Ollywood ର ଏହି ଲୋକପ୍ରିୟ ଅଭିନେତ୍ରିଙ୍କୁ ରାତାରାତି ବିବାହ କରିଲେ ଅଭିନେତା ଅମ୍ଳାନ ଜାଣନ୍ତୁ ଏହା ପଛରେ ଲୁଚିରହିଥିବା ସତ୍ୟତା

0

ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଓ ପ୍ରତିଭାବାନ ଅଭିନେତ୍ରୀ ହେଉଛନ୍ତି ଶୀତଳ ପାତ୍ର। ଯିଏ ବହୁ କମ୍ ସମୟ ରେ ନିଜର ଜବରଦସ୍ତ ଅଭିନୟ ଫଳ ରେ ଲୋକ ପ୍ରିୟ ହୋଇପାରିଛନ୍ତି । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋଇନ୍ ଶୀତଳ ଙ୍କ ବିଷୟରେ। ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ । ତାଙ୍କର ସୁନ୍ଦରତା ଓ ଅଭିନୟ ର ଯାଦୁ ଫଳ ରେ ବହୁତ ଅଳ୍ପ ସମୟରେ ଓଡ଼ିଆ ର ଘରେ ଘରେ ପରିଚିତ ହେବା ସହିତ ଉଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି।

ଆପଣମାନେ ଦେଖିଥିବେ ଶୀତଲ ଭଲ ଅଭିନୟ କରିବା ସହିତ ଭଲ ନାଚ ମଧ୍ୟ କରନ୍ତି । ସେ ତାଙ୍କ ଅଭିନୟ ଯାଦୁ ରେ ଦର୍ଶକ ମାନ ଙ୍କୁ ବାନ୍ଧି ରଖିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରିଥାନ୍ତି । ଓଡ଼ିଶାର ରାଜଧାନୀ ଭୁବନଶ୍ୱର ରେ ଜନ୍ମ ଗ୍ରହଣ କରିଥିବା ଶୀତଲ,

୨୦୧୫ ରେ ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ୍ “ଯିଏ ଯାହା କହୁ ମୋର ଢୋ” ଜରିଆ ରେ ଓଲିଉଡ଼ ରେ ନିଜର ପାଦ ଥାପିଥିଲେ। ଏଥିରେ ତାଙ୍କ ବିପକ୍ଷ ରେ ଥିଲେ ଅଭିନେତା ବାବୁଶାନ୍। ଫିଲ୍ମ୍ ଟି ବହୁତ୍ ସୁପର ହିଟ୍ ମଧ୍ୟ ହୋଇଥିଲା। ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। “ତୁ ଯେ ସେଇ” ଓ “ପ୍ରେମରେ ପ୍ରେମରେ” ଓ “ତୋର ଦିନେ କୁ ମୋର ଦିନେ” ଆଦି ଗୋଟେ ପରେ ଗୋଟେ ସିନେମାରେ ତାଙ୍କ ଅଭିନୟ ର ଯାଦୁ ଦେଖାଇଥିଲେ।

 

ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହବା ରେ ଲାଗିଛି ଶୀତଲ ଙ୍କ ଏକ ଫଟୋ ଯେଉଁଥିରେ ସେ ବୋହୂ ବେଶରେ ନଜର ଆସିଛନ୍ତି ଆଉ ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ଶୀତଳ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ସହିତ ଅମ୍ଳାନ ବି ଏ କଥା ଟି ସମ୍ପୂର୍ଣ୍ଣ ଭାବରେ ମିଛ  । ଅମ୍ଳାନ ବିବାହ କରି ସାରିଛନ୍ତି , ଭୂମିକାକୁ ଏହା ମାତ୍ର ଫିଲ୍ମ ସୁଟିଂ ପାଇଁ ଏଭଳି ଫଟୋ ଭାଇରାଲ ହେଉଛି ।
ହେଲେ ନା ଆଜ୍ଞା ଏହି କଥା ଟି ସମ୍ପୂର୍ଣ୍ଣ ଭାବରେ ସତ ନୁହଁ। ଦର୍ଶକ ବନ୍ଧୁ ଆମେ ଏଠି ଆପଣ ମାନଙ୍କୁ କହି ରଖୁଛୁ ଯେ ତାଙ୍କର ଏହି ବିବାହ ଫଟୋ ଟି ସତ କିନ୍ତୁ ରିଲ୍ ଲାଇଫ ରେ। ରିଅଲ ଲାଇଫ ରେ ନୁହେଁ । ସୂଚନା ମିଳିଥିବା ହିସାବରେ ଏହି ଫଟୋ ଟି ତାଙ୍କର ସୁଟିଂ ସେଟ୍ ର ଯାହା ଆଗକୁ ଆସିବାକୁ ଯାଉଛି ଏହି ଫିଲ୍ମ୍ ର ନା ଟି ହଉଛି “ଆକ୍ସିଡେଣ୍ଟାଲ୍ ମ୍ୟାରେଜ୍” ଯାହା ର ସୁଟିଂ ବର୍ତ୍ତମାନ ଖୁବ୍ ଜୋର୍ ସୋର୍ ରେ ଚାଲିଛି ଏହି ଫିଲ୍ମ୍ ଟି ଖୁବ୍ ଶୀଘ୍ର ରିଲିଜ୍ ହେବାର ମଧ୍ୟ ଆଶା ରଖା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।