Pregnancy Tips – ଜାଣନ୍ତୁ କେଉଁ ପରିସ୍ଥିତିରେ ସେକ୍ସ କରିବା ଉଚିତ ଏବଂ କେଉଁ ପରିସ୍ଥିତିରେ ନୁହେଁ

0

ବିବାହ ପରେ ସବୁ ମହିଳାଙ୍କ ମା ହେବା ଏକ ସ୍ୱପ୍ନ ହୋଇଥାଏ। ଗୋଟିଏ ନାରୀର ଜୀବନରେ ପୂର୍ଣ୍ଣତା ଆଣିଥାଏ ଏବଂ ତାର ଜନ୍ମ ହେବାର ସାର୍ଥକତା କୁ ବିଝାଇଥାଏ ତାର ପିଲା। ଗୋଟିଏ ପିଲାକୁ ୯ ମାସ ଗର୍ଭ ରେ ଧରି ଜନ୍ମ ଦେଉଥାଏ ଗୋଟିଏ ମା। ତେବେ ପିଲା ଜନ୍ମ କରିବା ଏତେବି ସହଜ ହୋଇନଥାଏ ।ଗର୍ଭବତୀ ଅବସ୍ଥାରେ ଥିବା ସମୟରେ ଜଣେ ମହିଳାଙ୍କ ଉପରେ ଅନେକ ଦାୟିତ୍ୱ ତଥା ନୀତି ନିୟମ ରହିଥାଏ ଯାହାକୁ ତାଙ୍କୁ ମାନିବାକୁ ପଡିଥାଏ ।ତେବେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଥିବ କି ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ପୂର୍ଣ୍ଣ ରେ ରହିବା ଉଚିତ କି ନାହିଁ ।ଆମେ ଆଜି ଆପଣଙ୍କୁ ଏହି ବିଷୟରେ ଜଣେଇବୁ ।

୧.ସାଧାରଣ ଭାବରେ ଆମ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ କି ଗର୍ଭବତୀ ହେବା ପରେ ନିଜର ପାର୍ଟନର ଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଉଚିତ କି ନୁହେଁ। ଏହାର ଉତ୍ତର ହେଉଛି ହଁ ଆପଣ ଗର୍ଭବତୀ ଅବସ୍ଥାରେ ଶାରୀରିକ ସମ୍ପର୍କ ରଖିପାରିବେ। ଏଥିରେ କୌଣସି ବି ସମସ୍ୟା ହୋଇନଥାଏ।

୨.ଗର୍ଭବତୀ ହେବାର ପ୍ରଥମ ୩ ମାସ ପର୍ଯ୍ୟନ୍ତ ଆପଣ ଶାରୀରିକ ସମ୍ପର୍କରେ ରହିବା ରେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ଆପଣଙ୍କୁ ଠିକ ଲାଗୁ ନାହିଁ ତେବେ ରଖନ୍ତୁ ନାହିଁ।

୩.ଗର୍ଭବତୀ ହେବାର ଦ୍ଵିତୀୟ ପର୍ଯ୍ୟୟ ତଥା ୩ -୬ ମାସ ପର୍ଯ୍ୟନ୍ତ ମହିଳାଙ୍କ ପାଖରେ କେତେକ ଜଟିଳତା ତଥା ବାନ୍ତି ଲାଗିବା , ହାଲିଆ ଲାଗିବା ଆଦି ରହିଥାଏ ତେବେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଯଦି ବି ଦୁଇ ଜଣଙ୍କର ମତ ରେ ରଖୁଛନ୍ତି ତେବେ ସାବଧାନତା ଅବଲମ୍ବନ କରନ୍ତୁ।

୪.ଗର୍ଭବତୀ ର ତୃତୀୟ ବା ଶେଷ ପର୍ଯ୍ୟାୟରେ ମହିଳା ଙ୍କର ୟୁତ୍ରୀନ୍ସ ର ଆକାର ବଡ଼ ହୋଇଥାଏ ।ତେଣୁ ଏହି ସମୟରେ ଶାରୀରିକ ସମ୍ପର୍କର ଠାରୁ ଦୂରେଇ ରୁହନ୍ତୁ ।

୫.ସମସ୍ତେ ଭବିଥାନ୍ତି କି ଶାରୀରିକ ସମ୍ପର୍କ ରଖିବା ଦ୍ବାରା ପିଲାଟି ନଷ୍ଟ ବା ଗର୍ଭପାତ ହୋଇଥାଏ କି ।ଏହା ଭୁଲ ଅଟେ ଗର୍ଭାଵସ୍ଥା ରେ ଶାରୀରିକ ଶାରିରୀକ ସମ୍ବନ୍ଧରେ ରହିବା ଏବଂ ଗର୍ଭପାତ ହେବାର କୌଣସି ସଂଯୋଗ ନଥାଏ।

୬.କିନ୍ତୁ ଆପଣ କେବେ ବି ମହିଳାଙ୍କ ର ବିନା ଅନୁମତିରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।ଏବଂ ସହବାସ କରିବା ସମୟରେ ସତର୍କତା ସହ କରନ୍ତୁ ।କାରଣ ଏହି ସମୟରେ ମହିଳା ମାନେ ଦୁର୍ବଳ ରହିଥାନ୍ତି।
୭.କିନ୍ତୁ ଯଦି ମହିଳାଙ୍କ ର ଆଗରୁ ଅନେକ ଥର ଗର୍ଭପାତ ହୋଇଛି , ବହୁତ ଚେଷ୍ଟା ପରେ ଗର୍ଭବତୀ ହୋଇଛନ୍ତି କିମ୍ବା ଆଗକୁ ପ୍ରିମାଚର ପିଲା କୁ ଜନ୍ମ ଦେଇଛନ୍ତି ତେବେ ଏହି ପରିସ୍ଥିତି ରେ ଶାରୀରିକ ସମ୍ପର୍କରେ ରଖନ୍ତୁ ନାହିଁ।

୮.ଯଦି ଗର୍ଭବତୀ ହେବାର ଶେଷ ପର୍ଯ୍ୟାୟରେ ସେକ୍ସ କରୁଛନ୍ତି ତେବେ କେବେ ବି ଫ୍ଲାଟ ପଜିସନ ରେ କରନ୍ତୁ ନାହିଁ ସାଇଡ ପଜିସନ ରେ କରିପାରିବେ।

୯.ଯଦି ଆପଣଙ୍କ ର ଗର୍ଭ ରେ ଯାଆଁଳା ପିଲା ରହିଛନ୍ତି ତେବ ଶାରୀରିକ ସମ୍ପର୍କ ରେ ରୁହନ୍ତୁ ନାହିଁ।

୧୦.ଯଦି ଆପଣଙ୍କ ର ପୁରୁଷ ସାଥି ଙ୍କର STD ଭଳି ରୋଗ ର ସମସ୍ୟା ରହିଥାଏ ତେବେ ଗର୍ଭବତୀ ଅବସ୍ଥାରେ ସେକ୍ସ କରିବା ଉଚିତ ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।