ଫୁଣି ମାର୍ଚ୍ଚ 26 ରେ ସାରା ଭାରତ ବନ୍ଦ ଡାକରା,ଜାଣନ୍ତୁ କ’ଣ ବନ୍ଦ କ’ଣ ଖୋଲା ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ବନ୍ଧୁଗଣ ପୁଣି ମାର୍ଚ୍ଚ ୨୬ ରେ ସାରା ଭାରତ ବନ୍ଦ ବୋଲି ଖବର ଆସି ପହଞ୍ଚିଛି। ତେବେ ଏହି ଡାକରା ଦେଇଛନ୍ତି କୃଷକ ସଂଙ୍ଘ। ଏହା ସହିତ ଭୁବନେଶ୍ୱର ବିମାନ ବନ୍ଦର ରେ ପହଁଚି ଛନ୍ତି ଚାଷୀ ନେତା ରାକେସ ତିକାଲ। ତେବେ ଆସନ୍ତୁ ଦେଖି ନେବା କଣ ରହିଛି ଏହି ବିଷୟକୁ ନେଇ ସଂମ୍ପର୍ଣ୍ଣ ଖବର। ଏବଂ କଣ ରହିଛି ସେହି ବିଷୟ ର ସତ୍ୟ ସତ୍ୟତା ଆସନ୍ତୁ ଜାଣି ନେବା।

ତେବେ ପୁଣି ମାର୍ଚ୍ଚ ୨୬ ରେ ସାରା ଭାରତ ବନ୍ଦ ଡାକରା ଦେଲେ କୃଷକ ସଂଙ୍ଘ ଏହା ସହିତ ଭୁବନେଶ୍ୱର ବିମାନ ବନ୍ଦର ରେ ପହଁଚିଛନ୍ତି ଚାଷୀ ନେତା ରାକେସ ତିକାଲ। ତେବେ କେନ୍ଦ୍ର ସରକାର ଙ୍କ ତିନି କୃଷକ ଆଇନ୍ ବିରୋଧ ରେ ବିର୍ଘ ଦିନ ହେଲା ଜାରି ରହିଥିବା ବେଳେ ହଜାରେ ସଂଙ୍ଖ୍ୟକ କୃଷକ ମାନେ ଏହି ଧର୍ମ ଘଟ ଜାରି ରଖିଛନ୍ତି ଏବଂ ଏମ୍.ଏସ.ପି ଉପରେ ସତନ୍ତ୍ର ଆଇନ୍ ଆଣିବା ଏବଂ ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ଆଇନ କୁ ନେଇ ଅଡି ରହିଛନ୍ତି।

ଦେଶ ର ଅର୍ଥନୈତିକ ବ୍ୟବସ୍ଥା ରେ ପରିବର୍ତନ ଆସିଯିବା ପରେ ଆମ ଦେଶ ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମନ୍, ଅର୍ଥନୀତି ବ୍ୟବସ୍ଥାରେ କିଛିଟା ପରିବର୍ତନ ଆଣିଥିଲେ। ଯାହା ଦ୍ଵାରା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଆଦି ର ଦର ବୃଦ୍ଧି ହୋଇଥିଲା। ଏହି କାରଣ ପାଇଁ ଚାଷୀ ମାନେ ରେଳ ଧାରଣା ଜାମ୍ କରିବେ ବୋଲି ବୈଠକ ରେ କୁହା ଜାଇଛି। ତେବେ କେନ୍ଦ୍ର ର ନୂଆ କୃଷି ଆଇନ୍ କୁ ନେଇ ପୁଣି ତେଜିଲା କୃଷି ଆନ୍ଦୋଳନ।

ମାର୍ଚ୍ଚ ୨୬ ରେ ଭାରତ ବନ୍ଦ ଡାକରା ଦେଲେ ବିଭିନ୍ନ ଚାଷୀ ସଂଗଠନ। ଗତ କାଲି କୃଷକ ସଂଙ୍ଗ ର ବୈଠକ ପରେ ଏହି ନିସ୍ପତି ନିଆ ଜାଇଛି। ତେବେ କୃଷି ଆଇନ୍ କୁ ନେଇ ବର୍ତମାନ ସମୟ ରେ ତେଜୁଛି କୃଷି ଆନ୍ଦଲୋନ ଗତ କାଲି ସରକାର ଙ୍କ ପ୍ରସ୍ତାବ କୁ ନାମଞୁର କରିଛନ୍ତି କୃଷି ସଂଙ୍ଗଠନ।

ସେମାନେ ସରକାର ଙ୍କ ପ୍ରସ୍ତାବ କୁ ଖାରଜ୍ କରିବା ସହିତ ମାର୍ଚ୍ଚ ୨୬ ରେ ପୁଣି ଥରେ ସାରା ଦେଶ ରେ ଆନ୍ଧୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଦିନ ରେ ସାରା ଦେଶ ରେ ଧାରଣା ଏବଂ ପ୍ରତିବାଦ ସହିତ ଜୟ ପୁର ଏବଂ ଦିଲ୍ଲୀ ହାଇୱେ ରେ ବିକ୍ଷୋପ କରା ଯିବ ବୋଲି ସୂତନା ମଧ୍ୟ ରହିଛି।

ଆପଣ ମାନେ ସମସ୍ତେ ଜାଣିଥିବେ କିଛି ଦିନ ତଳେ ମଧ୍ୟ ଦିଲ୍ଲୀ ର ଲାଲ୍ କିଲ୍ଲା ରେ ଚାଷୀ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ବେଳେ ଆମର ଜାତୀୟ ପତାକା ତ୍ରିରଙ୍ଗା କୁ ଦୁର୍ବ୍ୟବହାର କରାଯାଇଥିଲା। କେବଳ ସେତିକି ନୁହଁ ଉପଦ୍ରବକାରି କିପରି ଧ୍ଵଂସ ଲୀଳା ରଚିଥିଲା ଓ ବିଭିନ୍ନ ସ୍ଥାନରେ ମଧ୍ୟ ପୋଲିସ୍ କୁ ଆକ୍ରମଣ କରିଥିଲେ। ତେବେ କେବେ ଥମିବ ଏହି ଚାଷୀ ଆନ୍ଦୋଳନ। ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।