ଦେଖନ୍ତୁ ଭିଡିଓ – ପ୍ରଥମଥର ପାଇଁ ନଟିଆ ସେୟାର କରି କହିଲେ ତାଙ୍କର ଲଭଷ୍ଟୋରୀ ଦେଖିଲେ ନିଶ୍ଚୟ ଆସିବ ଆଖିରୁ ଲୁହ ନଦେଖିଲେ ବିଶ୍ବାସ ହେବନି

0

ଓଡ଼ିଆରେ ଏବେ ସବୁଠାରୁ ଲୋକ ପ୍ରିୟ କାର୍ଟୁନ ଭିଡ଼ିଓ ଯାହାକୁ ଦେଖିବାକୁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପାଗଳ। ସେହି କାର୍ଟୁନ ଭିଡ଼ିଓ ର ନାମ ହେଲା ନଟିଆ କମେଡି। ତେବେ ଏହା ଜାଣିଥିବେ ଆପଣ ମାନେ କେବଳ ୟୁଟୁବ ରେ ଆସିଥାଏ। ତେବେ ଏହି ନଟିଆ କମେଡି ଖାସ କରି ପିଲା ମାନଙ୍କ ର ଭାରି ପସନ୍ଦ। କାରଣ ଏଥିରେ ଅଭିନୟ କରୁଥିବା ନଟିଆ ବିଭିନ୍ନ ଶିକ୍ଷନୀୟ ଗପ ମାଧ୍ୟମରେ ପିଲାଙ୍କୁ ମୋହିତ କରିଥାଏ।


ତେବେ ସବୁଠାରୁ ବଡ଼ କଥା ହେଲା ଏହି କାର୍ଟୁନ ରେ ନିଜର ସ୍ୱର ଦିଅନ୍ତି ସ୍ମୃତିରଞ୍ଜନ। ତାଙ୍କର ଜୀବନ ର ଏକ ଲଭ ଷ୍ଟୋରି ମଧ୍ୟ ରହିଛି। ଯାହାକୁ କେହି କେବେ ଅନ୍ୟ ଆଡେ ଶୁଣି ନଥିବେ। ତେବେ ଆଜି।ଆମେ ଆପଣଙ୍କୁ ଏହି ଲଭ ଷ୍ଟୋରୀ ବିଷୟରେ ନିହାତି ଭାବେ ଜଣାଇବୁ। ସ୍ମୃତିରଞ୍ଜନ ଅନେକ ସଂଘର୍ଷ କଲା ପରେ ଏହି ନଟିଆ କମେଡି ରେ ନିଜର ସ୍ୱର ଦେଇ ପ୍ରସିଦ୍ଧ ହେଲେ। ତେବେ ତାଙ୍କ ର ଏହି ସ୍ୱର ପାଇଁ ଆଜି ଓଡ଼ିଶାର ଅନେକ ଦର୍ଶକ ବନ୍ଧୁ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି। ତେବେ ସ୍ମୃତିରଞ୍ଜନ ନିଜେ ଏକ ସାକ୍ଷାତକାର ରେ ନିଜର ପ୍ରେମ ର ଆରମ୍ଭ ରୁ ଏବେ ପର୍ଯ୍ୟନ୍ତ ର ଯାତ୍ରା ବଖାଣି ଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ଲଭ।ଷ୍ଟୋରୀ।

ସ୍ମୃତିରଞ୍ଜନ ଙ୍କ କହିବା କଥା ସେ ଏକ ଵିଵାହ ଉତ୍ସବ କୁ ଯାଇଥାନ୍ତି। ସେ ସେତେବେଳେ ଏକ ଇଂଜିନିୟରିଂ କରି ସମ୍ବଲପୁର ରେ ଜବ କରୁଥିଲେ। ଆଉ ତାଙ୍କର ଏହି ବିବାହ ଉତ୍ସବରେ ଗୋଟିଏ ଝିଅ ପସନ୍ଦ ଆସିଗଲା। ଆଉ ସେ ତାକୁ ଭେଟି କଥା ହେବାକୁ ଅନେକ ପ୍ରୟାସ କଲେ। ସେ ସେଦିନ ରାତିରେ ନିଜ ଖୁଡ଼ି ପାଖରେ ବସିଥିବା ସମୟରେ ସେହି ତାଙ୍କ ପାଖ ଦେଇ ଯାଇଥିଲେ। ଆଉ ସେ ତାଙ୍କ କଣ ପଢୁଛି ବୋଲି ପ୍ରଶ୍ନ ପଚାରିଲେ ଦେଇଥିଲେ।ଆଉ ସେ ଝିଅ ମଧ୍ୟ ନବମ ବୋଲି ଉତ୍ତର ଦେଇଥିଲା। କିନ୍ତୁ ସ୍ମୃତିରଞ୍ଜନ ଙ୍କୁ ବିଶ୍ଵାସ ହେଲା ନାହିଁ ସେ କଲେଜ ପଢୁଥିବେ ବୋଲି ଉପହାସ କରିଦେଲେ। ସେହି ଝିଅ ଚିଡି ଯାଇ ଫୁଲ ତାଙ୍କ ଉପରକୁ ଫୋଫାଡ଼ି ଥିଲା। ଆଉ ତାଙ୍କ ପ୍ରେମ ଆରମ୍ଭ ହୋଇଥିଲା ନବମ ଶ୍ରେଣୀର ଝିଅ ପ୍ରୀତି ଯାହାର ନାମ ଥିଲା ଦୀପିକା।

ଆଉ ଦୁହେଁ ଏମିତି ଫୋନ ରେ କଥା ହୁଅନ୍ତି। ତାଙ୍କ ଭିତରେ ଏମିତି ପ୍ରେମ ସମ୍ପର୍କ ଗଢି ଉଠେ। ଦୁହେଁ ତାଙ୍କ ପରିବାର କୁ କିଛି ବର୍ଷ ପରେ ଜଣାଇ ରାଜି କରନ୍ତି। ଆଉ ତାଙ୍କର ଆରେଞ୍ଜ ମେରେଜ ହୁଏ। ତେବେ ଏଭଳି ଭାବରେ ସ୍ମୃତିରଞ୍ଜନ ନିଜର ପ୍ରେମ କାହାଣୀ କୁ କୁହନ୍ତି ଯାହା ଶୁଣିଲେ ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିବ। ସ୍ମୃତିରଞ୍ଜନ ଙ୍କ ଏହି ପ୍ରେମ କାହାଣୀ ୨୦୦୯ ଆରମ୍ଭ ହୋଇଥିବା କଥା ସେ ନିଜେ କୁହନ୍ତି। ଆଉ ଏବେ ତାଙ୍କ ପରିବାର ହସ ଖୁସିରେ ଭରି ଯାଇଛି। ତାଙ୍କର ପ୍ରେମ କାହାଣୀ ପ୍ରତିଦିନ ଏପରି ପରିବାର ସହ ବିତିଥାଏ। ନଟିଆ କମେଡି ତାଙ୍କ ଜୀବନ ର ସବୁଠାରୁ ବଡ଼ ସଫଳତା ବୋଲି ନିଜେ କୁହନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।