ଦେଖନ୍ତୁ ଲଜ୍ୟାଜନକ ଭିଡିଓ- ୩ ବର୍ଷର ପିଲାକୁ ଛାଡି ଫେସବୁକରେ ନିଜ ପ୍ରେମିକଙ୍କ ସହ , ଶେଷରେ ସ୍ୱାମୀ ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଲେ ଭାଇରାଲ ହେଲା ବିବାହ ର ଭିଡ଼ିଓ

0

ଆଜି କାଲି ର ଦୁନିଆ ବହୁତ ଆଗକୁ ଯାଇ ସାରିଲାଣି। ଆଜି କାଲି ର ଲୋକ ମାନେ ମଧ୍ୟ ବହୁତ ଆଗକୁ ଗଲେଣି ଏବଂ ସମସ୍ତେ ଶିକ୍ଷିତ ହେଲେଣି। ଆଜି କାଲି ର ଯୁବପିଢି ମାନେ ବହୁତ ଫାଷ୍ଟ ହେଇଗଲେଣି, ଆଜି କାଲି ତ ପିଲା ମାନେ ୧୪, ୧୫ ବର୍ଷ ହେଲା ବେଳକୁ ପ୍ରେମ କରୁଛନ୍ତି। ଆଜି କାଲି ପ୍ରାୟତଃ ସବୁ ପିଲା ପ୍ରେମ କରୁଛନ୍ତି,

ସେମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ଜାଣନ୍ତୁ କିମ୍ବା ନ ଜାଣନ୍ତୁ ତଥାପି ବି ପ୍ରେମ କରୁଛନ୍ତି। ପିଲା ମାନଙ୍କ ପାଇଁ ପ୍ରେମ ର ମାନେ କହିବାକୁ କଥାବାର୍ତ୍ତା, ଦେଖାଚାହାଁ, ଚକଲେଟ୍ ଦିଆନିଆ ଆଉ ଶେଷ ରେ ଟିକେ ଅଧିକ ଦିନ ହୋଇଗଲେ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲପାଇବା।

ଆଜି କାଲି ତ ଦୁନିଆରେ ଲଭ୍ ରେ ଏମିତି ଟ୍ରେଣ୍ଡ ଚାଲିଛି, ପିଲା ମାନେ ଏହି ଲଭ୍ ଚକ୍କର୍ ରେ ବହୁତ ଭୁଲ୍ କାମ ମଧ୍ୟ କରି ଦେଉଛନ୍ତି, ଯାହା ଦ୍ୱାରା କି ସେମାନଙ୍କୁ ପଛରେ ବହୁତ ଅନୁତାପ ମଧ୍ୟ କରିବାକୁ ପଡୁଛି। ଆମେ ମାନେ ସମସ୍ତେ ସୋସିଆଲ୍ ମିଡିଆରେ ନିଶ୍ଚିତ ଭାବେ ଯୋଡିତ ଥିବା।

ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଆସେ। ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଲଭର୍ସ ମାନଙ୍କ ର ହିଁ ଥାଏ। ସେମାନେ ଲୁଚି ଲୁଚି ପ୍ରେମ କରନ୍ତି, ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ। ସେଥି ପାଇଁ ଏମାନେ ଲୁଚି ବିବାହ ମଧ୍ୟ କରି ପକାନ୍ତି। ଆଜି ସେହି ସମ୍ବନ୍ଧୀୟ କିଛି ତଥ୍ୟ ଆମେ ଆପଣ ଙ୍କ ନିକଟ ରେ ପହଞ୍ଚାଇଛୁ।

ଘଟଣା ଟି ହେଉଛି ପୁଅ ଓ ଝିଅ ଉଭୟ ଫେସବୁକ୍ ରେ କଥା ହେବା ଆରମ୍ଭ କରି ଥିଲେ। ଧୀରେ ଧୀରେ କଥା ହେବା ଦେଖା କରିବା ସବୁ ବଢିଲା। ହେଲେ ଆଶ୍ଚର୍ଯ୍ୟ ର କଥା ହେଉଛି ଝିଅ ଟି ବିବାହିତ ଥିଲା। ସ୍ବାମୀ କୁ ଲୁଚି ଦେଖା କରିବା ସହିତ ଫୋନ୍ ରେ କଥା ମଧ୍ୟ ହେଉଥିଲା। ମାତ୍ର ଆଜି ପୁଅ ଟି ଝିଅ କୁ ନେଇ ମନ୍ଦିର ବର ପହଞ୍ଚି ଥିଲା। ପୁଅ ର କହିବା ଅନଯାୟୀ ଉଭୟ ପରିବାର ଓ ଝିଅ ର ସ୍ବାମୀ ଙ୍କ ସହମତ ନରେ ବିବାହ କରିଛନ୍ତି।

ଲଗାତାର ୪ ବର୍ଷ ଧରି ପ୍ରେମ କରୁଥିଲେ ଉଭୟ ପରସ୍ପର ଙ୍କୁ। ଆଜି ତାର ଅନ୍ତ ଘଟିଛି। ଏକ ମନ୍ଦିର ରେ ଉଭୟ ଉଭୟ ଙ୍କୁ ଫୁଲ ମାଳ ପିନ୍ଧାଇ ଥିଲେ। ସିନ୍ଦୂର ଲଗାଇ ବିବାହ କୁ ସମ୍ପୂର୍ଣ କରି ଥିଲେ। ସେଠାରେ ଅନେକ ମିଡ଼ିଆ ଯାଇ ପହଞ୍ଚି ନାନା ପ୍ରଶ୍ନ ମଧ୍ୟ କରିଥିଲେ। ତେବେ ବର୍ତ୍ତମାନ ପ୍ରେମୀ ଯୁଗଳ ଙ୍କ ବିବାହ ର ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।