ଖୋଲିଗଲୋ ଲୁଚି ରହିଥିବା ଗୁମର କହୁ କହୁ ଶେଷରେ ଝିଲ୍ଲିକ୍ କହିଦେଲେ ତାଙ୍କ ବାହାଘର କରିବା ପଛର ସିକ୍ରେଟ କ’ଣ ଥିଲା

0

ଟିଭି ପଛ ପରଦା ରେ ଅନେକ ଅଭିନେତା ଅଭିନେତ୍ରୀ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ଅଭିନୟ ପାଇଁ ଅନେକ ପରିଶ୍ରମ କରିଥାନ୍ତି।ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।

କିଛି ଅଭିନେତା ଅଭିନେତ୍ରି ଓଡ଼ିଆ ଇଣ୍ଡଷ୍ଟ୍ରି ର ନ ହେଇ ମଧ୍ୟ ଓଲିଓଡ ରେ କାମ କରିବାକୁ ପସନ୍ଦ କରିଥାନ୍ତି। ତେବେ ଓଳିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି। ତେବେ ସେମାନଙ୍କ ମଧ୍ୟରେ ଝିଲିକ୍ ଅନ୍ୟତମ। ଆଜି ଆମେ ତାଙ୍କ ବିବାହିତ ଜୀବନ ବିଷୟ ରେ ଜଣାଇବୁ।

ଆପଣ ମାନେ ଜାଣିଥିବେ ଝିଲିକ ଭଟାଚାର୍ଯ୍ୟ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ। ବଙ୍ଗଳା ସିନେମାରେ ଅଭିନୟ କରି ପରେ ଓଡ଼ିଆ ସିନେମା ଜଗତ ରେ ପ୍ରବେଶ କରିଥିଲେ। ଓଡ଼ିଆ ସିନେମା ରେ ନିଜ ଅଭିନୟ ଦ୍ଵାରା ଲୋକ ପ୍ରିୟ ହୋଇ ପାରିଛନ୍ତି।ତେବେ ନିକଟ ରେ ତାଙ୍କର ବାହା ଘର ହୋଇଛି।ସେ ବିଜେଡି ର ନେତା ପ୍ରିତିରଞ୍ଜନ ଙ୍କୁ ବିବାହ କରିଥିଲେ। ବିବାହ ପରେ ଖୁବ୍ ପରିବର୍ତ୍ତନ ଆସିଛି ଝିଲିକ ଙ୍କ ଭିତରେ।

ବଙ୍ଗୀୟ ଝିଅ ରୁ ଜଣେ ଓଡ଼ିଆ ବୋହୂ ଭାବେ ତାଙ୍କର ପରିବର୍ତ୍ତନ ଘଟିଛି। ଶାଶୁ ଘରେ ବ୍ୟସ୍ତ ରହୁଛନ୍ତି ସେ। ଏକ ଇନ୍ତର୍ଭ୍ୟୁ ରେ ଝିଲିକ ଓଡ଼ିଶା ମାଟି ର ବେଶ୍ ପ୍ରଶଂସା କରିଛନ୍ତି। ଯେତେବେଳ ସେ ଓଡ଼ିଶା ମାଟି ରେ ପାଦ ଦେଇ ଥିଲେ ସେତେବେଳେ ସେ ଜଗନ୍ନାଥ ଙ୍କୁ ତାଙ୍କର ବନ୍ଧୁ ଭାବରେ ଗ୍ରହଣ କରିଥିଲେ।

ତେବେ ବିବାହ ପରେ ସେ ଅଭିନୟ ଦୁନିଆ ରୁ ବେଶ୍ ଦୂରେଇ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଦୂରତା ଜଣା ପଡି ନାହିଁ ବୋଲି କହିଛନ୍ତି। କାରଣ ବିବାହ ପରେ ଲକ୍ ଡାଉନ୍ ହୋଇ ଯାଇଥିଲା। ନିଜ ସ୍ବାମୀ ଓ ପରିବାର ଙ୍କ ସହ ବେଶ୍ ଖୁସି ରେ ସମୟ ବିତାଇପରିଛନ୍ତି। ତାଙ୍କୁ ପ୍ରଶ୍ନ କରା ଯାଇଥିଲା କି ସେ ଅଭିନୟ ଦୁନିଆ କୁ ଫେରିବେ କି ନାହିଁ। ତେବେ ସେ ଉତ୍ତର ରେ କହିଥିଲେ ଯେ ମୋର ଦର୍ଶକ ହେଉଛନ୍ତି ଭଗବାନ ।

ଯଦି ସେ ମୋତେ ଦେଖିବାକୁ ଚାହିବେ ତେବେ ନିଶ୍ଚିତ ଭାବରେ ମୁଁ ପୁଣି ଅଭିନୟ କୁ ଫେରିବି। ତେବେ ବର୍ତ୍ତମାନ ସେ ନିଜ ପରିବାର ଓ ସ୍ବାମୀ ଙ୍କ ସହ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ସ୍ବାମୀ ପୋଲଟି ରେ ଥିବାରୁ ତାଙ୍କର ଆଗାମୀ ଦିନ ରେ ପୋଲଟି କୁ ଆସିବାର କୌଣସି ଯୋଜନା ନାହି ବୋଲି ମଧ୍ୟ ମିଡ଼ିଆ ରେ କହିଥିଲେ। ତେବେ ଆଗାମୀ ଦିନ ରେ ଉଭୟ ଦମ୍ପତି ସୁଖ ରେ ଆଗକୁ ବଢନ୍ତୁ ଏହା ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।