ajira anuchinta – ଜାଣନ୍ତୁ ଯେଉଁ କନ୍ୟାର ହାତ ଗୋଡର ବାଳ ଅଧିକ ଥିଲେ କଣ ସୂଚନା ମିଳେ

0

ମଣିଷ ସାଧାରଣତଃ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାଏ।ଜଗତର ସୃଷ୍ଟି କର୍ତ୍ତା ସବୁ ମଣିଷକୁ ସୃଷ୍ଟି କଲାବେଳେ କିଛି ନ କିଛି ସୁଗୁଣ ତଥା ଦୂର୍ଗୁଣ ଦେଇଥାଏ।ଯାହାଦ୍ଵାରା ସେ ଭବିଷ୍ୟତରେ ଜଣେ ଉତ୍ତମ ସତ୍ତଚାରିତ୍ରିକ ମଣିଷ ହୋଇପାରେ।ମୁଖ୍ୟତଃ ଝିଅ ମାନଙ୍କୁ ଲକ୍ଷ୍ମୀ ଙ୍କ ସ୍ଵରୁପ ବୋଲି ମାନା ଯାଇଥାଏ।ତେବେ ଘରେ ଝିଅ ଟିଏ ଜନ୍ମ ନେଲେ ଘର ଖୁସିରେ ଭରି ଉଠେ।ଆଉ ସେହି ଝିଅ ପୁଣି ଶାଶୁ ଘର କୁ ଉଜ୍ଜଳ ମୟ କରେ।କଥାରେ ଅଛି ଦୁହିତା”

ଦୁଇ କୁଳକୁ ହିତା ନହେଲେ ପିତା”।ତେଣୁ ଝିଅ ନିଜର କିଛି ଭଲ ଗୁଣ ପାଇଁ ସୌଭାଗ୍ୟ ଶାଳୀ ହୋଇଥାଏ।ଉତ୍ତମ ଗୁଣ ସମ୍ପନ୍ନ ଝିଅ କୁ ବିବାହ କରିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି।ତେବେ ଆସନ୍ତୁ ଜାଣିବା କିଛି ଲକ୍ଷଣ ବିଷୟରେ ଯାହା ଦ୍ଵାରା ଆପଣ ଜାଣିପାରିବେ ଯେ ଝିଅ ଟି ସୌଭାଗ୍ୟ ବତୀ କି ନୁହେଁ।

୧-ଯେଉଁ ଝିଅ ମାନଙ୍କର କଣ୍ଠର ସ୍ବର କୋମଳ ତଥା କଥାବାର୍ତ୍ତା ର ଶୈଳୀ ନମ୍ର ,ଧୀର ସ୍ୱଭାବର ସେହି ଝିଅ ସୌଭାଗ୍ୟ ବତୀ ହୋଇଥାନ୍ତି।
୨-ଯେଉଁ ମହିଳାମାନେ ଘରକୁ ଆସୁଥିବା ବ୍ୟକ୍ତିଙ୍କୁ ବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରିଥାନ୍ତି,ସେହି ମହିଳା ଭଗ୍ୟଶାଳୀ ହୋଇଥାନ୍ତି।

୩-ଯେଉଁ ମହିଳାମାନେ ସକାଳ ଓ ସଂଧ୍ୟାରେ ଦେବା ଦେବୀ ଙ୍କୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ,ସେମାନେ ଭାଗ୍ୟବତୀ ହୋଇଥାନ୍ତି।
୪-ଯେଉଁ ମହିଳା ମାନଙ୍କର କପଳ ପ୍ରଦେଶ ବକ୍ର ତଥା ସୁନ୍ଦର ଓ ଶିର ଦେଖା ଯାଇନାହିଁ।ସେହି ମହିଳା ଦୈବ ଗୁଣ ସମ୍ପନ୍ନ ହୋଇଥାନ୍ତି।

