ବାପାଙ୍କର ବୋଉର ସ୍ବାମୀର ବୋହୂର ପୁଅର ପୁଅ ତମର କଣ ହୋବ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କଣ ହେବ କମେଣ୍ଟ କରି ଜଣାନ୍ତୁ….

0

ପ୍ରିୟ ବନ୍ଧୁଗଣ ଆଜିକାଲି ସମୟରେ ଲୋକମାନଙ୍କର ଦୁନିଆ ଟେନସନ୍, ପାଠ ପଢା ଟେନସନ୍, ଘର ଟେନସନ୍, ଚାକିରି ଟେନସନ୍, ସ୍ତ୍ରୀ ଟେନସନ୍, ପଇସା ଟେନସନ୍, ଏବଂ ସବୁଠୁ ବଡ଼ ଚିନ୍ତାର ବିଷୟ ହେଲା ଲୋକ ମାନେ ଏତେ ଖଟୁଛନ୍ତି ଯେ ତାଙ୍କୁ ନିଜ ପାଇଁ ଫୁରସତ ଟିକେ ମିଳୁନି। ଏସବୁ ଟେନସନ୍ ଯୋଗୁଁ ଲୋକ ହଁସିବା ଭୁଲି ଟିକେ ଭୁଲିଗଲାଣି।

ହଁସିବା ଦ୍ଵାରା ମନ ପ୍ରଫୁଲ୍ଲ ରୁହେ, ଓ ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ମାନସିକ ଚାପ ଯନ୍ତ୍ରଣା କମ୍ ରୁହେ। ତେବେ ଆଜି ଆପଣ ମାନଙ୍କୁ ଏସବୁ ଟେନସନ୍ ରୁ ମୁକ୍ତି ଦେବା ପାଇଁ ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ୍। ଏହାକୁ ପଢୁଥାନ୍ତୁ ଓ ହଁସି ହଁସି ଗଡ଼ିଯାନ୍ତୁ।

୧. ଗୋଟିଏ ଅପାଠୁଆ ଝିଅକୁ ଚିଡ଼ାଇବା ପାଇଁ ତା ଭଉଣୀ ଚଉଠି ରାତି ପରଦିନ ଫୋନ୍ କରି ପଚାରିଲା
ଭଉଣୀ: ଚଉଠି ରାତିରେ ମଜା ଆସିଲା?
ଦିଦି: ହଁ ମଜା ତ ବହୁତ ଆସିଲା କିନ୍ତୁ
ଭଉଣୀ: (ଲାଜେଇ) ବହୁତ ମୋଟା ଥିଲା

୨. ଶିକ୍ଷକ: ନ୍ୟୁଟନ୍ ଙ୍କ ନିୟମ କଣ କହିଲ ପିଲାମାନେ?
ଛାତ୍ର: ସାର୍ ପୁରା ଉତ୍ତର ତ ମନେ ନାହିଁ, ହେଲେ ଶେଷ ଗୋଟେ ଧାଡ଼ି ମନେ ଅଛି।
ଶିକ୍ଷକ: ଆଚ୍ଛା ହଉ ତା ହେଲେ କହିଲୁ ଶେଷ ଧାଡ଼ି ଟା କଣ?
ଛାତ୍ର: ଏହାକୁ ନ୍ୟୁଟନ୍ ଙ୍କର ନିୟମ କୁହା ଯାଇଥାଏ…

୩. ସ୍ତ୍ରୀ ସ୍ବାମୀଙ୍କୁ ରୋଷେଇ ଘରେ – ହେଇଟି ଦେଖ, କାମ କରିବା ସମୟରେ ମତେ କିସ୍ କରି ହଇରାଣ କରନି। ଡେରି ହେଇଯିବ!
ସେତିକି ବେଳେ ଚାକରାଣୀ – ହଁ ମା’ ବାବୁଙ୍କୁ ଏଇ କଥା ଟିକେ ଭଲରେ ବୁଝେଇଦିଅ, ମୁଁ ତୋ କହି କହି ଥକିଗଲିଣି।

୪. ସ୍ତ୍ରୀ କୁ ସକାଳୁ ସକାଳୁ ମେକ୍ଅପ କରୁଥିବାର ଦେଖି, ସ୍ବାମୀ : ପାଗଳ ହୋଇଗଲଣି ନା କଣ ଏତେ ସକାଳୁ ମେକ୍ଅପ!!
ସ୍ତ୍ରୀ: ତମେ ଚୁପଚାପ୍ ସୁଅ। ମତେ ମୋ ଫୋନ୍ ଖୋଲିବାର ଥିଲା, ସେଥିରେ ଫେସ୍ ଲକ୍ ପକେଇଥିଲି। ହେଲେ ଏବେ ସେ ମୋତେ ଚିହିଁପାରୁନି। ସେଥିପାଇଁ ମେକ୍ଅପ ହେଉଥିଲି।

୫. ଅଧ୍ୟାପକ: ପିଲେ ପ୍ରେମ ଓ ଭଲପାଇବା ଭିତରେ କଣ ଫରକ ଅଛି କହିଲ?
ଗୌରା: ସାର୍, ଆପଣ ନିଜ ଝିଅକୁ ଭଲ ପାଇଲେ ତାକୁ ଭଲ ପାଇବା କୁହାଯିବ କିନ୍ତୁ ମୁଁ ଆପଣଙ୍କ ଝିଅକୁ ଭଲ ପାଇଲେ ତାକୁ ପ୍ରେମ କୁହାଯିବ।
ଅଧ୍ୟାପକ: ବଦମାସ୍ ଟୋକା ତୋତେ ଦଉଛି ରହ!

୬. ସ୍ତ୍ରୀ ଉପରେ ସ୍ବାମୀ ରାଗିଥାନ୍ତି।
ସ୍ତ୍ରୀ: ଆସ ଖାଇବ!
ସ୍ବାମୀ: ଛିଃ ତୁମ ହାତରନ୍ଧା ତ କୁକୁର ବି ଖାଇବନି।
ସ୍ତ୍ରୀ: ସେଥିପାଇଁ ତ ତମକୁ ଡାକୁଛି।
ସ୍ବାମୀ: ହେଁ… ଛେନାଗୁଡ଼ ନା।

7 . ବାପାଙ୍କର ବୋଉର ସ୍ବାମୀର ବୋହୂର ପୁଅର ପୁଅ ତମର କଣ ହୋବ ?

ଉତ୍ତର – ପୁତୁରା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।