ଦେଖନ୍ତୁ ଭିଡ଼ିଓ – ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଅପରାଜିତା ଓ ବାବୁସାନ ଙ୍କ ଭିଡ଼ିଓ

0

ଓଡ଼ିଆ ଚଳଚିତ୍ର ମାଧ୍ୟମରେ ବହୁ ଅଭିନେତା ଅଭିନେତ୍ରୀ ନିଜର ଏକ ପରିଚୟ ବନେଇ ପାରିଛନ୍ତି। ଆଜିର ସମାଜରେ ମଣିଷ ସବୁବେଳେ ନିଜର କିଛି ପରିଚୟ ତଥା ଉତ୍ତମ ଜୀବନ ଯାପନ ପାଇଁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଖୋଜିଥାଏ।ତେବେ କେହି କେହି ଚାକିରି କରି ,ବ୍ୟବସାୟ କରି ନିଜର ସ୍ଥାନ ବନାଉଥିବା ବେଳେ ଆଉ କିଛି ଲୋକ ଏହି ଫିଲ୍ମ ତଥା ଓଡ଼ିଆ ଚଳତିର ଜଗତକୁ ନିଜର ଉଚିତ୍ ଶ୍ରେୟ ମାର୍ଗ ବୋଲି ମାନି ନେଇଥାନ୍ତି।

ତେବେ ଅଭିନୟର ଦୁନିଆ ଜନ ସାଧାରଣ ଙ୍କୁ ବେଶ୍ ଭଲ ଲାଗିଥାଏ।ତେଣୁ ଅଭିନେତା ଅଭିନେତ୍ରୀ ମାନେ ନିଜର ଅଭିନୟ ଯାଦୁ ରେ ସମସ୍ତଙ୍କୁ ବାନ୍ଧି ରଖିଥାନ୍ତି।ଅଭିନୟ ଦୁନିଆରେ ଯାହା ଘଟିଥାଏ , ତାହା ବାସ୍ତବ ଜୀବନରେ ମଧ୍ୟ ସମସ୍ତଙ୍କ ସହ ଘଟିଥାଏ।ତେବେ ନିକଟରେ ଓଡ଼ିଆ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ତାଙ୍କ ପୁଅ ବାବୁଶାନ୍ ମହାନ୍ତି ଦୈନନ୍ଦିନ ଜୀବନରେ ଘଟିଥିବା କିଛି ଘଟଣା ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନ୍ ଅଭିନେତ୍ରୀ ଅପରାଜିତା ମହାନ୍ତି ଖୁବ୍ ପ୍ରସିଦ୍ଧ।ଆଜି ବି ସେ ଲୋକ ଙ୍କ ମନରେ ନିଜର ସ୍ଥାନକୁ ବଜାୟ ରଖିଛନ୍ତି।୧୯୦୦ ମସିହାରେ ଲୋକେ ତାଙ୍କର ଅଭିନୟକୁ ବେଶ ପସନ୍ଦ କରୁଥିଲେ।ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ଆକର୍ଷିତ କରିଥିଲେ।ସମୟ କ୍ରମେ ସେ ନାୟକ ଉତ୍ତମ ମହାନ୍ତି ଙ୍କୁ ବିବାହ କରିଥିଲେ।

ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଉଭୟ ଚଳଚ୍ଚିତ୍ର ଜଗତରେ ବେଷ୍ଟ ଯୋଡ଼ି ଭାବେ ମନୋନୀତ ହୋଇଥିବା ବେଳେ ବାସ୍ତବ ଜୀବନ ରେ ମଧ୍ୟ ବେଷ୍ଟ କପଲ୍ ଭାବେ ପରିଚିତ।ଅପରାଜିତା ମହାନ୍ତି ନବାଗତ ଅଭିନେତା ଅଭିନେତ୍ରୀ ଙ୍କ ପାଇଁ ଅନୁପ୍ରେରଣା ଅଟନ୍ତି।ବାବୁଶାନ୍ ମହାନ୍ତି ହେଉଛନ୍ତି ତାଙ୍କର ପୁଅ।ପିତା ମାତା ଙ୍କ ଅନୁପ୍ରାଣ ରେ ଅନୁପ୍ରାଣିତ ହୋଇ ସେ ମଧ୍ୟ ଚଳଚ୍ଚିତ୍ର କୁ ନିଜର କ୍ୟାରିଅର ମନେ କରିଥିଲେ।

ବାବୁଶାନ୍ ମଧ୍ୟ ନିଜ ନିଜର ଅଭିନୟ ମାଧ୍ୟମରେ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ତେବେ ମାଆ ପୁଅ ଏକ ବାଟୁଳି ରେ ଖେଳୁଥିବା ର ଏକ ଭିଡିଓ ସାମ୍ନା କୁ ଆସିଛି।ସେହି ଭିଡ଼ିଓ ରେ ବାବୁଶାନ୍ ଅପରାଜିତା ଙ୍କୁ ବାଟୁଳି ମାରିବା ଶିଖାଉଛନ୍ତି।ଅପରାଜିତା ଏକ ଇଲେକ୍ଟ୍ରିକ ଲାଇଟ୍ କୁ ଲକ୍ଷ୍ୟ କରି ପ୍ରଥମେ ବାଟୁଳି ମାରିଛନ୍ତି।ଏହା ଦେଖି ବାବୁଶାନ୍ ତାଙ୍କୁ ଉତ୍ସାହିତ କରିଛନ୍ତି।

କିନ୍ତୁ ପରେ ଅପରାଜିତା ଏକ ବଡ ଟେକା ସାହାଯ୍ୟରେ ଏକ ବେଲ ଗଛକୁ ବାଟୁଳି ମାରିବାକୁ ଚେଷ୍ଟା କରିଛନ୍ତି।ଯାହା ଫଳରେ ଅପରାଜିତା ଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି।ମା ପୁଅ ଙ୍କ ସମ୍ପର୍କ ଅତ୍ୟନ୍ତ ସ୍ନେହ ବାତ୍ସଲ୍ୟ ମମତାରେ ଭରା।ସ୍ନେହର ସମ୍ପର୍କ ଅତି ମଧୁର।ବାସ୍ତବ ଜୀବନର ମାଆ ପୁଅ ,ଟିଭି ପରଦାରେ ମଧ୍ୟ ମାଆ ପୁଅ ର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ସ୍ଥାନ ବନେଇଛନ୍ତୁଇ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।