ପ୍ରଥମଥର ପାଇଁ ଦେଖନ୍ତୁ ଅନୁ ଚୌଧୁରୀ ଙ୍କ ସ୍ଵାମୀ କିଏ ? ଯାହାଙ୍କୁ ଆଗରୁ କେବେବି ଦେଖି ନଥିବେ…

0

ବିବାହ ପାଇଁ ଯୋଡ଼ି ମୁଖ୍ୟତଃ ସ୍ଵର୍ଗରୁ ବନିଥାଇ।ତେବେ କାହା ଭାଗ୍ୟରେ କଣ ଅଛି ସେଟା ଭଗବାନ ହିଁ ଜାଣିଛନ୍ତି।ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବହୁ ଅଭିନେତା ଅଭିନେତ୍ରୀ ପରସ୍ପରକୁ ବିବାହ ବନ୍ଧନ ରେ ବାନ୍ଧିଛନ୍ତି।ବିବାହ ସମ୍ପର୍କ ଏକ ମଧୁର ସମ୍ପର୍କ। ଯେଉ ସମ୍ପର୍କ ରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ।ସମ୍ପର୍କ କୁ ସର୍ବଦା ମଧୁମୟ କରିବା ଉଚିତ୍।ତେବେ ଯଦି ସେହି ମଧୁର ସମ୍ପର୍କରେ ଟିକିଏ ତିକ୍ତତା ଆସିଯାଏ

।ତେବେ ସେହି ସମ୍ପର୍କ ର ଆଉ କିଛି ମୂଲ୍ୟ ରହେନା।ଫଳରେ ସେହି ସମ୍ପର୍କ ରେ ଚିରଦିନ ପାଇଁ ବିଚ୍ଛେଦ ଘଟିଥାଏ।ତେବେ ଆସନ୍ତୁ ଜାଣିବା ଏକ ଗୋପନୀୟ କଥା ବିଷୟରେ।ଯାହାକି ଆଗରୁ ଆପଣ ଜାଣିନଥିବେ।ଓଡ଼ିଆ ସିନେ ଜଗତର ଅଭିନେତ୍ରୀ ଅନୁ ଚୌଧୁରୀ କାହାକୁ ବିବାହ କରିଥିଲେ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୨୦ ଦଶକରେ ବହୁ ଅଭିନେତ୍ରୀ ରାଜ୍ କରୁଥିଲେ। ତନ୍ମଧ୍ୟରୁ ଜଣେ ଥିଲେ ଅନୁ ଚୌଧୁରୀ। ଯେକି ଅନିନ୍ଦ୍ୟ ସୁନ୍ଦରୀ ନାୟିକା।ତାଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି ର କୁଇଁନ କହିଲେ ଅତ୍ୟୁକ୍ତି ହେବ ନାହିଁ।ନିଜର ଅପରୂପ ସୋନ୍ଦର୍ଯ୍ୟ ଓ ଅଭିନୟ ବଳରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ରାଜ୍ କରୁଥିଲେ।ଏଥି ସହ ନିଜର ରୂପ ତଥା ଅଭିନୟ ଯାଦୁ ବଳରେ ଦର୍ଶକ ଙ୍କ ମନରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ ବନାଇଥିଲେ।

ସେହି ୨୦ ଦଶକ ସମୟରେ ସେ ଥିଲେ ଜଣେ ହିଟ ଓ ଲୋକପ୍ରିୟ ଅଭିନେତ୍ରୀ।ସେ ବହୁ ପ୍ରଖ୍ୟାତ ସୁପର ଷ୍ଟାର ଅଭିନେତା ଙ୍କ ସହ ବହୁ ଚଳଚ୍ଚିତ୍ର କରିଛନ୍ତି।ଅନେକ ଚଳଚ୍ଚିତ୍ର କେବଳ ତାଙ୍କ ନାମ ପାଇଁ ପରିଚିତ।ତାଙ୍କୁ ଏଭର୍ ଗ୍ରୀନ ବିଉଟି ମଧ୍ୟ କୁହାଯାଏ।ଆଜି ବି ତାଙ୍କ ସୁନ୍ଦରତା ନୂଆ ନାୟିକା ଙ୍କୁ ପଛରେ ପକାଇଦେବ।

ତେବେ ଅନୁ ଚୌଧୁରୀ ୨୦୦୬ ମସିହାରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।ସେ ଏକ ବ୍ୟବସାୟୀ ଯାହାଙ୍କ ନାମ ସନ୍ଦୀପ ,ତାଙ୍କୁ ବିବାହ କରିଥିଲେ।ଉଭୟ ଭୁବନେଶ୍ୱର ରେ ଭେଟ ହୋଇଥିଲେ, ଏବଂ ପରେ ପ୍ରେମ ବନ୍ଧନ ରେ ବାନ୍ଧି ହୋଇଥିଲେ।ବିବାହ ର ପରେ ପରେ ସବୁ ଠିକ୍ ଠାକ୍ ଥିଲା।କିନ୍ତୁ ସମୟର ତାଳେ ତାଳେ ଦେଖା ଦେଇଥିଲା ମତ ଭେଦ।ବିବାହ ର ୬ ବର୍ଷ ପରେ ଅର୍ଥାତ୍ ୨୦୧୨ ରେ ଆଉ ଏକ ବିବାହ ହୋଇଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ।ଅଲଗା ହେବା ପରେ ଦୁହେଁ ପୁନର୍ବାର କେବେ ଆଉ ଏକାଠି ହୋଇନଥିଲେ।

ଅନୁ ଚୌଧୁରୀ ଏକାକୀ ଜୀବନ ବିତାଉଛନ୍ତି ଏବଂ ତାଙ୍କ ଜୀବନ ରେ ସେ ବହୁ ସଫଳତା ହାସଲ କରିଛନ୍ତି।ସେ କେବଳ ଓଡ଼ିଆ ନୁହଁ ବରଂ ତେଲୁଗୁ ତାମିଲ ଫିଲ୍ମ ରେ ନିଜ ଅଭିନୟର କଳା ପ୍ରଦର୍ଶନ କରିଛନ୍ତି।ଅନୁ ଙ୍କୁ ଏବେ ୪୦ ବର୍ଷ ହେଲେ ମଧ୍ୟ ସେ ରୂପରେ ପୁରା ଲାବଣ୍ୟ ପ୍ରତିମା।ସତେ ଯେପରି ସମୟ ତାଙ୍କ ପାଇଁ ସ୍ଥିର ହୋଇଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।