ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଗଲେ ଏବଂ ରକ୍ତ ବାହାରୁ ଥିଲେ କରନ୍ତୁ ଏହି ୩ ଟି ଜିନିଷ ର ପ୍ରୟୋଗ ଏକ ମିନିଟରେ ରକ୍ତ ପ୍ରବାହ ବନ୍ଦ ହୋଇଯିବ ,

0

ବନ୍ଧୁଗଣ ଆମ ଶରୀର ମାଂସ ପେଶୀରେ ଗଠନ ହୋଇଛି ଏବଂ ଏହି ମାଂସ ପେଶୀ ରେ ଗଠିତ ଶରୀରର ଯତ୍ନ ନେବାର ଆବଶ୍ୟକତା ମଧ୍ୟ ରହିଥାଏ । ଆମର ଟିକିଏ ଅସାବଧାନତା ଆମର କ୍ଷତି ର କାରଣ ମଧ୍ୟ ହୋଇପାରେ ।ତେବେ ଆପଣ ମାନେ ଜାଣିଥିବେ କି ଆମର ଶରୀର ବହୁତ ସୁକ୍ଷ୍ମ ଅଟେ ।

ଟିକେ ବି ଆଘାତ ଲାଗିଲେ ଆମ ଶରୀରରେ କ୍ଷତ ହୋଇଯାଏ ଏବଂ ସେଥିରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ। ଏବଂ ଏହି ରକ୍ତ କୁ କେବେ କେବେ ବନ୍ଦ କରିବା ବହୁତ କଷ୍ଟ କର ହୋଇଥାଏ ।ତେବେ ଆମେ ଆଜି ଆପଣ ମାନଙ୍କୁ କେତେକ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହା କରିବା ଦ୍ୱାରା ସଙ୍ଗେ ସଙ୍ଗେ ଆପଣଙ୍କ କ୍ଷତ ସ୍ଥାନ ରୁ ରକ୍ତ ବାହାରିବା ବନ୍ଦ ହୋଇଯିବ।

ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ , ଆଜି ଆମେ ଆପଣ ମାନଙ୍କୁ ଯାହା ସବୁ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ତାହା କେବେଳ ହାଲକା କ୍ଷତ ବା କମ ରକ୍ତ ବାହାରୁ ଥିବା ଘଟଣା ରେ କହୁଛନ୍ତି ।ଯଦି ଆପଣଙ୍କ ର କ୍ଷତ ବଡ଼ ଏବଂ ଅଧିକ ରକ୍ତ ବାହାରୁଚି ତେବେ ସଙ୍ଗେ ସଙ୍ଗେ ଆପଣ ଡାକ୍ତର ଙ୍କୁ ପରାମର୍ଶ କରିବା ଓ ଚିକିତ୍ସା କରିବା ଆବଶ୍ୟକ ।ତେବେ ପ୍ରଥମ ରେ ଯଦି କୌଣସି ସ୍ଥାନରେ ଆପଣଙ୍କ ର କଟି ଯାଇଛି ବା ରକ୍ତ ବାହାରୁଚି ସେହି ସମୟରେ ଆପଣ ବିଲକୁଲ ବି ଭୟଭୀତ ହୁଅନ୍ତୁ ନାହିଁ ଧର୍ଜ୍ୟ ର ସହ କାମ କରନ୍ତୁ ।ତେବେ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ।

୧.କଫି ର ପ୍ରୟୋଗ:-

ସାଧାରଣ ଭାବରେ ଆମେ କଫିର ପ୍ରୟୋଗ କଫି ପିଇବା ପାଇଁ କରିଥାଉ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାର ବ୍ୟବହାର କରି ଆପଣ ରକ୍ତ ବାହାରିବା କୁ ବନ୍ଦ କରିପାରିବେ ବୋଲି ।ତେବେ ଯଦି ଆପଣଙ୍କ ଶରୀରର କେଉଁ ସ୍ଥାନରେ ଖଣ୍ଡିଆ ହୋଇଯାଇଛି ଏବଂ ସେଠାରେ ରକ୍ତ ବାହାରୁ ଅଛି ଆପଣ ସେହି ସ୍ଥାନରେ କଫି ର ବ୍ୟବହାର କରିପାରିବେ। ଏହା ଦ୍ଵାରା ସଙ୍ଗେ ସଙ୍ଗେ ଆପଣଙ୍କ ର ରକ୍ତ ବାହାରିବା ବନ୍ଦ ହୋଇଯିବ ।

୨.ଚା ପତି:-

ଚା ପତି ପ୍ରାୟ ସମସ୍ତ ଙ୍କର ଘରେ ଉପଲବ୍ଧ ରହିଥାଏ ।ଚା ପିଇବା କୁ ସମସ୍ତେ ପସନ୍ଦ କରନ୍ତି ଏବଂ ଏହା ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ତେବେ ଆପଣ କ୍ଷତ ସ୍ଥାନରେ ରକ୍ତ କୁ ବନ୍ଦ କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରିପାରିବେ। ତେବେ ରକ୍ତ ବାହାରୁଥିବା ସ୍ଥାନରେ ଏହି ଚା ପତି କୁ ଲଗାଇ ଦିଅନ୍ତୁ ଦେଖିବେ ଆପଣଙ୍କ ର ରକ୍ତ ବାହାରିବା ବନ୍ଦ ହୋଇଯିବ।

୩.ତୁଥପେଷ୍ଟ:-

ଆମେ ବ୍ରସ କରିବା ପାଇଁ ପେଷ୍ଟ ର ବ୍ୟବହାର କରିଥାଉ ।କିନ୍ତୁ ଯଦି ଆପଣଙ୍କ ର କୌଣସି ସ୍ଥାନ କଟି ଯାଇଛି ବା ଖଣ୍ଡିଆ ହୋଇ ସେଠାରୁ ରକ୍ତ ବାହାରୁଛି ସେହି ସ୍ଥାନରେ ଆପଣ ତୁଥପେଷ୍ଟ କୁ ଲଗାଇ ଦିଅନ୍ତୁ ରକ୍ତ ବାହାରିବା ବନ୍ଦ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।