ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା – ୧୨ ବର୍ଷ ପରେ ସାପ କାମୁଡ଼ାରେ ମରି ଯାଇଥିବା ପିଲା ଜୀବିତ ଅବସ୍ଥାରେ ଫେରି ଆସିଲା ଏହା କିପରି ସମ୍ଭବ ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ଦେଶ ରେ ପ୍ରତି ବର୍ଷ ଅନେକ ଲୋକ ସାପ କାମୁଡ଼ାରେ ମୃତ୍ୟୁ ବରଣ କରନ୍ତି। ଆମ ଦେଶ ରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଥାଏ। ତେବେ ଯାହା ପାଇଁ ପରିବାର ଲୋକେ ଅନେକ ଦୁଃଖ ଦୁର୍ଦ୍ଦଶା ଭୋଗିଥାନ୍ତି। ତେବେ ଆଜି ସାପ କାମୁଡିବା କଥା କହିବାର କାରଣ ହେଲା ଜଣେ ପୁଅ ଯିଏ ସାପ କାମୁଡ଼ାରେ ୧୨ ବର୍ଷ ତଳେ ମରି ଯାଇଥିଲେ ସେ ଜୀବନ ପାଇ ତାର ଘରକୁ ଫେରିଛି। ଏହା ସତ୍ୟ ନ ଲାଗିଲେ ବି ଏମିତି ଏକ ଘଟଣା ଘଟିଛି। ତେବେ ଉତ୍ତର ପ୍ରଦେଶ ର ବୁଲମ ସହରେ ନିକଟରେ ଥିବା ଗାଁରେ ଏହି ଘଟଣା ଘଟିଛି। ଯାହାକୁ ଶୁଣିବା ପରେ ସାରା ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।


ମୃତ୍ୟୁ ବ୍ୟକ୍ତି ଜୀବନ ପାଇ ଫେରିବା ଏହା କେବଳ ସିନେମା ରେ ଘଟେ। ତେବେ କୁଚିତ ଏମିତି ଘଟଣା ଶୁଣିଥିବେ ସାପ କାମୁଡ଼ାରେ ମୃତ୍ୟୁ ହେବା ପରେ କେହି ଜୀବିତ ହୋଇ ଫେରି ଆସିବାର । କାରଣ ଏହା ଅସମ୍ଭବ। ତେବେ ଆଜିର ଏହି ଘଟଣା ଏହିପରି କିଛି ଘଟିଛି। ବୁଲମ ଗ୍ରାମ ରେ ଥିବା ମଦନ ସିଂ ର ପୁଅ ଗଗନ ହେଉଛି ଏହି ପିଲା। ତେବେ ତାର ବାପା ମାଆ ଯାହା କୁହନ୍ତି ତାହା ହେଲା ଗଗନ କୁ ଯେତେବେଳେ ପ୍ରାୟ ତିନି ବର୍ଷ ହୋଇଥିଲା ସେ ଏକ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିଲା।

ଗଗନ ର ମୃତ୍ୟୁ ପରେ ତାର ପରିବାର ଲୋକେ ତାକୁ ହିନ୍ଦୁ ରୀତି ନୀତି ଅନୁସାରେ ଶବ ସତ୍କାର କରି ଦେଇଥିଲେ। ଶେଷ ରେ ତାର ପରିବାର ଲୋକେ ତାକୁ ଗଙ୍ଗା ନଦୀରେ ଭସାଇ ଦେଇଥିଲେ। ଆଉ ଗଗନ ଆଜି ୧୫ ବର୍ଷ ବୟସ ରେ ଜୀବିତ ଅବସ୍ଥାରେ ଘରକୁ ଫେରିଛି। ତେବେ ପ୍ରକୃତ କଥା ଗଗନ ଏବେ ପ୍ରକାଶ କରିଛି।


ଗଗନ ର କହିବା କଥା ହେଲା ସେ ନଦୀରେ ଭାସି ଯାଇ ଏକ କୂଳରେ ଲାଗିଥିଲା। ଏହା ପରେ ତାକୁ କିଛି ସାପ ଖେଳା ଲୋକେ ପାଇ ତାକୁ ସାପ କାମୁଡ଼ାର ଚିକିତ୍ସା ଉପଚାର କରିଥିଲେ। ଆଉ ସେ କିଛି ସମୟ ପରେ ଜୀବନ ପାଇଥିଲା। ତେବେ ତାକୁ ତାର ପରିଚୟ ଏବଂ କିଛି ସ୍ଥାନ ର ନାମ ଜାଣିବା ପରେ ଏହି କେଳା ମାନେ ଆଣି ତାକୁ ତାର ପରିବାର ଲୋକ ପାଖରେ ଛାଡି ଯାଇଛନ୍ତି। ତେବେ ଗଗନ ର ପରିବାର ଏବେ ଗଗନ କୁ ପାଇବା ପରେ ଅନେକ ଖୁସି ହୋଇ ପଡିଛନ୍ତି। କାରଣ ତାଙ୍କର ପୁଅ ଜୀବିତ ହୋଇ ଫେରିବା ତାଙ୍କ ପାଇଁ ବଡ଼ ସୌଭାଗ୍ୟ ର କଥା। ତେଣୁ ଗଗନ ଏବେ ୧୫ ବର୍ଷ ର ପୁଅ ଏବଂ ପାଠ ପଢିବାକୁ ଇଚ୍ଛା ଥିବା କଥା ପ୍ରକାଶ କରିଛି। ତେଣୁ ଭଗବାନ ଙ୍କ ଆଶୀର୍ବାଦ ଥିଲେ ମୃତ ବ୍ୟକ୍ତି ମଧ୍ୟ ଜୀବିତ ହୋଇ ଫେରିବା ସମ୍ଭବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।