ରାଜା’ଙ୍କୁ ବାହା ହେବେ ରାନୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ‘ରାନୀ ପଣ୍ଡା’ କିଏ ସେ ରାଜା ଜାଣିଛନ୍ତି କି !

0

ଆଛା ବନ୍ଧୁଗଣ ଯାତ୍ରା ଜଗତ ର ଏହି ଚର୍ଚ୍ଚିତ ମୁହଁ ରାନୀ ପଣ୍ଡା ଙ୍କୁ କିଏ ବା ନ ଜାଣେ। ସର୍ବଦା ବାଦ ବିବାଦରେ ରହି ଆସୁଥିବା ରାଣୀ ଏବେ ବିବାହ କରିବେ ରାଜା ଙ୍କୁ। ତେବେ ଚର୍ଚ୍ଚା ହେଉଛି ତାଙ୍କୁ ମିଳିଗଲା ତାଙ୍କ ମନ ର ମଣିଷ। ସେଥିପାଇଁ ପୁଣି ଥରେ ବିବାହ କୁ ନେଇ ଚର୍ଚ୍ଚା ରେ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା। ଏହି ଥର କିନ୍ତୁ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଏଇ ଅଭିନେତ୍ରୀ ଜଣକ। ତେବେ କିଏ ସେହି ତାଙ୍କ ମନର ମଣିଷ, ଆସନ୍ତୁ ଜାଣିବା।

ବର୍ତମାନ ସମୟ ରେ ଯାତ୍ରା ପେଣ୍ଡେଲ୍ ହୁଲସ୍ତୁଲ କରି ଦେଇ ଥିବା ରାନୀ ଙ୍କ ବିଭିନ୍ନ ଖବରକୁ ନେଇ ସର୍ବଦା ବିବାଦୀୟ ଘେର ରେ। ଯାତ୍ରା ହେଉ କି ପଲିଟିକସ୍, ସବୁଠି ସେ ବଦନାମ୍। ସେ ଯାତ୍ରା ରେ ଅର୍ଦ୍ଧ ନଗ୍ନ ହୋଇ ନାଚିବା ହେଉ କିମ୍ବା ସରକାର ଙ୍କୁ ଜବାବ୍ ଦେବା ହେଉ।

କେବେ ସେ ଦୈତାରି ପଣ୍ଡା ଙ୍କୁ ଆରୋପ ଲଗାଇ ଚର୍ଚ୍ଚା କୁ ଆସିଲାଣି ତ ଆଉ କେତେବଳେ ପଣ୍ଡିୟାନ୍ ଙ୍କ ବିରୁଦ୍ଧ ରେ କହିକି। ହେଲେ ବର୍ତ୍ତମାନ ସେହି ରାନୀ ଙ୍କ ଉଦାରତା କୁ ସମସ୍ତେ ଉପଲବ୍ଧ କରି ଥିଲେ । ଏବଂ ସେହି ବିଷୟ ରେ ସମସ୍ତଙ୍କୁ ସେ ଭୁଲ ପ୍ରମାଣିତ କରି ଦେଇ ଥିଲେ । କାରଣ ସେ ଉପର କୁ ଜାହା ଦେଖେଇ ହେଉଛନ୍ତି ଭିତର ତାଙ୍କର ଭାରି କୋମଳ ।

ନିଜେ ଅସୁବିଧା ରେ ରହି ମଧ୍ୟ ପ୍ରଥମେ 50 ହଜାର ଏବଂ ଯଥା ସମ୍ଭବ କଳାକାର ମାନଙ୍କୁ ସେ ସାହାଯ୍ୟ କରି ଥିଲେ । ଟା ଛଡା ଗରିବ ଲୋକ ଙ୍କୁ ପକ୍କା ଘର କରାଇ ଦେବେ, ଗରିବ ଙ୍କୁ ମାଗଣାରେ ପାଠ ପଢାଇବା, ଓ ବସ୍ତି ପିଲାଙ୍କୁ ପୋଢୁଆଁ କରି ମଧ୍ୟ ତା ପରେ ସେ ଚର୍ଚ୍ଚା ରେ ଥିଲେ।

ତେବେ ରାନୀ ଙ୍କ ଏହି ସେବା କରିବାର ମନୋବୃତ୍ତି ଓ ପରୋପକାର ଉତ୍କଣ୍ଠା କୁ ଦେଖି ଏବେ ସମସ୍ତ ଙ୍କ ହୃଦୟ ରେ ଏବେ ରାଣୀ ସାଜିଛନ୍ତି ରାନୀ । ତେବେ ନିଜର ପ୍ରଶଂସକ ମାନଙ୍କୁ ସେ କହିଛନ୍ତି କି ସେ ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ତାଙ୍କ ମନ ର ମଣିଷ ତାଙ୍କୁ ମିଳି ଯାଇଛି ବୋଲି ସେ ଗଣ ମାଧ୍ୟମ କୁ ଏକ ଭିଡ଼ିଓ ମାଧ୍ୟମ ରେ କହି ଥିଲେ । ହେଲେ ସେ କେବେ ବିବାହ କରିବେ ଏବଂ ତାଙ୍କର ଜିବନ ସାଥି କିଏ ହେବେ ସେ ସ୍ପଷ୍ଟ କରି ନାହାଁନ୍ତି ।

ସେ କହିଛନ୍ତି କି ଅପେକ୍ଷା କରନ୍ତୁ ରାଣୀ ଜାଗା ଦେଖି କରି ହିଁ ଖେଳ କରିବ । ଏମିତି ବିବାହ ହେବ କି ସାରା ଓଡ଼ିଶା ରେ ସେମିତି କେହି ବି ବବିବାହ କରି ନ ଥିବେ । ସେହି ପରି ଭାବେ ସେ ପୂର୍ବରୁ କହି ଥିଲେ କି ସେ ଯଦି ବିବାହ କରିବେ ପ୍ରଦଦୀପ ମହାରଥୀ ଙ୍କ ପରି ପୁରୁଷ ଙ୍କୁ। ସେହି ଭଳି ପୁରୁଷ ମିଳିଲେ ସେ ନିଶ୍ଚିତ ଭାବେ ବିବାହ କରିବେ। ଏଠାରେ ଆମେ କହି ରଖୁଛୁ କି ସେ ପ୍ରଦୀପ ମହାରଥୀ ଙ୍କୁ ତାଙ୍କର ଗୁରୁ ମାନୁଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।