ଦୁଇବର୍ଷ ହେବ ବିଛଣାରେ ଶୋଇ ରହିଛନ୍ତି ବାପା ସୋସିଆଲ ମିଡିଆରେ ସାହାର୍ଯ୍ୟ ର ହାତ ବଢାଇଲେ ଗରିବ ମା’ ଟି ଆପଙ୍କର ଗୋଟିଏ ସେୟାର ଏହି ପରିବାରକୁ ବଞ୍ଚାଇ ପାରିବ

0

ଆଜି ବି ଦୁନିଆ ରେ ଦାରିଦ୍ର୍ୟତା ଲାଗି ରହିଛି। ଅନେକ ଲୋକ ଦରିଦ୍ର ର ସୀମା ରେଖା ତଳେ ବସ ବାସ କରୁଛନ୍ତି। ସେମାନେ ଙ୍କ ଜୀବନ ଶୈଳୀରେ ଅନେକ ଫରକ୍ ଦେଖିବାକୁ ପାଇଥାଉ। ଦରିଦ୍ରତା ହଟାଇବା ପାଇଁ କିଛି ଲୋକ ଦିନ ଗୁଜୁରାଣ କରିଥାନ୍ତି। କିଛି ଲୋକ ଦାଦନ ଖଟି ଚଳି ଥାନ୍ତି। କିଛି ଲୋକ ଚାଷ କରି ମଧ୍ୟ ଚାଲିଥାନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଏପରି ଏକ ପରିବାର ବିଷୟ ରେ କହିବୁ ଯିଏ ନିଜ ଝିଅ ର ଚିକିତ୍ସା ପାଇଁ ପାଖରେ ଅର୍ଥ ସମ୍ବଳ ନାହିଁ। ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ।ସେ ହେଉଛନ୍ତି ଜମ୍ବେଶ୍ଵର ପ୍ରଧାନ। ଘର ସାନଜଗନ୍ନାଥପୁର । ପୋଷ୍ଟ ନନ୍ଦୀଗୋଦ। ପଞ୍ଚାୟତ ବିଜିପୁର। ଥାନା – କଣାସ ର ବାସିନ୍ଦା ଅଟନ୍ତି।

ଘରେ ତିନୋଟି ପ୍ରାପ୍ତ ବୟସ୍କ ର ଝିଅ। ଜଣେ ୨୦ ବର୍ଷ, ଜଣେ ୧୮ ବର୍ଷ,ଓ ଅନ୍ୟ ଜଣେ ୧୧ ବର୍ଷ ର ଅଟନ୍ତି। ସ୍ତ୍ରୀ ଖୁକୁନି ଓ ଜମ୍ବେଶ୍ଵର ଜମି ରେ ଚାଷ କରି ଅନ୍ୟ ଘରେ ମୂଲ ଲାଗି ଘର ଚଳଇ ଥାନ୍ତି। ତେବେ ଗତ ୫-୧୨-୨୦୧୯ ମସିହା ରେ ପିଲା ର ବ୍ରେନ୍ ଷ୍ଟିକ୍ ହୋଇ ଯାଇଥିଲା। ଫଳରେ ପୁରା ଶରୀର ପରଲିସ୍ ହୋଇ ଯାଇ ଥିଲା। ଚିକିତ୍ସା ପାଇଁ ପ୍ରଥମେ କଣାସ ରେ ହୋଇ ଥିଲା।

ମାତ୍ର ତାହା ସଫଳକରି ହୋଇ ନଥିଲା। ପାଖରେ ଥିବା ସମ୍ବଳ ଅର୍ଥ ଓ ଜମି ବାଡ଼ି ବିକ୍ରି କରି ଯେତିକି ଅର୍ଥ ଥିଲା ସବୁ ଖର୍ଚ୍ଚ ହୋଇ ସାରି ଥିଲା। ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଇଥିଲେ। ଅର୍ଥ ସାରିବା ପରେ ବର୍ତ୍ତମାନ ହତାସ ହୋଇ ପୁରୀ ଡାକ୍ତର ଖାନା ରେ ଚିକିତ୍ସା କରିବା ପାଇଁ ଭର୍ତି କରି ଥିଲେ। ମାତ୍ର ଅର୍ଥ ଅଭାବ ରୁ ଚିକିତ୍ସା ହୋଇ ପାରୁ ନାହିଁ । ସେହି ଭଳି ଭାବରେ ପଡି ରହିଛି। ଦୁଇ ଝିଅ ଘର ଚଲାଇବା ପାଇଁ ଘରୁ ପାଦ କାଢି ଛନ୍ତି।

ବାହାର ରାଜ୍ୟ ରେ ଯାଇ ଦାଦନ ଖଟୁଛନ୍ତି ତ ଜଣେ କମ୍ପାନୀ ରେ କାମ କରୁଛନ୍ତି । ଏହି ଭଳି ଭାବରେ ଘର ଚଳାଉଛନ୍ତି। ମାତ୍ର ବଡ଼ ଦୁର୍ଭାଗ୍ୟ ର କଥା ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ,ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ତରଫ ରୁ ପୁରୀ ବେ ଜିଲ୍ଲାପାଳ କୌଣସି ପଦକ୍ଷେପ ମିଳି ନାହି। ତେଣୁ ଗାଁ ବାସିନ୍ଦା ଅନୁରୋଧ କରି ଥିଲେ ଯେ ରିଲିଫ୍ ପାଣ୍ଠି ରୁ ଜରୁରୀ ସହାୟତା ପ୍ରଦାନ କରିବାକୁ କହିଲେ। ମାତ୍ର ପାଖ ପୋଡଶି ରୁ ଜଣେ ବ୍ୟକ୍ତି ସେ ହେଉଛନ୍ତି ନିବେଦକ ସୁଶିଲ କୁମାର ସାହୁ। ନିଜ ଫୋନ୍ ନମ୍ୱର୍ ଦେଇ ଅର୍ଥ ର ସହାୟତା ପାଇଁ ନିବେଦନ କରିଛନ୍ତି। ତେବେ ଫୋନ୍ ନମ୍ୱର ହେଉଛି-7894841429 ।ଏହା ସହିତ ଖିକୁନି ର ଆକାଉଣ୍ଟ୍ ନୋ ଦିଆ ଯାଇଥିଲା।
A/c- 20257087559
IFSC- SBINOO13570
ଏହି ଆକାଉଣ୍ଟ୍ ନମ୍ୱର୍ ରେ ଯଥା ସମ୍ବଭ ଅର୍ଥ ଦାନ କରନ୍ତୁ,ଯାହା ଦ୍ଵାରା କୁନି ଝିଅ ଟି ର ଚିକିତ୍ସା ହୋଇ ପାରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।