ମୁଖ୍ୟ ପରିଚାଳନା ର ଦାୟିତ୍ଵ ଦିଆ ଯାଇଛି। ବିବାହ ପରେ ଶାଶୁ ଘରେ ଜୀବନ ଥିବା ଯାଏ ବଞ୍ଚି ରହିବା ଏକ ଗୁରତ୍ତ୍ୱପୂର୍ଣ କାମ ଅଟେ।

କୁହା ଯାଏ ଜଣେ ସ୍ତ୍ରୀ ହିଁ ଘର କୁ ସ୍ବର୍ଗ ପରି ରଖିବାରେ ସମର୍ଥ ହେଇ ଥାଏ। ନିଜ ଘର ଓ ପତି ପାଇଁ ଲକ୍ଷ୍ମୀ ସମାନ ହୋଇ ଥାନ୍ତି। ତେବେ ଜଣେ ନାରୀ ଭାଗ୍ୟ ଶାଳୀ ତାଙ୍କର ଶରୀର ର ଗଠନ ରୁ ଜଣା ପଡି ଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କ କିଛି ଅଙ୍ଗ ଯାହା ଘର ର ଉନ୍ନତି କରି ଥାଏ। ତେବେ ଆସନ୍ତୁ ଜାଣିବା ଭାଗ୍ୟ ଶାଳୀ ନାରୀ ମାନଙ୍କ ଗଠନ ଓ ବିଶେଷ ଗୁଣ ବିଷୟ ରେ।

୧-ନାକ ପାଖରେ ଥିବା କଳା ଯାଇ ର ନାରୀ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ମାନଙ୍କ ନାକ ପାଖରେ କଳା ଯାଇ ରହି ଥାଏ ସେମାନେ ବହୁତ୍ ଭାଗ୍ୟ ଶାଳୀ ହୋଇ ଥାନ୍ତି। ଏହି ନାରୀ ମାନଙ୍କ ପତି ଓ ପରିବାର ବହୁତ୍ ଧନୀ ସ୍ଵଭାବ ର ହୋଇ ଥାନ୍ତି।

୨- ଗୋଲାପି ପାଦ:-

ଯେଉଁ ମହିଳା ମାନଙ୍କ ପାଦ ଖୁବ୍ କୋମଳ ହୋଇ ଥାଏ ଓ ଗୋଲାପି ରଙ୍ଗ ର ହୋଇ ଥାଏ ସେମାନେ ବହୁତ୍ ଭାଗ୍ୟ ଶାଳୀ ହୋଇ ଥାନ୍ତି। ଏମାନଙ୍କ ସ୍ବାମୀ ବେଶ୍ ଭାଗ୍ୟ ଶାଳୀ ହୋଇ ଥାନ୍ତି।ନିଜ ପତି ଙ୍କୁ ସବୁବେଳେ ଖୁସି ରେ ରଖିବାକୁ ଚେଷ୍ଟା କରି ଥାନ୍ତି। ଘରେ ଲକ୍ଷ୍ମୀ ଙ୍କ ବାସ ହେଇ ଥାଏ।

୩- ଗଭୀର ନାଭି:-

ଯେଉଁ ନାରୀ ମାନଙ୍କ ନାଭି ଗଭୀର ହୋଇ ଥାଏ ସେମାନେ ଧନ ପାଇ ଥାନ୍ତି ଓ ଭାଗ୍ୟ ଶାଳୀ ହୋଇ ଥାନ୍ତି। ଏମାନେ ପରିବାର ପାଇଁ ଶୁଭ ସଙ୍କେତ ମଧ୍ୟ ହୋଇ ଥାନ୍ତି।

୪-ଲମ୍ବା କେଶ:-

ଯେଉଁ ନାରୀ ମାନଙ୍କ ଲମ୍ବା ଓ ଘନ କେଶ ରହି ଥାଏ ସେମାନେ ବେଶ୍ ଭାଗ୍ୟ ଶାଳୀ ହୋଇ ଥାନ୍ତି। ହିନ୍ଦୁ ଧର୍ମ ରେ ଏଭଳି ନାରୀ ମାନେ ସୌଭାଗ୍ୟ ଶାଳୀ ର ପ୍ରତୀକ ବୋଲି ମାନ୍ୟତା ଦିଆ ଯାଇଛି।

୫- ପାଦ ତଳ:-

ସାମୁଦ୍ରିକ ଶାସ୍ତ୍ର ଅନୁଯୟୀ ମହିଳା ମାନଙ୍କ ପାଦ ତଳ ତ୍ରିକୋଣ ଆକୃତି ର ଚିହ୍ନ ରହି ଥିଲେ ମହିଳା ମାନେ ବୁଦ୍ଧି ମାନ ହୋଇ ଥନ୍ତ୍। ପରିବାର ର ଅସମୟ ରେ ସାହାଯ୍ୟ କରି ଥାନ୍ତି।

୬- ପାଦ ତଳେ ଶଙ୍ଖ:-

ଯେଉଁ ନାରୀ ମାନଙ୍କ ପାଦ ତଳେ ଶଙ୍ଖ ଚିହ୍ନ ପରି ରହିଥାଏ ସେହି ମହିଳା ମାନେ ଆଗାମୀ ଜୀବନ ରେ ଧନୀ ହୋଇ ଥାନ୍ତି। ନିଜର କିମ୍ବା ନିଜ ପତି ଙ୍କ ଉଚ୍ଚ ପଦବୀ ର ହୋଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।