ଚଉଠି ରାତି ପରଦିନ ଦୁଇ ଭଉଣୀ.. ଏହି ହସକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ – Odia Jokes ଝିଅ;

0

ବନ୍ଧୁଗଣ ପ୍ରତିଦିନ କିଛି ସମୟ ହୃଦୟ ଖୋଲା କରିକି ହଂସିବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ବିଶେଷ କରି ହୃଦରୋଗ ପାଇଁ। ନିଜ କାମ ଚିନ୍ତାକୁ ଦୁର କରି କିଛି ସମୟ ପାଇଁ ମନୋରଞ୍ଜନ କରିବା ନିହାତି ଆବଶ୍ୟକ। ତେବେ ପ୍ରିୟ ବନ୍ଧୁଗଣ ଆପଣମାନଙ୍କ ମୁହଁରେ ହଁସ ଆଣିବା ପାଇଁ ଆଜି ଆମେ ଆପଣମାନଙ୍କ ପାଇଁ କିଛି ମଜାଦାର ଓଡ଼ିଆ ଜୋକ୍ସ୍ ନେଇ ଆସିଛୁ। ଏହି ଜୋକ୍ସ୍ କୁ ପଢିବା ପରେ ଆପଣମାନେ ନିଶ୍ଚୟ ବହୁତ ହସିବେ।

1. ସ୍ତ୍ରୀ ଅଚାନକ ସ୍ବାମୀକୁ ଜୋର୍ ରେ ଗୋଇଁଠା ପକାଇଲେ।
ସ୍ବାମୀ: ବିଚରା ବିଳବିଳାଇ କି, କଣ ପାଇଁ ମାରିଲ?
ସ୍ତ୍ରୀ: ମଶା ଥିଲା। ମୋର ଥାଉ ଥାଉ ତୁମର ରକ୍ତ ଆଉ କିଏ ଶୋଷିବ, ମୋତେ ବର୍ଦାସ୍ତ ହେବ ନାହିଁ।

2. ପତ୍ନୀ: ଆଜି ଆମର ବିବାହ କୁ ୨୫ ବର୍ଷ ହୋଇଗଲା, ଏହା ଆଶ୍ଚର୍ଯ୍ୟଜନକ, କେତେ ବର୍ଷ ବିତିଗଲାଣି ଏବଂ ଆମକୁ ଟିକେ ହେଲେ ଭି ଜଣା ପଡୁନି ନା।
ପତି: କଏଦୀ କୁ ସମୟ ଜଣା ପଡ଼େ, ଜେଲର କୁ ନୁହଁ।

3. ଦିନେ ବାପା ପୁଅର ତଲାସି ନେଲେ,
ପକେଟ୍ ରୁ ସିଗାରେଟ୍, ବିୟର ଓ ଝିଅ ମାନଙ୍କ ନମ୍ୱର୍ ବାହାରିଲା।
ବାପା ପୁଅକୁ ବହୁତ ମାରିଲେ ଓ ପଚାରିଲେ କହ ଏସବୁ କେବେ ଠୁ ଚାଲିଛି?
ପୁଅ କାନ୍ଦି କାନ୍ଦି କହିଲା, ବାପା ଏ ଜ୍ୟାକେଟ ତ ତୁମର।

4. ୧ମ ସାଙ୍ଗ: କହିଲୁ ଦେଖି ଏହି ପୃଥିବୀରେ ସମୁଦାୟ କେତୋଟି ଦେଶ ଅଛି?
୨ୟ ସାଙ୍ଗ: ପୁଣି ଥରେ ପାଗଳଙ୍କ ପରି କଥା ହେଲୁୁ ! ଏହି ଦୁନିଆ ରେ ପରା ଗୋଟିଏ ହିଁ ଦେଶ ଅଛି “ଭାରତ”..!! ବାକି ସବୁ ତ ବିଦେଶ।

5. ସ୍ବାମୀ ପ୍ରବଚନ ଶୁଣି ଆସିବା ପରେ ସ୍ତ୍ରୀକୁ ବାହୁରେ ଉଠେଇ ଧରିନେଲେ।
ଏହା ଦେଖି ସ୍ତ୍ରୀ ସ୍ବାମୀ ଙ୍କୁ: ପ୍ରବଚନରେ ଗୁରୁଜୀ ରୋମାନ୍ସ କରିବା ପାଇଁ ଉପଦେଶ ଦେଇଛନ୍ତି ନା କଣ?
ସ୍ବାମୀ: ନା, ସେ ନିଜ ଦୁଃଖ ନିଜେ ଉଠାଇବା ପାଇଁ କହିଛନ୍ତି।

6 . ଗୋଲୁ: ପ୍ରେମ ଆପେ ଆପେ ହୋଇଯାଏ ନା କରିବାକୁ ପଡେ?
ମୋଲୁ: ଏଇଟାତ ପରିସ୍ଥିତି ଉପରେ ନିର୍ଭର କରେ।
ଗୋଲୁ: କେମିତି ଯେ?
ମୋଲୁ: ଝିଅ ଯଦି ସୁନ୍ଦର ହୋଇଥିବ ଆଉ ସ୍କୁଟି ଚଳାଉଥିବ ତାହେଲେ ପ୍ରେମ ଆପେ ଆପେ ହୋଇଯାଏ। ଯଦି ଅସୁନ୍ଦର ହୋଇଥିବ କିନ୍ତୁ ଓଡ଼ି ଚଳାଉଥିବ ତାହେଲେ ପ୍ରେମ କରିବାକୁ ପଡ଼େ।

7 -ଗୋଟିଏ ଝିଅର ବାହାଘର ପେଟ୍ରୋଲ ପକେଇବା ବାଲା ସହିତ ହେଇଗଲା
ଝିଅର ସାଙ୍ଗ ; ଚଉଠି ରାତି କେମିତି ଲାଗିଲା?
ଝିଅ ; ସେ ଶଳା ବୋକା..**
ରାତି ଯାକ ଧରିକି କହୁଥିଲା କେତେ ପୁରେଇବି?

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।