Period Problem – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ

0

ଭଗବାନ ଏ ଦୁନିଆଁ ରେ ନାରୀ ଓ ପୁରୁଷ ନାମକ ଦୁଇ ପ୍ରକାରର ମାନବ ଜାତି କୁ ସୃଷ୍ଟି କରିଛନ୍ତି। କିନ୍ତୁ ସେ ନାରୀ ଙ୍କୁ ପୁରୁଷ ଙ୍କର ଠାରୁ ବହୁତ ଭିନ୍ନ ରୂପରେ ଗଠନ କରିଛନ୍ତି। ତେବେ ମହିଳା ମାନଙ୍କ ର ପ୍ରତି ମାସ ରେ ଥରେ ମାସିକ ଋତୁସ୍ରାବ ହେବା କଥା ତ ଆପଣ ମାନେ ଜାଣିଥିବେ ନିଶ୍ଚିତ। ତେବେ ଏହି ମାସିକ ଋତୁସ୍ରାବ ବା ପିରିୟଡ଼ ହେବା ଜଣେ ମହିଳାଙ୍କ ର ପ୍ରଜନନ କ୍ଷମତା କୁ ସୂଚାଇ ଥାଏ।

ତେବେ ଆପଣ ମାନେ ଦେଖିଥିବେ କି ଅନେକ ସମୟରେ ଆମର ପିରିୟଡ୍ସ ହେବାର ଅନିୟମିତତା ଦେଖାଯାଇଥାଏ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ କେଉଁ ସବୁ କାରଣ ରୁ ମାସିକ ଋତୁସ୍ରାବ ରେ ଅନିୟମିତତା ଦେଖାଯାଇଥାଏ। ଏବଂ କଣ ସବୁ ଘରୋଇ ଉପାୟ କରିବା ଦ୍ବାରା ଆପଣଙ୍କ ପିରିୟଡ୍ସ ରେ ଅନିୟମିତତା ଦେଖାଯିବ ନାହିଁ।

ତେବେ ବନ୍ଧୁଗଣ , ଯଦି ପିରିୟଡ୍ସ ୬-୭ ଦିନ ପର୍ଯ୍ୟନ୍ତ ବିଳମ୍ବ ହେଉଥାଏ ତେବେ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ କିନ୍ତୁ ଯଦି ଏହା ୧୪-୧୫ ଦିନ ପର୍ଯ୍ୟନ୍ତ ବିଳମ୍ବିତ ହେଉଛି ତେବେ ଏହା ନିଶ୍ଚିତ ଭାବରେ ଚିନ୍ତାର କାରଣ ଅଟେ। ତେବେ ଯଦି ଆପଣଙ୍କ ପିରିୟଡ୍ସ ଅଧିକ ଦିନ ପର୍ଯ୍ୟନ୍ତ ହେଉନାହିଁ ତେବେ ପ୍ରଥମେ ପେଗନେଟସି ଚେକ କରିନିଅନ୍ତୁ ।ତେବେ ଆସନ୍ତୁ ଜାଣିବା ପିରିୟଡ୍ସ ନହେବାର କାରଣ କଣ ବୋଲି ।

ପିରିୟଡ୍ସ ନହେବାର କାରଣ:-

୧.ପ୍ରଥମ କାରଣ ହେଉଛି ଗର୍ଭବତୀ ହେବା । ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି ତେବେ ତାଙ୍କର ପିରିୟଡ୍ସ ହୁଏ ନାହିଁ ।ତେଣୁ ପିରିୟଡ୍ସ ବିଳମ୍ବ ହେବା ପରେ ପେଗନେଟସି ପରୀକ୍ଷା କରିନିଅନ୍ତୁ ।
୨.ଅତ୍ୟଧିକ ଚିନ୍ତା ବା ମାନସିକ ଚାପ ରେ ରହିବା ଦ୍ବାରା ମଧ୍ୟ ମାସିକ ଋତୁସ୍ରାବ ରେ ଅନିୟମିତତା ଦେଖା ଦେଇଥାଏ। ତେଣୁ ଅଧିକ ମାନସିକ ଚିନ୍ତାରେ ରୁହନ୍ତୁ ନାହିଁ ।
୩.ଆମର ସ୍ୱାସ୍ଥ୍ୟ ର ଓଜନ ବୃଦ୍ଧି ଏବଂ ହ୍ରାସ ହେବା ଉପରେ ମଧ୍ୟ ଆମର ମାସିକ ଋତୁସ୍ରାବ ରେ ଅନିୟମିତତା ଦେଖାଯାଇଥାଏ।ଏକ ଗବେଷଣା ରେ ଦେଖାଯାଇଛି ଯେ ଯେଉଁ ବ୍ୟକ୍ତି ମାନଙ୍କର ଅତ୍ୟଧିକ ଓଜନ କିମ୍ବା ଅତ୍ୟଧିକ ହ୍ରାସ ହେବା କାରଣରୁ ପିରିୟଡ୍ସ ଠିକ ସମୟରେ ହୋଇନଥାଏ।

ପିରିୟଡ୍ସ ନିୟମିତ ହେବାର ଘରୋଇ ଉପଚାର :-

୧.ପିରିୟଡ୍ସ ର ନିୟମିତତା ପାଇଁ ଆପଣ ଅଧିକ ଗରମ ଜାତୀୟ ଜିନିଷ ତଥା ସପୁରୀ,ଖେଜୁରୀ, ପାପାୟର ସେବନ କରନ୍ତୁ।
୨.ପିରିୟଡ୍ସ ର ଅନିୟମିତତା ଦେଖାଦେଲେ , ଜିରା କୁ ଗରମ ପାଣିରେ ଫୁଟନ୍ତୁ ଏବଂ ପରେ ସେହି ପାଣି କୁ ଥଣ୍ଡା କରି ଦିନରେ ଦୁଇ ଥର ସେବନ କରନ୍ତୁ। ମାତ୍ର ଦୁଇ ଦିନ ମଧ୍ୟରେ ପିରିୟଡ୍ସ ହେବା ନିଶ୍ଚିତ।

୩.ଅଦା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।ତେବେ ଏହା ଆପଣଙ୍କର ପିରିୟଡ୍ସ ରେ ବିଳମ୍ବ ହେଲେ ଗୋଟିଏ ୨ ଇଞ୍ଚ ର ଅଦାକୁ ଛୋଟ କରି କରିନିଅନ୍ତୁ ଏବଂ ତାହାକୁ ଏକ ଗ୍ଲାସ ପାଣିରେ ଫୁଟାଇ ସେହି ପାଣି କୁ ସେବନ କରନ୍ତୁ। ମାତ୍ର ଦୁଇ ଦିନ ମଧ୍ୟରେ ଆପଣଙ୍କ ର ପିରିୟଡ୍ସ ହେବା ନିଶ୍ଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।