Ajira Anuchinta – ଗର୍ଭବତୀ ନାରୀ ଏହିସବୁ ସ୍ୱପ୍ନ ଦେଖିଲେ ହୋଇଯାଅନ୍ତୁ ସାବଧାନ ନଚେତ୍ ହୋଇପାରେ ଏହିସବୁ ଭୟଙ୍କର ଘଟଣା

0

ଜଣେ ବ୍ୟକ୍ତି ର ନିତିଦିନିଆ ଜୀବନରେ ସ୍ୱପ୍ନ ଆସିବା ସାଧାରଣ କଥା ଅଟେ। ତେବେ ସ୍ୱପ୍ନ ରେ ଆମେ ଅନେକ ପ୍ରକାରର ଜୀବଜନ୍ତୁ , ପଶୁପକ୍ଷୀ ତଥା ଅନେକ ଘଟଣା ବିଷୟରେ ଦେଖିଥାଉ ।କିନ୍ତୁ ଆପଣ ଜଣିଛନ୍ତି କି ଏହା ଆପଣଙ୍କୁ ନିଜର ଭବିଷ୍ୟତ ବିଷୟରେ ସୂଚନା ଦେଉଛି ବୋଲି ।ତେବେ ଆସନ୍ତୁ ଜାଣିବା ସ୍ୱପ ରେ କଣ ଦେଖିଲେ କଣ ହୁଏ ବୋଲି ।

୧.ଯଦି ଆପଣ ସ୍ୱପ୍ନ ରେ ଅଁଳା କୋଳି ବା ଅଁଳା ଗଛ କୁ ଦେଖିଥାନ୍ତି ତେବେ ନିଶ୍ଚିତ ହୋଇଯାଅନ୍ତୁ କି ଆପଣଙ୍କୁ ଆଗକୁ କିଛି ଶୁଭ ସମାଚାର ଆସିବାକୁ ଯାଉଛି।
୨.ଯଦି ଜଣେ ଗର୍ଭବତୀ ମହିଳା ନିଜ ସ୍ୱପ୍ନରେ ସନ୍ୟାସୀ ବାବା ଙ୍କୁ ଦେଖିଥାନ୍ତି ତେବେ ଜାଣି ରଖନ୍ତୁ କି ସେହି ମହିଳାଙ୍କ ର ଗର୍ଭନଷ୍ଟ ହୋଇଯିବ ।
୩.ଯଦି ଆପଣ ସ୍ଵପ୍ନ ରେ ମୟୁର ଖେଳୁଥିବା ର ଦେଖୁଛନ୍ତି ତେବେ ଏହା ଆପଣଙ୍କୁ ସୂଚନା ଦେଇଥାଏ କି ଆପଣଙ୍କୁ ଅକସ୍ମାତ ଭାବରେ ଧନ ପ୍ରାପ୍ତ ହେବାକୁ ଯାଉଛି।
୪.ଯଦି ଆପଣ ସ୍ୱପ୍ନରେ ନେଉଳକୁ ଦେଖନ୍ତି ତେବେ ଆପଣଙ୍କ ଉପରକୁ କିଛି ବିପଦ ଆସିବାର ସଂକେତ ରହିଛି।ଆଉ ସ୍ୱପ୍ନରେ ବାଘ ଦେଖିଲେ ଆପଣଙ୍କ ର ଶତ୍ରୁ ଆପଣଙ୍କ ଠାରୁ ଦୁରେଇଯିବ କିମ୍ବା ହାର ମାନିନେବ ।

