ଦେଖନ୍ତୁ ଭି଼ଡିଓ ସବ୍ୟ ଅର୍ଚ୍ଚିତା ଙ୍କ ପରେ ନିଜ ବିବାହ କୁ ନେଇ ଏଲିନା କଣ କହିଲେ ମିଡିଆ ଆଗରେ , ସେ ଏହି ହିରୋ ଙ୍କୁ କରିବେ ବିବାହ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଫୋଟୋ…

0

ତେବେ ପ୍ରିୟ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଏକ ବହୁତ ବଡ ଆଶ୍ଚର୍ଯ୍ୟର କଥା କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଜାଣିବା ନିଶ୍ଚିତ ରୂପରେ ଦରକାର । କାରଣ ଏହା ହେଉଛି ଆପଣ ମାନଙ୍କର ପ୍ରିୟ ହିରୋଇନ ଏଲିନାଙ୍କର ଗୋଟେ ସିକ୍ରେଟ କଥା। ତେବେ ଆପଣ ମାନେ ସମସ୍ତେ ତ ମନୋରଞ୍ଜନ ପାଇଁ ଅନେକ ଫିଲ୍ମ ସବୁ ଦେଖୁଥିବେ। ସେ ବଲିଉଡ୍ ହେଉ କିମ୍ବା ଓଲିଉଡ଼। ଏବଂ ସେଥିରେ ଥିବା ହିରୋ ହିରୋଇନ ମାନଙ୍କୁ ମଧ୍ୟ ବହୁତ ପସନ୍ଦ କରୁଥିବେ ଓ ତାଙ୍କୁ ଅନୁସରଣ କରୁଥିବେ।

ଅର୍ଥାତ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କଣ କଣ ସବୁ ହେଉଛି ତାକୁ ନେଇ ମଧ୍ୟ ଉତ୍ସୁକ ଥିବେ। ତ ଆଜି ଆମେ ଆପଣମାନଙ୍କୁ ଓଡିଆ ସିନେମା ଜଗତର ଆପଣଙ୍କର ଜଣେ ପ୍ରିୟ ହିରୋଇନଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ଏପରିକି ତାଙ୍କର ଆସୁଥିବା ସମସ୍ତ ଫିଲ୍ମକୁ ମଧ୍ୟ ଦେଖନ୍ତି।

ତେବେ ଆମେ ଆପଣ ମାନଙ୍କୁ ଆପଣଙ୍କର ଓଲିଉଡର ପ୍ରିୟ ହିରୋଇନ ଏଲିନା ସାମନ୍ତରାୟଙ୍କର ବିଷୟରେ କହୁଛୁ। ଯାହାକୁ ଆପଣ ମାନେ ବହୁତ ଭଲ ପାଇବା ଦେଇଛନ୍ତି ଯେଉଁଥିପାଇଁ କି ଏତେ କମ ଦିନରେ ସେ ପିଲ୍ମ ଜଗତରେ ନିଜର ବହୁତ ନାମ କମାଇ ପାରିଛନ୍ତି । ଯାହାକି ଅନ୍ୟ କେହି ହିରୋଇନ ମାନେ ଏତେ କମ ସମୟରେ ଏତେ ଲୋକୋପ୍ରିୟ ହେବାର ଦେଖା ଯାଇନି। ତେବେ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି କି ଆପଣଙ୍କର ପ୍ରିୟ ହିରୋଇନ ଏଲିନା ସାମନ୍ତରାୟ କୁଆଡେ ବିବାହ କରିବାକୁ ଯାଉଛନ୍ତି। ତେବେ ଏ କଥା କେତେ ଦୂରରେ ସତ କି ମିଛ ଓ କଣ ରହିଛି ଏ ବିବାହ ପଛର ଅସଲ କାରଣ ଆସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ତ ଜାଣନ୍ତି କି ଏବେ ଗତ କିଛି ଦିନ ତଳେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କର ବିବାହ ସରିଯାଇଛି। ତେବେ ଏବେ ଶୁଣିବାକୁ ମିଳୁଛି କି ତାଙ୍କ ପରେ ପରେ ଏବେ ଏଲିନାଙ୍କର ପାଳି ପଡ଼ିବ ବୋଲି । ଯେମିତି ଅର୍ଚ୍ଚିତା କାହାକୁ ବିବାହ କରିବା କଥା ଜଣେଇ ନଥିଲେ ସେମିତି ଏଲିନା ମଧ୍ୟ କାହାକୁ ଜଣେଇ ନାହାନ୍ତି ।

ମାତ୍ର ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି କି ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି କି ସେ ଜଣେ ଓଡିଆ ସୁପରଷ୍ଟାର ହିରୋଙ୍କୁ ହିଁ ବିବାହ କରିବେ। ମାତ୍ର ସଠିକ କଥା କାହାକୁ କହିନାହାନ୍ତି କେବଳ ଏତିକି କହିଛନ୍ତି କି ଆଗାମୀ ଦିନ ଓଡ଼ିଶାବାସୀ ସେ ସମସ୍ତ କଥା ଜଣେଇଦେବେ।

ତେବେ ଅଚାନକ ଏଲିନାଙ୍କର ଏପରି ସଂକେତ ଦେବା ପଛରେ କଣ କାରଣ ରହିଛି ଓ ଏହା ସହିତ ସେ କେଉଁ ଓଲିଉଡ ସୁପରଷ୍ଟାରଙ୍କୁ ବିବାହ କରିବେ ତାହା ଆଗକୁ ବହୁତ ଶୀଘ୍ର ଜଣାପଡିବ ବୋଲି ସେ କହିଛନ୍ତି। ଏ ନେଇ ବର୍ତ୍ତମାନ ସମୟରେ ସେ କିଛି ହେଲେ ମଧ୍ୟ ମୁହଁ ଖୋଲି ନାହାନ୍ତି। ଆଗକୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ଓଡ଼ିଶାବାସୀ ଙ୍କୁ ଅନୁରୋଧ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।