ଶାସ୍ତ୍ର ବଚନ – ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ଘରେ ଧନ ସମ୍ପତ୍ତି ର ଅଭାବ ହୋଇନଥାଏ

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ। ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ଏକ ସମାଜରେ ବସବାସ କରିବା ପାଇଁ କେତକ ନିତି ଦିନିଆ ପ୍ରଥା କି ମାନିବାକୁ ହୋଇଥାଏ ଏବଂ ଏହାକୁ ନମାନିବା କାରଣ ରୁ ଆମକୁ ବହୁତ ଅସୁବିଧା ର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ ।

ତେବେ ବନ୍ଧୁଗଣ ଆମର ସାରା ଦିନର କାର୍ଯ୍ୟ ପରେ ଆମେ ବହୁତ ଥକି ଯାଇଥାଉ ଏବଂ ଶୋଇବା କୁ ଆସିଥାଉ। କିନ୍ତୁ କେବେ କେବେ ଆମେ ଅଜାଣତରେ ଶୋଇବା ସମୟରେ କିଛି ଏପରି ଭୁଲ କରିଥାଉ ଯାହା ଆମର ଦୁର୍ଭାଗ୍ୟ କୁ ଡାକିଆଣିଥାଏ। ତେବେ ଆମେ ଆଜି ଏହି ପୋଷ୍ଟ ରେ ଜଣେଇବୁ କି କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ଏବଂ କେଉଁ ଦିଗକୁ ନୁହେଁ।

୧.ଆପଣ ମାନେ ଶୋଇବା ବେଳେ ଉତ୍ତର ଦିଗ ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଶାସ୍ତ୍ର ଅନୁସାରେ ଶୁଭ ଅଟେ। କିନ୍ତୁ ଭୁଲ ରେ ବି ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଆମ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।

୨.ଶାସ୍ତ୍ର ଅନୁସାରେ କୁହାଯାଏ କି ଦକ୍ଷିଣ ଦିଗ କୁ ମୁଣ୍ଡ କରି ଶୋଇବା ମଧ୍ୟ ବହୁତ ଶୁଭ ଅଟେ।ଏହା ଦ୍ବାରା ଆପଣଙ୍କ ର ଆୟୁଷ ବୃଦ୍ଧି ହେବା ସହ ଜ୍ଞାନ ପ୍ରଖର ହୋଇଥାଏ। ସେମାନେ ଜୀବନରେ ସଫଳତା ହାସଲ କରନ୍ତି ଏବଂ ତାଙ୍କର ଜୀବନ ସୁଖମୟ ହୋଇଥାଏ।

୩.ଯେଉଁ ବ୍ୟକ୍ତି ମାନେ ପଶ୍ଚିମ ଦିଗକୁ ମୁଣ୍ଡ କରି ସୋଇଥାନ୍ତି ସେମାନ ଙ୍କ ଜୀବନ ରେ ଅନେକ ସମସ୍ୟା ଆସିଥାଏ। ସେମାନେ ସବୁବେଳେ ବିଚଳିତ ହୋଇଥାନ୍ତି ଏପରି କି ଶୋଇବା ସମୟରେ ମଧ୍ୟ ତାଙ୍କର ମୁଣ୍ଡ ଶାନ୍ତ ହୋଇନଥାଏ।

୪.ଯେଉଁ ବ୍ୟକ୍ତି ମାନେ ଉତ୍ତର ଦିଗ କୁ ମୁଣ୍ଡ କରି ସୋଇଥାନ୍ତି। ସେମାନେ ତାଙ୍କ ଜୀବନରେ ଅନେକ କ୍ଷତି ସହିବାକୁ ପଡ଼ିଥାଏ।ଏମାନେ କେବେ ଖୁସିରେ ରହିବା କଷ୍ଟକର ହୋଇଥାଏ।

୫.ଖାଲି ଏତିକି ନୁହେଁ ବରଂ ଶୋଇବା ସେଜ ବା ବେଡ଼ ଟି ଯଦି ବାଉଁଶ କିମ୍ବା ପଳା ଶ ବୃକ୍ଷ ରେ କାଠ ରେ ପ୍ରସ୍ତୁତ ହୋଇଛି ।ତେବେ ତାହା ଉପରେ ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ।

୬.ଦିନରେ ଶୋଇବା ବ୍ୟକ୍ତିଙ୍କ ପ୍ରତି ଅଶୁଭ ହୋଇଥାଏ ।ବାସ୍ତୁ ଵଚନ ଅନୁସାରେ ଦିନରେ ଅଧିକ ସମୟ ଶୋଇବା ଦ୍ବାରା ବିଭିନ୍ନ ରୋଗ ହୋଇଥାଏ। କିନ୍ତୁ କେବଳ ଗ୍ରୀଷ୍ମ ଦିନରେ ଆପଣ ଦିନରେ ସୋଇପାରିବେ ।

୭.ତେବେ ଜଣେ ବ୍ୟକ୍ତିଙ୍କୁ ରାତିରେ ୭-୮ ଘଣ୍ଟା ଶୋଇବା ଆବଶ୍ୟକ ।ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।