ଆସନ୍ତାକାଲି ପବିତ୍ର ଦୋଳ ପୂର୍ଣ୍ଣିମା ଏହିଦିନ ଗୃହକୁ ଆଣନ୍ତୁ ଏହି ୫ ଟି ଜିନିଷ ହେବ ଧନର ବର୍ଷା

0

ବାସ୍ତୁ ଶାସ୍ତ୍ର ର ମୂଲ୍ୟ ଅନେକ। ଘରେ ବାସ୍ତୁ ଶାସ୍ତ୍ର ଠିକ୍ ରହି ଥିଲେ ଘରେ ସର୍ବଦା ସୁଖ ର ବାତାବରଣ ହୋଇ ଥାଏ।ଘରେ ଧନ ସମ୍ପତି ର ସମସ୍ୟା ଲାଗି ରହୁ ଥିଲେ ଏହାର ମୁଖ୍ୟ କାରଣ ଘର ର ବାସ୍ତୁ । ଯେଉଁ ଗୃହ ରେ ବାସ୍ତୁ ସମସ୍ୟା ରହି ଥାଏ ସେଠାରେ ଯେତେ ଅଧିକ ରୋଜଗାର କରିଲେ ମଧ୍ୟ ତିଳେ ମାତ୍ର ସଞ୍ଚୟ ହୋଇ ନ ଥାଏ।

ତେବେ ଏଭଳି କିଛି ଜିନିଷ ରହିଛି ଯାହା ଘରେ ରହିଲେ ଏହି ଭଳି ସମସ୍ୟା ର ସମାଧାନ ହୋଇ ପାରିବ ଓ ଘରେ ସୁଖ ଶାନ୍ତି ର ବାତାବରଣ ଲାଗି ରହିବ। ତେବେ ନିକଟ ରେ ଅଛି ପବିତ୍ର ଦୋଳ ପୂର୍ଣ୍ଣିମା। ଏହା ହିନ୍ଦୁ ଶାସ୍ତ୍ର ରେ ଏକ ପବିତ୍ର ଦିନ। ତେବେ ଏହି ଦିନ ରେ ଏହି ପାଞ୍ଚୋଟି ଜିନିଷ କୁ ଘରକୁ ଆଣନ୍ତୁ। ଏହାର ପ୍ରଭାବ ଦୁଇ ଗୁଣା ହୋଇ ଯିବ।

୧- ୱିନ୍ଦ୍ ଚାଇଲସ:-

ବାସ୍ତୁ ଶାସ୍ତ୍ରରେ ଘରେ ୱିଣ୍ଡ ଚାଇଲ ଲାଗିବା ଆବଶ୍ୟକ। ପବନ ରେ ଏହା ଏକ ଧ୍ଵନି ସୃଷ୍ଟି କରି ଥାଏ। ଯାହା ଦ୍ଵାରା ଘର ର ନକାରାତ୍ମକ ଶକ୍ତି ରହି ନ ଥାଏ। ଘରେ ସର୍ବଦା ସୁଖ ସମୃଦ୍ଧି ହୋଇ ଥାଏ।

୨- କ୍ରିଷ୍ଟାଲ୍ ଗ୍ଲୋବ:-

ଟେନ୍ ସ୍ଵି ଶାସ୍ତ୍ର ଅନୁଯାୟୀ କ୍ରିଷ୍ଟଲ୍ ଗ୍ଲୋବ ନିଜ ଭିତରେ ପ୍ରକାଶ ସମୟିତ କରି ରଖି ଥାଏ। ତେଣୁ ଏହାକୁ ରଖିବା ଦ୍ଵାରା ଘରେ ହସ ଖୁସି ର ବାତାବରଣ ଆଣି ଥାଏ। ସକାରାତ୍ମକ ଶକ୍ତି ଉଦ୍ଭବ ହୋଇ ଥାଏ।

୩-ଘୋଡ଼ା ନାଲ:-

ଏହାକୁ ଘର ର ମୁଖ୍ୟ ଦ୍ଵାରା ବା ମଝି ସ୍ଥାନ ରେ ଲଗାଇ ଦିଅନ୍ତୁ। ଏହା ଦ୍ବାରା ଘରେ ନକାରାତ୍ମକ ଶକ୍ତି ରହି ନ ଥାଏ। ଘରେ ଏହାକୁ ପ୍ରବେଶ କରିବାକୁ ଦେଇ ନଥାଏ। ଜୀବନ ରେ ଥିବା ବାଧା ବିଘ୍ନ କୁ ମଧ୍ୟ ବହୁତ୍ ଶୀଘ୍ର ଦୂର କରି ଥାଏ।

୪- ଧାତୁ ନିର୍ମିତ କଇଁଛ:-

ବାସ୍ତୁ ଶାସ୍ତ୍ରରେ ଏହାର ମୂଲ୍ୟ ଅଧିକ। ଏହାକୁ ଘରେ ରଖିଲେ ଅର୍ଥ ଅଭାବ ଦେଖା ଦେଇ ନ ଥାଏ। ବାସ୍ତୁ ଶାସ୍ତ୍ର ର ସମସ୍ୟା ଦେଖା ଦେଇ ନ ଥାଏ। ତେବେ ବାସ୍ତୁ ସମସ୍ୟା ଦୂର ହୋଇ ଥାଏ। ଘରେ ସୁଖ ସମୃଦ୍ଧି ହୋଇ ଥାଏ।ଅର୍ଥ ର ବୃଦ୍ଧି ଘଟି ଥାଏ।

୫- ଲଫିଂ ବୁଦ୍ଧ:-

ତେବେ ଘରେ ଲାଫିଂ ବୁଦ୍ଧ ର ମୂର୍ତ୍ତି ନିଶ୍ଚୟ ରଖନ୍ତୁ। କାରଣ ଏହାକୁ ରଖିଲେ ସୁଖ ସମୃଦ୍ଧି ରହି ଥାଏ। ଆର୍ଥିକ କ୍ଷେତ୍ର ରେ ଉନ୍ନତି ମଧ୍ୟ ହୋଇ ଥାଏ। ଏହାକୁ ଘର ର ଉତ୍ତର କିମ୍ବା ପଶ୍ଚିମ କୋଣ ରେ ରଖନ୍ତୁ। ଏପରି ଏହାକୁ ରଖିବା ଦ୍ଵାରା ଏହାର ପ୍ରଭାବ ଦୁଇ ଗୁଣା ବଢ଼ି ଯାଇ ଥାଏ। ଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।