Pregnancy Tips – ଜାଣନ୍ତୁ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଆପଣ ଗର୍ଭବତୀ ହୋଇପାରିବେ

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ ।

ମାତ୍ର କେତେକ ମହିଳା ବିବାହର ପରେ ପରେ ହିଁ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ତା କିଏ କିଏ ବିବାହ ର କିଛି ଦିନ ପରେ ମା ହେବାକୁ ପସନ୍ଦ କରନ୍ତି ।କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ ।ତେବେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯେ ମହିଳା ମାନଙ୍କ ର ପିରିୟଡ୍ସ ହେବାର କେତେ ଦିନ ପରେ ସହବାସ କରିବା ଦ୍ୱାରା ସେ ଗର୍ଭବତୀ ହୋଇଥାନ୍ତି।

୧.ପ୍ରଥମ ରେ ଜଣେ ମହିଳାଙ୍କ ର ଗର୍ଭବତୀ ହେବା ଏବଂ ନହେବା ପଛରେ ତାଙ୍କର ସହବାସ ର ସମୟ ଉପରେ ନିର୍ଭର କରିଥାଏ। ଯଦି ଆପଣ ଭୁଲ ସମୟରେ ସହବାସ ବା ଶାରୀରିକ ସମ୍ପର୍କ ରଖିଛନ୍ତି ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହୋଇପାରିବେ ନାହିଁ ।
୨.ଏକ ରିସର୍ଚ୍ଚ ଅନୁସାରେ ମହିଳାଙ୍କ ର ପିରିୟଡ୍ସ ହେବାର ୧୧ ଦିନ ପରେ ଲଗାତାର ୫ ଦିନ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ଜଣେ ମହିଳା ମା ହୋଇଥାନ୍ତି ।ତେଣୁ ଆପଣ ଏହାକୁ ଅନୁସରଣ କରିବା ଉଚିତ ।

୩.ରିସର୍ଚ୍ଚ ଅନୁସାରେ , ମହିଳା ମାନଙ୍କ ର ଏକ ଅବୋଲିସନ ତାରିଖ ଥାଏ ।ଯାହାକି ତାଙ୍କର ପିରିୟଡ୍ସ ର ତାରିଖ ଉପରେ ଆଧାରିତ ହୋଇଥାଏ। ଏହି ଆବଲିସନ ତାରିଖ ଅନୁସାରେ ଶାରୀରିକ ସମ୍ପର୍କ ରଖିଲେ ଆପଣ ମା ହୋଇପାରିବେ।

୪.ଏହି ଆବଲିସନ ତାରିଖ ଟି ପିରିୟଡ୍ସ ହେବାର ୬ ଦିନ ପର ଠାରୁ ଆଗାମୀ ୧୨-୧୪ ଦିନ ପର୍ଯ୍ୟନ୍ତ ର ଦିନ କୁ ଆବଲିସନ ଡେଟ କୁହାଯାଏ ।ଏହି ଦିନ ମଧ୍ୟରେ ଶାରୀରିକ ସମ୍ବନ୍ଧ ରେ ରହିବା ଦ୍ବାରା ଆପଣ ଗର୍ଭବତୀ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ।
୫.ସେକ୍ସ କରିବା ପରେ ବା ଶାରୀରିକ ସମ୍ବନ୍ଧରେ ରହିବା ପରେ ସଙ୍ଗେ ସଙ୍ଗେ ବେଡ଼ ରୁ ତଳକୁ ଆସନ୍ତୁ ନାହିଁ କିମ୍ବା ଚାଲନ୍ତୁ ନାହିଁ। ସେକ୍ସ କରିବା ପରେ ଅତିକମରେ ୧୫ ମିନିଟ ପର୍ଯ୍ୟନ୍ତ ସୋଇ ରୁହନ୍ତୁ। ଏହା କରିବା ଦ୍ବାରା ଗର୍ଭବତୀ ହେବାର ଅଧିକ ସୂଚନା ରହିଥାଏ।
୬.ସବୁଠାରୁ ବଡ଼ କଥା ଏହା କି ଯେତେବେଳେ ଆପଣ ଶାରୀରିକ ସମ୍ପର୍କ ରଖୁଛନ୍ତି ସେତେବେଳେ ବିନା କୌଣସି ଚିନ୍ତାରେ ଏବଂ ଚାପ ରେ କରନ୍ତୁ । ମନ ଖୁସିରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ମହିଳା ମାନେ ଗର୍ଭବତୀ ହେବାର ସୌଭାଗ୍ୟ ପାଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।