୫.ଯେଉଁ ବ୍ୟକ୍ତି ମାନେ ସ୍ୱପ୍ନରେ ବାରିକ ଚୁଟି କାଟୁଥିବାର ଦେଖିଥାନ୍ତି ଏହା ତାଙ୍କ ପାଇଁ ଭବିଷ୍ୟତରେ ଅଶୁଭ ସଂକେତ ଦେଇଥାଏ।
୬.ଯଦି ଆପଣ ସ୍ୱପ୍ନ ରେ କଦଳୀ ଗଛର ଭଣ୍ଡା ବାହାରୁ ଥିବାର ଦେଖନ୍ତି ତେବେ ବହୁତ ଶୀଘ୍ର ଆପଣ ସଂତାନ ଲାଭ କରିବାକୁ ଯାଉଛନ୍ତି ।
୭.ଯେଉଁ ବ୍ୟକ୍ତି ମାନେ ସ୍ୱପ୍ନ ରେ ବାଇଗଣ ସହ ଗଛ ଖାସ କରି କଳା ବାଇଗଣ କୁ ଦେଖିଥାନ୍ତି ତାଙ୍କର ଭବିଷ୍ୟତରେ ବହୁତ ଅନିଷ୍ଟ ହେବାକୁ ଯାଉଛି ବୋଲି ସୂଚନା ଆସିଥାଏ।
୮.ଯେଉଁ ଗର୍ଭବତୀ ମହିଳା ମାନେ ସ୍ୱପ୍ନ ରେ ପାଚିଲା ପଣସ ର ସ୍ୱପ୍ନ କୁ ଦେଖିଥାନ୍ତି ସେମାନଙ୍କ ର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ।ସେହିପରି ଯେଉଁ ମହିଳା କଞ୍ଚା ପଣସ କୁ ଦେଖନ୍ତି ତାଙ୍କୁ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ।

୯.ଯଦି ଆପଣ ସ୍ୱପ୍ନ ରେ ପଣ୍ଡିତ ବା ବ୍ରାହ୍ମଣ ଙ୍କୁ ଦେଖନ୍ତି କିମ୍ବା ପାଣି ପୁରା ଥିବା ପୋଖରୀ କୁ ଦେଖନ୍ତି ତେବେ ଆପଣଙ୍କ ର ଗ୍ରହ ଓ ନକ୍ଷତ୍ର ସବୁ ଶାନ୍ତ ରହିଛନ୍ତି ଏବଂ ଆପଣଙ୍କ ଇଚ୍ଛା ସବୁ ଖୁବ ଶୀଘ୍ର ପୁରଣ ହେବାକୁ ଯାଉଛି।
୧୦.ଯେଉଁ ବ୍ୟକ୍ତି ମାନେ ଅଭଡ଼ା ଖାଇବାର ସ୍ୱପ୍ନ ଦେଖନ୍ତି ତାଙ୍କର ସୌଭାଗ୍ୟ ଆସିଥାଏ। ସ୍ୱପ୍ନରେ ବାଛୁରୀ ପିଲା ଜନ୍ମ ହେବାର ଦେଖିବା ମଧ୍ୟ ଶୁଭ ହୋଇଥାଏ।
୧୧.ସେହିପରି ସ୍ୱପ୍ନରେ ଟଙ୍କା କୁ ଦେଖିଲେ ଆଗକୁ ଆପଣଙ୍କ ର ଅଧିକ ଖର୍ଚ୍ଚ ହେବାକୁ ଯାଉଛି।ଏବଂ ଧଳା ପେଚାକୁ ଦେଖିଲେ ଧନ ପ୍ରାପ୍ତି ଯୋଗ ଆସିଥାଏ।

୧୨.ରବିବାର ଦିନ ସ୍ୱପ୍ନ ଦେଖିଲେ ସୂର୍ଯ୍ୟ ଦେବଙ୍କୁ , ସୋମବାର ଦିନ ଶିବ , ମଙ୍ଗଳବାର ରେ ମା ମଙ୍ଗଳା, ବୁଧବାର ରେ ବୁନ୍ଦାବତୀ,ଗୁରୁବାର ରେ ମାଲକ୍ଷ୍ମୀ,ଶୁକ୍ରବାର ରେ ବୁଧଦେବ,ଶନିବାର ରେ ମା କାଳୀ ଙ୍କୁ ଦର୍ଶନ କରନ୍ତୁ ଶୁଭ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।