ଦେଖନ୍ତୁ ଭିଡ଼ିଓ – ରାଜଧାନୀ ଭୁବନେଶ୍ୱରର ବିଚ ରାସ୍ତାରେ ପ୍ରେମୀ ଯୁଗଳଙ୍କ ଅଜବ ଦୃଶ୍ୟ ଏବେ ସୁଦ୍ଧା 1ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି

0

ଅମର ରାଜଧାନୀ ଭୁବନେଶ୍ୱର ରେ ଏବେ ବଢି ଚାଲିଛି ଖୁଲମ୍ ଖୁଲା ପ୍ରେମିକ ପ୍ରମିକା ଙ୍କ ଉତ୍ପାତ। କାହାକୁ ଭି ସେମାନେ ଆଉ ମାନୁ ନାହାଁନ୍ତି। ଆଗରୁ ହୋଟେଲ୍ ଏବଂ ପାର୍କ ରେ ଏସବୁ କାର୍ଯ୍ୟ କରୁଥିଲେ ହେଲେ ଏବେ ରାସ୍ତା ଉପରେ ଭି ଚାଲିଛି ଖୋଲା ଖୋଲି ଡ୍ରାମା। ଯାହାକୁ ରାସ୍ତାରେ ଯାଆ ଆସ କରୁଥିବା ଲୋକ ମାନେ ମଧ୍ୟ ଦେଖି ଉପଭୋଗ କରୁଛନ୍ତି। ଛିଃ କହିବ ଏମାନଙ୍କୁ। ଆଜି କାଲି କା ଏଇ ପ୍ରେମୀ ଯୁଗଳ ମାନଙ୍କର ଲଜ୍ୟା ସରମ ବୋଲି ଗୋଟେ ଜିନିଷ ଟିକେ ହେଲେ ଭି ନାହିଁ।

ଏବେ ଏହି ସମାଜରେ ଯାହା ସବୁ ଘଟୁଛି ସେସବୁରୁ ପ୍ରେମର ସଂଜ୍ଞା କଣ ଆପଣମାନେ ସମସ୍ତେ ଜାଣି ପାରୁଥିବେ। ତେବେ ଖାଲି ଆମେ ନୋହୁଁ ଆପଣ ମାନଙ୍କ ମନରେ ମଧ୍ୟ ନିଶ୍ଚିତ ଭାବରେ ସମାନ ପ୍ରଶ୍ନ ଆସୁଥିବ ଯେ କଣ ବାସ୍ତବରେ ଏହା ପ୍ରେମ ନା ଆଉ କିଛି।

ସତ କହିବାକୁ ଗଲେ ଆଜିକାଲି ପ୍ରେମ ର ଅର୍ଥ ହେଉଛି କାମନା ଏବଂ ବାସନା। ଲୋକେ ନିଜର ମନର ଆକାଂକ୍ଷା କୁ ପୁରା କରିବା ପାଇଁ ପ୍ରେମ କରୁଛନ୍ତି। ଏଥିରେ ତିଳେ ହେଲେ ତ୍ୟାଗ ନାହିଁ। ଆଜି କାଲି ପ୍ରେମ କରୁଛନ୍ତି ଓ ତାପରେ ପ୍ରତାରଣା। ହେଲେ ଏଥିରେ ଗୋଟେ ସମସ୍ୟା ଯେ ଆଜିକାଲିକା ପ୍ରେମ ପାଇଁ ଲୋକ ତାଙ୍କ ନିଜ ଜୀବନକୁ ଜାଣିଶୁଣି ଖରାପ କରିବାକୁ ମଧ୍ୟ ପଛାଉ ନାହାନ୍ତି।

ତେଣୁ ପ୍ରେମୀ ଯୁଗଳ ଙ୍କ ମଧ୍ୟରୁ ଜଣେ ପ୍ରତାରଣାର ଶିକାର ହୋଇ ଭୁଲ୍ ରାସ୍ତାକୁ ଆପଣେଇ ନେଉଛି। କେହି କେହି ନିଜ ଜୀବନ ଦେବାକୁ ଭି ତିଳେ ମାତ୍ର ସଙ୍କୋଚ କରୁ ନାହାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହୁଛୁ ଏମିତି ଏକ ଘଟଣା ଯେଉଁଟା କି ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ତେବେ ଖବର ଅନୁସାରେ, ଏହି ଘଟଣା ଘଟିଛି ମାର୍ଚ୍ଚ ୨୨ ତାରିଖ ସୋମବାର ଦିନ ରାଜଧାନୀ ଭୁବନଶ୍ବର ର ଭରତପୁର ରାସ୍ତା ରେ। ବିଶେଷ ସୂତ୍ର ରୁ ଜଣା ପଡିଛି କି ଗୋଟେ ଝିଅ ଏବଂ ତାର ଏକ ପୁରୁଷ ବନ୍ଧୁ ମଟର ସାଇକେଲ ରେ ସେହି ରାସ୍ତା ଦେଇ ଯାଉଥିଲେ। ତାପରେ ହଠାତ୍ କଥା ବାର୍ତ୍ତା କରିବା ପାଇଁ ରାସ୍ତା କଡ଼ରେ ନିଜ ଗାଡ଼ି ଅଟକାଇ ଦେଇଥିଲେ। କିନ୍ତୁ ଦେଖିଥିବା ଲୋକ ମାନଙ୍କ ମୁତାବିକ ସେ ଝିଅ ଟି ଦୁଃଖୀ ଜଣା ପଡୁଥିଲା।

ତାପରେ ସେ ଝିଅ ଟି ତାଙ୍କ ପୁରୁଷ ବନ୍ଧୁ ଙ୍କ ଉପରେ ଚିଲ୍ଲାଉଥିବା ଓ କୌଣସି କଥା କୁ ନେଇକି ଝଗଡ଼ା କରୁଥିବାର ଦେଖା ଯାଇଥିଲା। ତାପରେ ସେ ଝିଅଟି ସାଙ୍ଗେ ସାଙ୍ଗେ ନିଜ ବ୍ୟାଗ୍ ରୁ ଗୋଟେ ବୋତଲ ଖୋଲି କିଛି ପିଇ ଦେଲେ ଏବଂ ତାପରେ ମଧ୍ୟ ରାସ୍ତା ସାଇଡ଼ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ।

ତାପରେ ସେ ରାସ୍ତା ଉପରେ ହିଁ ବେହୋସ୍ ହୋଇଯାଇଥିଲେ। କିନ୍ତୁ ତାଙ୍କ ପୁରୁଷ ବନ୍ଧୁ ଏବଂ କିଛି ସ୍ଥାନୀୟ ଲୋକ ତାଙ୍କୁ ବଞ୍ଚେଇ ନେଇଥିଲେ। ହେଲେ ସତ ଘଟଣା ଟା କଣ ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡି ନାହିଁ। ହେଲେ ରାସ୍ତା ଉପରେ ଘଟିଥିବା ଏହି ପୁରା ଘଟଣା ର ଚିତ୍ର କୌଣସି ଫିଲ୍ମ ଠୁ କମ ନ ଥିଲା ବୋଲି ଦେଖଣା ହାରୀ ଙ୍କ ମତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।