ସାପ୍ତାହିକ ରାଶିଫଳ (24 ମାର୍ଚ୍ଚ ରୁ 29 ମାର୍ଚ୍ଚ) ଶନିଦେବଙ୍କ କୋପ ଦୃଷ୍ଟି ଏହି 6ଟି ରାଶି ଉପରେ ରହିବ,ସତର୍କ ରୁହନ୍ତୁ

0

ଆମେ ଯେତେ ଆଧୁନିକ ହେଲେ ମଧ୍ୟ ବସ୍ତୁବଚନ କୁ ମାନିଥାଉ। ଆଉ ରାଶିଫଳ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଉ ।କାରଣ ଏହା ଦ୍ବାରା ଆମେ ଜୀବନ ରେ ଆଗକୁ କଣ୍ ଘଟିବ ତାହା ଗ୍ରହ ମାନଙ୍କ ର ଅବସ୍ଥିତି ଓ ରାଶି ଫଳ ଦ୍ଵାରା ହିଁ ନିର୍ଣ୍ଣୟ ହୋଇ ଥାଏ।ତେବେ ଆମେ ଆଜି ଆପଣଙ୍କୁ କେତେକ ରାଶି ଉପରେ ଜଣେଇବୁ ଯେଉଁମାନଙ୍କ ଉପରେ ଭଗବାନ ଶନି ଙ୍କର କୃପା ରହିବ ଏବଂ ଅନେକ ପରିବର୍ତ୍ତନ ଦେଖାଯିବ।

ମେଷ ରାଶି:-

ଏହି ରାଶିର ନ୍ୟାକ୍ତି ମାନଂକ ପାଇଁ ଆଗକୁ ବହୁତ ଭଲ ସମୟ ଆସିବାକୁ ଯାଉଛି। ଶନିଦେବ ଙ୍କ ଆଶୀର୍ବାଦ ରୁ ଏମାନଙ୍କ ର କୌଣସି ପ୍ରକାର୍ଡ ବିପଦ ଆଗକୁ ଆସିବ ନାହିଁ। ଏମାନଙ୍କ ର ସବୁ ମନସ୍କାମନା ମହାଦେବ ପୂରଣ କରିବେ ଆଗକୁ ଏମାନଙ୍କ ର ଥିବା ସମସ୍ତ କାର୍ଯ୍ୟ ସଫଳ ହେବ ଓ ଏମାନଂକୁ ସବୁ ଆଡେ ସମ୍ମାନ ମିଳିବ।

ମିଥୁନ ରାଶି:-

ମିଥୁନ ରାଶିର ବ୍ୟକ୍ତି ମାନଙ୍କ ଆଗକୁ ହେବାକୁ ଥିବା ସମସ୍ତ କାର୍ଯ୍ୟ ସଫଳ ହେବ। ଏହା ସହ ମହାଦେବ ଙ୍କ ର ଆଶୀର୍ବାଦ ଥିବାରୁ ଏମାନଙ୍କୁ ସବୁ ଆଡେ ମାନ ସମ୍ମାନ ମିଳିବ। ଏମାନଙ୍କ ର ଜୀବନ ରେ କେବେବି ଅଶାନ୍ତି ଆସିବ ନାହିଁ। ଖୁସିରେ ଏମାନଙ୍କ ର ସବୁ ସମୟ ବିତିବ। ଏହା ସହ ଏମାନଙ୍କୁ ବିଭିନ୍ନ ଧନ ମିଳିବାର ସୂଚନା ମିଳୁଛି।

କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି।ମାନଙ୍କ ପାଇଁ ଆଗକୁ ବହୁତ ବଡ଼ ବଡ଼ କାର୍ଯ୍ୟ ହେବାକୁ ଯାଉଛି। ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ଏହା ସହ ଏମାନଙ୍କ ର ଶରୀର ଭଲ ରହିବ। ଏମାନଙ୍କ ର ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବା ସହ ମାନ ସମ୍ମାନ ର ରେ ବୃଦ୍ଧି ହେବ। ଏମାନଙ୍କ ର କୌଣସି କାର୍ଯ୍ୟ ରେ ବିଫଳତା ମିଳିବ ନାହିଁ। ଏମାନେ ନିଶ୍ଚିତ ନିଜର ଉଦ୍ଦେଶ୍ୟ ପୁରଣ କରିବେ।

ମକର ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଆଗକୁ ଶନିଦେବ ଙ୍କ ର ଆଶୀର୍ବାଦ ପ୍ରାପ୍ତି ହେବାକୁ ଯାଉଛି। ଏମାନଙ୍କୁ ଆଗକୁ ବହୁତ ବଡ଼ ସଫଳତା ମିଳିବାକୁ ଯାଉଛି। କୌଣସି ପ୍ରକାର ର ବିପଦ ଏମନଙ୍କ ଉପରକୁ ଆସିବ ନାହିଁ। ଏହା ସହ ଏମାନଙ୍କ ର ସବୁ ଇଛା ପୂରଣ ହେବ। ଏମାନେ ଅନ୍ୟାୟ କୁ କେବେବି ସହି ବେ ନାହିଁ। ଏହି ସବୁ ରାଶି ମାନଙ୍କ ଉପାରେ ଆଗକୁ ବହୁତ ଭଲ ସମୟ ଆସିବାକୁ ଯାଉଛି।

କୁମ୍ଭ ରାଶି:-

ଶନିଦେବ ଙ୍କର ଆଶୀର୍ବାଦ ରୁ ଏମାନଙ୍କ ର ଆଗାକୁ ବହୁତ ଭଲ ଦିନ ଆସିବାକୁ ଯାଉଛି। ଏମାନଙ୍କ ର ଆର୍ଥିକ ପରିସ୍ଥିତି ସୁଦୃଢ ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ। ସଫଳତା ପାଇବା ସହ ଏମାନଙ୍କ ର ଭାଗ୍ୟରେ ବହୁତ ପରିବର୍ତନ ମଧ୍ୟ ଆସିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।