ଦେଖନ୍ତୁ ଭିଡିଓ ହଠାତ୍ କାହିଁକି ନିର୍ଜଳା ଉପବାସ ରହି ମନ୍ଦିରରେ ଯଜ୍ଞ କରିଲେ ଝିଲ୍ଲିକ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ

0

ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଫଳରେ ଭଲ ଅଭିନେତା ଓ ଅଭିନେତ୍ରୀ ହୋଇ ପାରନ୍ତି। ସେମାନେ ଅନେକ ଭଲ କାମ ମଧ୍ୟ କରନ୍ତି। ତେବେ ଆଜି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ଅନେକ ଭଲ କମ ରେ କରିଛନ୍ତି।

ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି। ତେବେ ସେମାନଙ୍କ ମଧ୍ୟରେ ଝିଲିକ୍ ଅନ୍ୟତମ। ଆପଣ ମାନେ ଜାଣିଥିବେ ଝିଲିକ ଭଟାଚାର୍ଯ୍ୟ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ। ବଙ୍ଗଳା ସିନେମାରେ ଅଭିନୟ କରି ପରେ ଓଡ଼ିଆ ସିନେମା ଜଗତ ରେ ପ୍ରବେଶ କରିଥିଲେ। ଓଡ଼ିଆ ସିନେମା ରେ ନିଜ ଅଭିନୟ ଦ୍ଵାରା ଲୋକ ପ୍ରିୟ ହୋଇ ପାରିଛନ୍ତି।

ତେବେ ନିକଟ ରେ ତାଙ୍କର ବାହା ଘର ହୋଇଛି।ସେ ବିଜେଡି ର ନେତା ପ୍ରିତିରଞ୍ଜନ ଙ୍କୁ ବିବାହ କରିଥିଲେ। ବିବାହ ପରେ ଖୁବ୍ ପରିବର୍ତ୍ତନ ଆସିଛି ଝିଲିକ ଙ୍କ ଭିତରେ। ବଙ୍ଗୀୟ ଝିଅ ରୁ ଜଣେ ଓଡ଼ିଆ ବୋହୂ ଭାବେ ତାଙ୍କର ପରିବର୍ତ୍ତନ ଘଟିଛି। ତେବେ ଗତ କାଲି ଯାଜପୁର ର ଏକ ମନ୍ଦିର ରେ ପୂଜା ର ଆୟୋଜନ ହୋଇ ଥିଲା। ସେଠାରେ ଝିଲିକ୍ ଭଟା ଚର୍ଯ୍ୟ ଯାଇ ପୂଜା କରିଥିଲେ। ତେବେ ମନ୍ଦିର ର ବାର୍ଷିକୀ ପୂଜା ଥିଲା।

ସେଠାରେ ସେ ଉପସ୍ଥିତ ରହି ପୂଜା କାମ ରେ ସାହାଯ୍ୟ ମଧ୍ୟ କରିଥିଲେ। ସେହି ମନ୍ଦିର ରେ ବିଭିନ୍ନ ଖାଦ୍ୟ ପେୟ ଏ ବ୍ୟବସ୍ଥା ହୋଇ ଥିଲା। ପାଖା ପାଖି ୨୦୦୦ ଲୋକ ଙ୍କ ପାଇଁ ଖାଦ୍ୟ ର ବ୍ୟବସ୍ଥା ମଧ୍ୟ ହୋଇ ଥିଲା। ଦର୍ଶକ ମାନେ ନିଜ ଗହଣ ରେ ଝିଲିକ ଙ୍କୁ ପାଇ ବେଶ୍ ଖୁସି ହୋଇ ଥିଲେ। ତେବେ ଝିଲିକ୍ ଙ୍କ ଏହି ସୁନ୍ଦର ମୁହୂର୍ତ୍ତ ର ଭିଡ଼ିଓ କ୍ୟାମେରା ରେ କଏଦ ହୋଇ ଥିଲା। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।