ଜେଲ୍ ରେ ବନ୍ଦୀଥିବା କିଏ ଏହି ପିଙ୍କି ଯିଏ ଜଜ୍ ଙ୍କ ସହିତ ବିବାହ କରୁଛନ୍ତି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଅଛି

0

ଦର୍ଶକବନ୍ଧୁ ଆଜି ଆମେ ଆପଣମାନଙ୍କ ସହ ଏକ ମଜାଳିଆ କଥା ସେୟାର କରିବାକୁ ଯାଉଛୁ। ଆପଣମାନେ ତ ନିଶ୍ଚୟ ଗୋଟେ ମଜାଦାର କାହାଣୀ ସୁଣିଥିବେ, ଯେଉଁଥିରେ କି ଗୋଟେ ଲଭର୍ ଥିବ, ଯିଏକି ନିଜ ପ୍ରେମିକା କୁ ଲଭ୍ ଲେଟର ଦେଉଥିବ। ଏବଂ ଏହି ଲଭ୍ ଲେଟର ତାର ପ୍ରେମିକା ପାଖରେ ପହଞ୍ଚଉଥିବ ଗୋଟେ ଡ଼ାକବାଲା। ତୋ ସେ ନିଜ ପ୍ରେମିକ ଙ୍କୁ ଏହି ଡାକବାଲା ଙ୍କ ସାହାଯ୍ୟରେ ଲଭ୍ ଲେଟର ଦେବା ଚାଲିଥିବେ,

ତେବେ ହଠାତ୍ କଣ ହେବ ନା ସେହି ପ୍ରେମିକା ଜଣଙ୍କ ଲେଟର ପଠାଉଥିବା ପ୍ରେମିକଙ୍କୁ ଭଲ ନ ପାଇ ଡ଼ାକବାଲା ଙ୍କୁ ଭଲ ପାଇ ବସିବେ। ଏହି କାହାଣୀଟି ଆମେ ଆପଣଙ୍କୁ ଏଥିପାଇଁ ଶୁଣାଉଛୁ କି ଏଭଳି ହିଁ ଏକ ଘଟଣା। ଜେଲ୍ ରେ ଥିବା ଏକ ବନ୍ଦୀ ମହିଳା ବିବାହ କରିଛନ୍ତି ଜଣେ ଯଜ୍ ଙ୍କୁ।

ଆପଣମାନେ ଏଇୟା ଭାବୁଥିବେ କି ସେ ମହିଳା ଜଣଙ୍କ ଯଜ୍ ଙ୍କ ସାମ୍ନାରେ ବାର ବାର ଆସିବା କାରଣରୁ ହୁଏତ ପ୍ରେମ ହୋଇଯାଇଥିବା ଓ ବର୍ତ୍ତମାନ ସେମାନେ ବିବାହ କରି ବସିଥିବେ। ହେଲେ ନାଁ ଆଜ୍ଞା, ଘଟଣାଟା ସମ୍ପୂର୍ଣ ଅଲଗା। ତେବେ ପୁରା କଥା ଟା କଣ ଆସନ୍ତୁ ଜାଣିବା।

ନାଆଁ ହେଉଛି ପିଙ୍କି ମୀନା। ଯେକି ରାଜସ୍ଥାନ ରେ ଏଚ୍.ଡି.ଏମ୍ ପୋଜିସନ ରେ ଥିଲେ। ସେହି ସମୟରେ ସେ କଣ କରିଥିଲେ ନା ଏକ ସଡ଼କ ବନାଉଥିବା କମ୍ପାନୀ, ଯାହାର ନାମ ଥିଲା ଭାରତ ମାଲା ପରିୟୋଜନା, ସେହି କମ୍ପାନୀ ଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିଲେ। ଯାହାର ସୂଚନା ମିଳିଥିଲା ଆଣ୍ଟି କରପ୍ସନ୍ ବ୍ୟୁରୋ ଙ୍କୁ ଏବଂ ପିଙ୍କି ମୀନାଙ୍କୁ ସେ ରେଡ୍ ହେଣ୍ଡେଡଲି ଧରିଥିଲେ ଏବଂ ପରବର୍ତ୍ତୀ ସମୟରେ ଜେଲ୍ ମଧ୍ୟ ଯାଇଥିଲେ।

ତେବେ ସେ ଜାନୁଆରୀ ୧୫ ରେ ଗିରଫ ହୋଇଥିଲେ। ବାର ବାର ଜାମିନ ଖାରଜ ହେବା ପରେ ଫେବୃଆରୀ ରେ ତାଙ୍କର ଏହି ଜାମିନ ର ଗୁହାରି କୁ ସ୍ଵୀକୃତି ମିଳିଥିଲା ଫେବୃଆରୀ ୧୦ ରେ। ତେବେ ତାର ପର ମାସ ଫେବୃଆରୀ ୧୬ରେ ପିଙ୍କି ତାଙ୍କର ବିବାହ ସମ୍ପନ୍ନ କରିଥିଲେ। କିନ୍ତୁ ଏହାର ୧୦ ଦିନ ପରେ ମାନେ ଫେବୃଆରୀ ୨୧ରେ ସେ ପୁଣି ଜେଲ୍ ଯାଇଥିଲେ

ତେବେ ପିଙ୍କି ମିନା ଯାହାଙ୍କୁ ବିବାହ କରିଛନ୍ତି ସେ ହେଉଛନ୍ତି ଜଣେ ଜଜ୍। ଯାହାଙ୍କର ନାଁ ହେଉଛି ନରେନ୍ଦ୍ର। ସେ ବର୍ତ୍ତମାନ ରାଜସ୍ଥାନ ଯୁଡିଶିଆଲ୍ ସର୍ଭିସ୍ ଅଧିକାରୀ ରେ ଟ୍ରେନିଂ ମଧ୍ୟ ନେଉଛନ୍ତି। ତେବେ ପିଙ୍କି ମୀନା ଙ୍କ ର ଏହି ଜଜ୍ ଙ୍କ ସହିତ ବିବାହ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଅଛି। ତେବେ ସମ୍ପୂର୍ଣ ଖବର ବାହାର କୁ ଆସିବା ପରେ ଜଣା ପଡ଼ିଛି ପିଙ୍କି ମୀନା ଯାହାକୁ ବିବାହ କରିଛନ୍ତି, ସେ ଜଜ୍ ତାଙ୍କର ପ୍ରେମିକ ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।