୫-ଯେଉଁ ମହିଳା ମାନଙ୍କର ବେକ ଚାରି ଆଙ୍ଗୁଳି ବିଶିଷ୍ଟ ତଥା ସୁନ୍ଦର, ସୁଢ଼ଳ ସେହି ମହିଳା ଉତ୍ତମ ଗୁଣ ସମ୍ପନ୍ନ ହୋଇଥାନ୍ତି।
୬-ଯେଉଁ ମହିଳା ମାନଙ୍କର ଓଷ୍ଠ ଦୁଇ ଆଙ୍ଗୁଠି ,ମାଂସାଳ ଯୁକ୍ତ ସେହି ମହିଳା ସୌଭାଗ୍ୟ ସମ୍ପନ୍ନ ହୋଇଥାନ୍ତି।

୭- ଯେଉଁ ନାରୀ ମାନଙ୍କ ବେକ ର ଘଣ୍ଟିକ ଉଚ୍ଚ ହୋଇଥାଏ ସେହି ନାରୀ ଅତ୍ୟନ୍ତ ସୌଭାଗ୍ୟ ଯୁକ୍ତ ହୋଇଥାନ୍ତି।
୮- ଯେଉଁ ମହିଳା ମାନଙ୍କର ବେକରେ ତିନୋଟି ରେଖା ପଡ଼ିଥାଏ ସେହି ମହିଳା ମାନେ ନିଜ ସ୍ଵାମୀ ଙ୍କ ପାଇଁ ଐଶାର୍ଯ୍ୟ ସମ୍ପନ୍ନ ର ହୋଇଥାନ୍ତି।

୯-ଯେଉଁ ମହିଳା ମାନଙ୍କର ନାକ ର ଅଗ୍ର ଭାଗରେ ଅଳ୍ପ ଲମ୍ବ ଯୁକ୍ତ ହୋଇଥାଏ,ସେହି ନାରୀ ସୁଖ ଓ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି।
୧୦-ଯେଉଁ ମହିଳାମାନଙ୍କର ମୁଖ ଛୋଟ ହୋଇଥାଏ ସେ ମହିଳା ନିଜ ସ୍ଵାମୀ ପାଇଁ ଅତ୍ୟନ୍ତ ମଙ୍ଗଳକାରକ ହୋଇଥାନ୍ତି।

୧୧- ଯେଉଁ ମହିଳାମାନଙ୍କର ଉପର ଏବଂ ତଳେ ୧୬ ୧୬ ମିଶି ୩୨ ଟି ଦାନ୍ତ ଦୁଗ୍ଧ ପରି ସଫା ହୋଇଥାଏ,ସେହି ନାରୀ ସ୍ୱାମୀର ପ୍ରିୟ ହୋଇଥାନ୍ତି।
୧୨- ଯେଉଁ ମହିଳା ମନେ ସ୍ମିତ ହାସ୍ୟ ସମ୍ପନ୍ନ ହୋଇଥାନ୍ତି ସେହି ମହିଳା ତାଙ୍କ ସ୍ଵାମୀ ପାଇଁ ସୌଭାଗ୍ୟ ଆଣିଥାନ୍ତି।
୧୩- ଯେଉଁ ମହିଳା ମନେ ମୃଗ ନୟନୀ ତଥା ଆଖି ଡୋଳା କୋଳ ହୋଇଥାଏ,ସେ ଶୁଭ ହୋଇଥାନ୍ତି।

୧୪- ଯେଉଁ ନାରୀ ମାନଙ୍କ ବାମ ହସ୍ତ ,ବେକ ତଥା ଗାଲରେ,କାନରେ ତିଳ ଥାଏ ସେମାନେ ସୁଖ ଭୋଗ କରନ୍ତି।
ତେବେ ଏହା ଥିଲା କିଛି ସୌଭାଗ୍ୟ ବତୀ ନାରୀ ମାନଙ୍କର ଲକ୍ଷଣ।

15 – ଜାଣନ୍ତୁ ଯେଉଁ କନ୍ୟାର ହାତ ଗୋଡର ବାଳ ଅଧିକ ଥିଲେ  ସେମାନେ ଜୀବମର ଅତ୍ୟନ୍ତ ସୁଖ ଭୋଗ କରିଥାନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।